December 10, 2023

Odia Express

News For Public

ଗୋବିନ୍ଦାଙ୍କ ଝିଅ ଅଟନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଫଟୋ ଦେଖି ହୋଇଯିବେ ବିସ୍ମିତ – ଏବେ ଦେଖି ନିୟନ୍ତୁ…

ଗୋବିନ୍ଦା ନିଜ ସମୟରେ ସବୁଠାରୁ ପ୍ରସିଦ୍ଧ ଅଭିନେତା ଥିଲେ। 165ଫିଲ୍ମରୁ ମଧ୍ୟ ଅଧିକରେ କାମ କରି ସେ ନିଜର ଅଭିନୟର ପ୍ରତିଭା ପ୍ରଦର୍ଶିତ କରିଛଣିତ। ଗୋବିନ୍ଦାଙ୍କ ଜନ୍ମ 21ଡିସେମ୍ବର 1963ରେ ମୁମ୍ବାଇରେ ହୋଇଥିଲା। ଗୋବିନ୍ଦା ନିଜର ଉନ୍ନତ ନୃତ୍ୟ କଳା ନିମନ୍ତେ ମଧ୍ୟ ପରିଚିତ ଅଟନ୍ତି। ତାଙ୍କର ଅଭିନୟ ଏବଂ ନୃତ୍ୟ ନିମନ୍ତେ ଲକ୍ଷାଧିକ ଲୋକ ପାଗଳ ଥିଲେ। ଏପର୍ଯ୍ୟନ୍ତ ଗୋବିନ୍ଦା 12ଥର ଫିଲ୍ମଫେୟାର ପୁରସ୍କାର ଦ୍ଵାରା ସମ୍ମାନିତ ହୋଇସାରିଛନ୍ତି। ଗୋବିନ୍ଦା 90ଦଶକର ସମୟରେ ସବୁଠାରୁ ଉନ୍ନତ ଅଭିନେତା ରୂପେ ଗଣା ଯାଉଥିଲେ। ପ୍ରତି ହିରୋଇନ ତାଙ୍କ ସହିତ କାମ କରିବାକୁ ଚାହୁଁଥିଲେ। ଏଥିମଧ୍ୟରେ ସେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। କରିସ୍ମା କପୁର ଓ ରବିନା ଟଣ୍ଡନଙ୍କ ସହିତ ତାଙ୍କର ଯୋଡି ସବୁଠାରୁ ଅଧିକ ପ୍ରଶିଧ୍ହ ଥିଲା।

ଗୋବିନ୍ଦା ଏବଂ କରିସ୍ମାଙ୍କ ଫିଲ୍ମ ହାଉସଫୁଲ ହେଉଥିଲା। କରିସ୍ମାଙ୍କର ନଟଖଟ ଅନ୍ଦାଜ ଓ ଗୋବିନ୍ଦାଙ୍କର ନୃତ୍ୟ ଓ କମେଡି ଲୋକଙ୍କ ହୃଦୟ ଜିତି ନେଉଥିଲା। ସେ ନିଜର ଜବରଦସ୍ତ ଅଭିନୟର ଦମରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ଗୋବିନ୍ଦାଙ୍କ ଭଳି ତାଙ୍କର ଝିଅ ମଧ୍ୟ ବହୁତ କୁଶଳୀ ଅଭିନେତ୍ରୀ ଅଟନ୍ତି। ବୋଧହୁଏ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିନଥିବେ ଯେ ଗୋବିନ୍ଦାଙ୍କର ଏକ ସୁନ୍ଦରୀ ଝିଅ ମଧ୍ୟ ଅଛି ଯାହାର ନାମ ଟିନା ଆହୁଜା ଅଟେ।

