March 3, 2024

Odia Express

News For Public

୧୪ ରୁ ୬୦ ବର୍ଷର ଆୟୁ ବାଲା କରନ୍ତୁ ଏହି କାମ, କୌଣସି ରୋଗ ଆସିବ ନାହିଁ ଆପଣଙ୍କ ପାଖକୁ..

1 min read

ପିତ୍ତ ପ୍ରକୃତିର ଲୋକଙ୍କ ବୟସ 14ରୁ 60 ହୋଇଥାଏ। ପିତ୍ତ ପ୍ରକୃତିର ଲୋକଙ୍କ ଉପରେ କଫର ପ୍ରଭାବ କମ ହୋଇଥାଏ ତେଣୁ ସେମାନଙ୍କୁ ଅଧିକ ଶୋଇବା ଜରୁରୀ ନୁହେଁ। ଯଦି ପିତ୍ତ ପ୍ରକୃତିର ଲୋକ 7କିମ୍ବା 8ଘଣ୍ଟା ଶୋଉଛନ୍ତି ତେବେ ବହୁତ ଅଟେ। 6ଘଣ୍ଟାର ନିଦ ମଧ୍ୟ ଶୋଇପାରିବେ । କିନ୍ତୁ 6ଘଣ୍ଟାରୁ କମ ନୁହେଁ ଓ 8ଘଣ୍ଟାରୁ ଅଧିକ ଶୋଇବେ ନାହିଁ।ଆୟୁର୍ବେଦର ପ୍ରସିଦ୍ଧ ଗ୍ରନ୍ଥ ଅଷ୍ଟାଙ୍ଗସଂଗ୍ରହ ତଥା ଅଷ୍ଟାଙ୍ଗହୃଦୟର ରଚୟିତା ମହର୍ଷି ବାଗଭଟ୍ଟ ଙ୍କ ଅନୁଯାୟୀ ସୂର୍ଯ୍ୟାସ୍ତର ଦୁଇ ଘଣ୍ଟା ପରେ ଶୋଇ ଯାଅନ୍ତୁ ମାନେ ଯଦି 6ଟା ସମୟରେ ସୂର୍ଯ୍ୟାସ୍ତ ହୁଏ ତେବେ 8ଟା ସୁଦ୍ଧା ଶୋଇ ଯାଅନ୍ତୁ ଓ ସକାଳେ 4ଟା ସୁଦ୍ଧା ସଜ୍ୟାତ୍ୟାଗ କରନ୍ତୁ। ପିତ୍ତ ପ୍ରକୃତିର ଲୋକମାନେ ବ୍ରାହ୍ମମୂହୁର୍ତ୍ତରେ ଉଠନ୍ତୁ ତେବେ ଭଲ ଅଟେ ଓ ଶିଶୁ ଶୋଇ ରହିଲେ ତାଙ୍କ ପାଇଁ ଭଲ ଅଟେ।

ଯଦି ଆପଣ 4ଟା ବେଳେ ଉଠିବେ ତେବେ ଆପଣଙ୍କ ପୁରା ଦିନ ଉତ୍ତମ ଏବଂ ବ୍ୟବସ୍ଥିତ ଅଟେ ଓ ଯଦି ଆପଣ ବ୍ରାହ୍ମ ମୂହୁର୍ତ୍ତ ପରେ ଉଠିବେ ତେବେ ଆପଣଙ୍କ ପୁରା ଦିନ ବ୍ୟର୍ଥ ଅଟେ । ଏହାର କାରଣ ଏହା ଯେ ଆପଣଙ୍କୁ ଯାହା କରିବାର ଅଛି ତାହା 4ଟାରେ ଆରମ୍ଭ କରିବାକୁ ହେବ। 4ଟାରେ ଉଠି ଉଷା ପାନ କରିବେ, ଶୌଚ ନିମନ୍ତେ ଯିବେ, 10-15ମିନିଟ ସେଥିରେ ଲାଗିବ, ତାପରେ ଦନ୍ତଶୋଧନ କରିବେ।