ବହୁତ ସୁନ୍ଦରୀ ଅଟନ୍ତି ଗୋବିନ୍ଦାଙ୍କ ଝିଅ – ଗୋବିନ୍ଦାଙ୍କ ଝିଅ ଟିନାଙ୍କର ଜନ୍ମ 16ଜୁଲାଇ 1989ରେ ହୋଇଥିଲା। ଗୋବିନ୍ଦାଙ୍କ ଭଳି ଟିନା ମଧ୍ୟ ଦେଖିବାକୁ ବହୁତ ଭଲ ଅଟନ୍ତି। ବାଲ୍ୟ ସମୟରୁ ହିଁ ଟିନାଙ୍କର ଚପଳାମି ଲୋକଙ୍କ ମନ ଜିତି ନେଇଥିଲା। ତାଙ୍କର କ୍ୟୁଟନେସ ଉପରେ ସମସ୍ତେ ଫିଦା ଥିଲେ। ଟିନାଙ୍କର ଏଣ୍ଟ୍ରି ବଲିଉଡରେ 2015ରେ ହୋଇଥିଲା। ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ‘ସେକଣ୍ଡ ହାଣ୍ଡ ହଜବ୍ୟାଣ୍ଡ’ ଥିଲା।

ଏହି ଫିଲ୍ମ ନିମନ୍ତେ ସେ ଶ୍ରେଷ୍ଠ ଏମର୍ଜିଙ୍ଗ ଆକଟ୍ରେସର ପୁରସ୍କାରର ବିଜୟନୀ ହୋଇଥିଲେ। ଏହାପରେ ସେ 2017ରେ ଫିଲ୍ମ ‘ଜିନ୍ଦେଗୀ କା ରହସ୍ୟ2’ ରେ ଆସିଥିଲେ। ଏହି ଫିଲ୍ମରେ ତାଙ୍କର ଚରିତ୍ରର ନାମ ପୂଜା ଥିଲା। ଟିନା ଆଜି ପର୍ଯ୍ୟନ୍ତ କିଛି ହାତଗଣତି ଫିଲ୍ମରେ କାମ କରିଛନ୍ତି। କିନ୍ତୁ ଏବେ ମଧ୍ୟ ସେ ବଲିଉଡରେ ସେହି ପଦମର୍ଯ୍ୟାଦା ହାସିଲ କରିପାରି ନାହାନ୍ତି ଯାହାର ସେ ହକଦାର ଅଟନ୍ତି।

ଏମିତିରେ ତ ଗୋବିନ୍ଦାଙ୍କ ଭଳି କମ ସୁପରଷ୍ଟାର ଅଛନ୍ତି ଯିଏ ବଲିଉଡରେ ନାମ କରିପାରିଛନ୍ତି। ଏବେ ଦେଖିବା ଏହା ଯେ ଟିନା ମଧ୍ୟ ନିଜ ବାପାଙ୍କ ଭଳି ନାମ କରିପାରୁଛନ୍ତି କି ନାହିଁ କିମ୍ବା ତାଙ୍କୁ ନିରାଶ ହୋଇ ପ୍ରତ୍ୟାବର୍ତ୍ତନ କରିବାକୁ ପଡିପାରେ। ଜଣେଇଦେବୁ ଯେ ଟିନା ଆହୁଜା କୌଣସି ଅପ୍ସରୀ ଠାରୁ କମ ନୁହନ୍ତି। ତାଙ୍କୁ କେବଳ ଆବଶ୍ୟକ ଅଟେ ଏକ ସୁପରହିଟ ଫିଲ୍ମର ।

ସୁନ୍ଦରତା ମାମଲାରେ ମଧ୍ୟ ଟିନା ବଡ ହିରୋଇନଙ୍କୁ ଟକ୍କର ଦେଇପାରିବେ। ସେ ଲାଇମଲାଇଟରୁ ନିଜକୁ ଦୂରରେ ରଖିବା ପସନ୍ଦ କରନ୍ତି। କମେଡି ଶୋ ‘କମେଡି ନାଇଟସ ୱୀଥ କପିଲ’ ରେ ଟିନା ନିଜର ପରିବାର ସହିତ ଆସିଥିଲେ। ପୁରା ବଲିଉଡ ଟିନାଙ୍କର ସୌନ୍ଦର୍ଜ୍ୟର ପାଗଳ ଅଟେ।

Leave a Reply

Your email address will not be published. Required fields are marked *