ଦାନ୍ତ ସଫା କିପରି କରିବେ- ପିତ୍ତ ପ୍ରକୃତିର ଲୋକଙ୍କ ନିମନ୍ତେ ଦାନ୍ତ ଏପରି ସଫା କରିବେ ଯାହା ସ୍ଵାଦରେ କଷା ହୋଇଥିବ, କଷା ଅର୍ଥ ତିକ୍ତ ଅଟେ। ଏଭଳି ଜିନିଷ ଦ୍ଵାରା ଆପଣଙ୍କ ଦାନ୍ତ ସଫା କରିବାକୁ ହେବ କାରଣ ଆପଣଙ୍କ ପ୍ରକୃତି ପିତ୍ତର ଅଟେ ତ ପିତ୍ତ କୁ କମ କରିବା, କିମ୍ବା ପିତ୍ତକୁ ନିୟନ୍ତ୍ରଣ କରି ରଖିବା ଏହି କଷା ଓ ତିକ୍ତ ଜିନିଷ ଦ୍ଵାରା ହୋଇପାରିବ। ତେଣୁ ଏହାର ଅର୍ଥ ଆପଣ ନୀମର ଦାନ୍ତକାଠି ବ୍ୟବହାର କରନ୍ତୁ।

ଏବଂ ନୀମ ଠାରୁ ମଧ୍ୟ ଏକ ଭଲ ଧାତୁ ସେ କହିଛନ୍ତି ମଦାର। କାରଣ ତାହା ଅଧିକ କଷା ଅଟେ ଓ ଅଧିକ ତିକ୍ତ, ଆଉ ଏକ ଅଛି ବବୁଲ ଓ ତାପରେ ଆସେ ଅର୍ଜୁନ ଦାନ୍ତକାଠି। ତ ଏପରି 12ବୃକ୍ଷ ସେ କହିଛନ୍ତି। ନୀମ ଅଛି, ଅର୍ଜୁନ ଅଛି, ଆମ୍ବ, ବବୁଲ, ପିଜୁଳି ଅଛି ଏପରି 12ବୃକ୍ଷର ସେ ବର୍ଣ୍ଣନ କରିଛନ୍ତି ଯେ ଏହାର ଦାନ୍ତକାଠି କରିବେ। କୌଣସି 13ତମ ବୃକ୍ଷର ଦାନ୍ତକାଠି ବର୍ଜିତ ଅଟେ।ସେ ଆଗକୁ ଲେଖିଛନ୍ତି ଯେ ଜୀବନରେ ଯେଉଁ ଋତୁ ଅଛି ଗ୍ରୀଷ୍ମ ଅଛି, ଶୀତ ଅଛି, ବର୍ଷା ଅଛି 3ତ ମୁଖ୍ୟ ଋତୁ ଅଛି। ପ୍ରତି ଋତୁ ନିମନ୍ତେ ବାଗଭଟ୍ଟ ଭିନ୍ନ ଦାନ୍ତକାଠି କହିଛନ୍ତି।

ସେ କୁହନ୍ତି ଯେ ଯେବେ ଗ୍ରୀଷ୍ମର ଋତୁ ଅଟେ ମାନେ ଏପ୍ରିଲ ରୁ ଆରମ୍ଭ କରନ୍ତୁ ଓ ଯେପର୍ଯ୍ୟନ୍ତ ବର୍ଷା ଋତୁ ଆସିନାହିଁ , ସେ ପର୍ଯ୍ୟନ୍ତ ନୀମ ଦାନ୍ତକାଠି ଘସନ୍ତୁ। ଆମର ଗୁରୁଜନଙ୍କର କହୁଥିଲେ ଯେ ଚୈତ୍ରର ମାସ ଆସିଯାଇଛି ନୀମର ପତ୍ର ଚୋବେଇ ଦିଅନ୍ତୁ, ପୁରା ବର୍ଷ କାମ ଚାଲିବ ନାହିଁ। ଯାହା ବାଗଭଟ୍ଟଙ୍କର ହିସାବ ଅଟେ। କାରଣ ଏହି ଯେଉଁ ସମୟ ଅଟେ ଏଥିରେ ପିତ୍ତକୁ ଉଗ୍ର କରିବାରୁ କ୍ଷାନ୍ତ ହେବାରେ ସବୁଠାରୁ ବଡ ସାହାଯ୍ୟ ନୀମ କରିବ। ତେଣୁ ନୀମର ଦାନ୍ତକାଠି ଘସନ୍ତୁ। ନହେଲେ ବବୁଲ, କିମ୍ବା ମଦର ରେ ଘସନ୍ତୁ। କିନ୍ତୁ ଗ୍ରୀଷ୍ମରେ ସବୁଠାରୁ ଭଲ ନୀମ ଅଟେ ।

ଏବଂ ଶୀତରେ ଦିନମାନଙ୍କରେ ସବୁଠାରୁ ଭଲ ଦାନ୍ତକାଠି ପିଜୁଳି ଅଟେ। ପିଜୁଳିର ଗଛର ଦାନ୍ତକାଠି ଶୀତ ନିମନ୍ତେ ସର୍ବୋତ୍ତମ ଅଟେ। ଏବଂ ପିଜୁଳି ବ୍ୟତିତ ଜାମୁର ବୃକ୍ଷର ଦାନ୍ତକାଠି କହିଛନ୍ତି ବାଗଭଟ୍ଟ ମହାଶଯ ।

ତାପରେ ସେ ଶୀତ ବିଷୟରେ କହିଛନ୍ତି ଯେ ଆମ୍ବର ମଧ୍ୟ କରିପାରିବେ, ଅର୍ଜୁନର ମଧ୍ୟ କରିପାରିବେ। ଓ ଯଦି ଆପଣ କହିବେ ଯେ ପୁରା ବର୍ଷ ଯଦି ନୀମର କରିବୁ ତେବେ ବାଗଭଟ୍ଟ କୁହନ୍ତି ଯେ କରି ତ ପାରିବେ କିନ୍ତୁ 3ମାସ ଲଗାତାର କରି ପୁଣି କିଛି ଦିନ ନିମନ୍ତେ ଛାଡି ଦିଅନ୍ତୁ ତାପରେ 3ମାସ କରନ୍ତୁ।

ତାପରେ ଆପଣ କହିବେ ଯେ ଅଳ୍ପ ଦିନ ଛାଡି ଦେବୁ ତ ପୁଣି ଛାଡି ଥିବା ଦିନ ମାନଙ୍କରେ କଣ କରିବୁ, ତେବେ ସେ କହିଲେ ଯେ ଦନ୍ତ ମଞ୍ଜନ କରନ୍ତୁ। ଓ କିପରି ମଞ୍ଜନ କରିବେ ତ ସେ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ରହୁଛ ସେହି କ୍ଷେତ୍ରର ତେଲ ଓ ସେହି କ୍ଷେତ୍ରର ଲୁଣ ଓ ସେହି କ୍ଷେତ୍ରର ହଳଦୀ, ଏ ତିନି କୁ ମିଶାଇ ପାଉଡର କରି ମଞ୍ଜନ କରିପାରିବେ।ଦ୍ଵିତୀୟ ଦନ୍ତ ମଞ୍ଜା ସେ କହିଛନ୍ତି ଯେ ଗାଈର ଗୋବର କୁ ସୁଖେଇ ଜଳେଇ ଦେବେ। ସେହି ପାଉଁଶରେ କିଛି କର୍ପୁର ମିଶାଇବେ ଅଳ୍ପ ସନ୍ଧାଇବ ଲବଣ ମିଶାଇବେ ଏହା ବହୁତ ଉତ୍ତମ ଦନ୍ତମଞ୍ଜନ ଅଟେ ।

ଦ୍ଵିତୀୟରେ ସେ କହିଛନ୍ତିଜେ ତ୍ରିଫଳାର ଚୂର୍ଣ୍ଣ ଅଛି ତାହାକୁ ଦନ୍ତ ମଞ୍ଜନ ନିମନ୍ତେ ଭଲ ଭାବରେ ଗୁଣ୍ଡ କରିଦେବେ ଓ ଖାଇବା ନିମନ୍ତେ ମୋଟା ରହିବାକୁ ଦେବେ। ତ୍ରିଫଳା ଚୂର୍ଣ୍ଣ, ଅଳ୍ପ ସନ୍ଧାଇବ ଲୁଣ ମିଶାଇ ଦାନ୍ତରେ ଘାସିବେ, ବହୁତ ଭଲ ଦନ୍ତ ମଞ୍ଜନ ଅଟେ। ଏଭଳି 8ପ୍ରକାରର ଦନ୍ତମଞ୍ଜନ ଅଛି ଓ 12ଦାନ୍ତକାଠି ଅଛି ଏମାନଙ୍କୁ ନିଶ୍ଚିତ ବ୍ୟବହାର କରନ୍ତୁ। ଅର୍ଥ କୋଲଗେଟ ଘସନ୍ତୁ ନାହିଁ ।

ବାଗଭଟ୍ଟ ଏବଂ ଆଧୁନିକ ବିଜ୍ଞାନର ଯଦି ତୁଳନା କରିବା ତେବେ ଆପଣ ପିତ୍ତର ପ୍ରଭାବ ରେ ସକାଳେ ନିଦରୁ ଉଠିବେ ତ ମୁହଁରେ ପିତ୍ତ ପୂର୍ଣ୍ଣ ଥିବ। ଓ ଏହି ପ୍ରଭାବ ଅଧିକ ହୋଇଥାଏ ଲାଳର , ତ ଏବେ ଏହାକୁ ନିୟନ୍ତ୍ରଣ କରିବାକୁ ହେବ ତେଣୁ ଏହି ଦାନ୍ତକାଠି ଉତ୍ତମ ଅଟେ। କିନ୍ତୁ ଯଦି ଆପଣ ବ୍ରଶ କରିବେ ତେବେ ସେଥିରେ ଚିନୀ ଅଛି। ଚିନୀ ଅଟେ ତ ସୁଗାର,ଓ ସୁଗାର ତାପରେ ପିତ୍ତର ଝଗଡା ଅଛି। ତେଣୁ ସକାଳେ ଉଠିବା ମାତ୍ରେ ଯଦି ଆପଣ ପେଷ୍ଟ କରୁଛନ୍ତି ତେବେ ସର୍ବନାଶ ଅଟେ ।

ମିଠା ପେଷ୍ଟ ଯଦି ପିତ୍ତ ରେ ମିଶିବ ତେବେ ପିତ୍ତକୁ ତ ଖରାପ କରିବ , ତାସହ ମୁହଁକୁ ମଧ୍ୟ ଖରାପ କରିବ। କାରଣ ସକାଳେ ମୁହଁ ଆପଣଙ୍କର ଯଦି ମିଠା ପ୍ରଭାବ ଆସିବ, ତେବେ 101% ଚାନସ ଅଛି ଯେ ଆପଣଙ୍କ ଦାନ୍ତ ଖରାପ ହେବା ଶୀଘ୍ର ଆରମ୍ଭ ହୋଇଯିବ। ଓ ନିରୀକ୍ଷଣ କରିବେ ତ ଦେଖିବେ ଯେ ସବୁଠାରୁ ଅଧିକ ଦାନ୍ତରେ କୀଟାଣୁ ପେଷ୍ଟ କରୁଥିବା ଲୋକଙ୍କର ହୋଇଥାଏ। ଅର୍ଥ ଦାନ୍ତ ତାଙ୍କର ଖରାପ ଅଟେ।

ଯଦି ଆପଣଙ୍କ ଠାରେ ଦାନ୍ତକାଠି ନାହିଁ ତେବେ ଦନ୍ତ ମଞ୍ଜନ କରନ୍ତୁ କିନ୍ତୁ କୋଲଗେଟ କିମ୍ବା କ୍ଳୋଜ-ଅପ କିମ୍ବା ପେପ୍ସୋଡେଣ୍ଟ ବନ୍ଦ କରିଦିଅନ୍ତୁ। ଓ ତ୍ରିଫଳା ଚୂର୍ଣ୍ଣର ମଞ୍ଜନ ଆପଣ ଯେକୌଣସି ଋତୁରେ କରିପାରିବେ। ତେଣୁ ଆପଣ ଏହାର ଧ୍ୟାନ ରଖିବେ ।

 

Leave a Reply

Your email address will not be published. Required fields are marked *