June 21, 2024

Odia Express

Here, There and Everywhere

ଏହି ଫୋଟୋ ରେ ଲୁଚିଛି ଏକ କୁକୁର – ଯାହାକୁ ଖୋଜି ପାରିନାହାନ୍ତି କେହି,ବୁଦ୍ଧି ଅଛି ଯଦି ସଠିକ ଉତ୍ତର କୁହନ୍ତୁ…

ଦୁନିଆ ଜ୍ଞାନୀମାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇଛି । ଏଠାରେ ପ୍ରତ୍ୟେକ ନିଜକୁ ଜ୍ଞାନୀ ଏବଂ ବୁଦ୍ଧିମାନ ଭାବୁଛନ୍ତି । ଯଦିଓ ସମସ୍ତଙ୍କ ପାଖରେ ନିଜର ଚେତନା ରହିଛି। ପ୍ରତ୍ୟେକ ବୁଦ୍ଧିମାନ ଅଟନ୍ତି। କିନ୍ତୁ ଏକଥା ମଧ୍ୟ ଏକଦମ ସତ ଯେ ପ୍ରତି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ କରିପାରିବ ନାହିଁ। ସମସ୍ତଙ୍କ ବୁଦ୍ଧି ଏକାଭଳି ଚାଲେ ନାହିଁ । କିଏ କେଉଁ କାର୍ଯ୍ୟରେ ଧୁରନ୍ଧର ତ କିଏ ଆଉ କେଉଁ କାମରେ । ସମସ୍ତେ ଗୋଟିଏ କାମକୁ କରିପାରିବେ ନାହିଁ । ଯଦି  ବି କରିବେ ତେବେ ସମସ୍ତଙ୍କ କରିବା ପ୍ରଣାଳୀ ଭିନ୍ନ ଭିନ୍ନ ହେବ ।

ଅନେକ ଲୋକଙ୍କୁ ଆସିଥାଏ ମୁସ୍କିଲର ସମାଧାନ ଖୋଯିବାରେ ମଜା

ଭଗବାନ ସମସ୍ତଙ୍କୁ ଗୋଟିଏ ଭଳି ମସ୍ତିସ୍କ ଦେଇଛନ୍ତି । କିନ୍ତୁ କିଏ ଏହାର ଅଧିକ ବ୍ୟବହାର କରେ ତ କିଏ ବିଲକୁଲ କରେ ନାହିଁ । ଯେଉଁମାନେ ନିଜର ଭେଜାର ବ୍ୟବହାର ଅଧିକ କରନ୍ତି, ତାଙ୍କର ଭେଜା ମଧ୍ୟ ବହୁତ ଦ୍ରୁତ ଚାଲିଥାଏ । ସେ ବଡ ରୁ ବଡ ବିପଦକୁ କ୍ଷଣକରେ ସମାଧାନ କରିଦେଇଥାନ୍ତି । ତାଙ୍କୁ ମୁସ୍କିଲର ସମାଧାନ ଖୋଜିବାରେ ମଜା ଆସେ। ଅନେକ ଲୋକଙ୍କୁ ପଜଲ ସମାଧାନ କରିବାର ସଉକ ଥାଏ। ସେମାନେ ସକାଳେ ଖବରକାଗଜ ମଧ୍ୟ ଏଥିପାଇଁ ପଢନ୍ତି ଯେ ତାଙ୍କୁ ପଜଲ ସମାଧାନ କରିବାର ଥାଏ ।

ଛୋଟବେଳେ ଆମେ ସମସ୍ତେ ଗୋଲକଧନ୍ଦା ସମାଧାନ କରିଛେ । କିନ୍ତୁ କିଛି ଗୋଲକଧନ୍ଦା ଏଭଳି ମଧ୍ୟ ଅଛି ଯାହା ବଡ ବଡଙ୍କର ମୁଣ୍ଡ ବୁଲେଇ ଦିଏ। ଦେଖିବାକୁ ତ ତାହା ବହୁତ ସହଜ ଲାଗେ, କିନ୍ତୁ ଯେବେ ତାହାର ସାମ୍ନା ହୁଏ ତ ମଗଜରେ ପଶେ ନାହିଁ ଯେ ତାହାର ସମାଧାନ କିପରି କରାଯିବ । ଆଜିକାଲି ଏକ ଏପରି ପ୍ରଶ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ ଜଣେଇଦେବୁ ଯେ ଏପର୍ଯ୍ୟନ୍ତ କେବଳ କିଛି ଲୋକ ହିଁ ସମାଧାନ କରିପାରିଛନ୍ତି। ଅନେକଙ୍କୁ ତ କେବଳ ଦେଖିକି ଝାଳ ବାହାରି ପଡିଛି ।

ଫଟୋରେ ଲୁଚିଛି ଗୋଟିଏ କୁକୁର, ଖୋଜିପାରିବ ତ ଖୋଜ:ପ୍ରକୃତରେ ଏହି ପ୍ରଶ୍ନ କିଛି ଅନ୍ୟ ନୁହେଁ ପରନ୍ତୁ ଏକ ଫଟୋ ଅଟେ । ଏହି ଫଟୋରେ ଏକ କୁକୁର ଲୁଚିଛି, ଯାହାକୁ କେହି ଖୋଜି ପାରିନାହାନ୍ତି। ଅନେକ ଲୋକଙ୍କ ମୁଣ୍ଡରେ କେବଳ ଏହି ଫଟୋକୁ ଦେଖି ଚକ୍କର ଖାଇଯାଇଛି । ବୋଧହୁଏ ଆପଣ ନିଜର ମସ୍ତିସ୍କର ବ୍ୟବହାର କରି ଏହି ଫଟୋରେ ଲୁଚିଠିବା କୁକୁରକୁ ଖୋଜିପରିବେ । ଆପଣ ଚେଷ୍ଟା କରିବେ ତ କୁକୁର ଆପଣଙ୍କୁ ଏହି ଫଟୋରେ ଦେଖାଯିବ। କିନ୍ତୁ ଆପଣଙ୍କୁ ଟିକେ ବୁଦ୍ଧି ଖଟେଇବାକୁ ହେବ । ଶୀଘ୍ର ଚେଷ୍ଟା କରନ୍ତୁ ।

ବରଫାବୃତ ଅଞ୍ଚଳର ଏହି ଫଟୋ, କୁକୁର ଲୁଚିଛି ଏହିଠାରେ: ଛାଡନ୍ତୁ ଯଦି ଆପଣ ନିଜର ବୁଦ୍ଧିର କସରତ କରିବା ପରେ ମଧ୍ୟ ଏହି ଫଟୋରେ ଲୁଚିଠିବା କୁକୁରକୁ ଖୋଜି ପାରିନାହାନ୍ତି ତେବେ କିଛି କଥା ନାହିଁ । ଆମେ ଆପଣଙ୍କୁ ଜଣେଇବୁ ଯେ ଏହି ଜ୍ଫାଟୋରେ କୁକୁର କେଉଁଠାରେ ଲୁଚିଛି । ଆପଣ ଫଟୋରେ ଦେଖି ପାରିବେ ଯେ ଏହା ଏକ ବରଫ ଅଞ୍ଚଳର ସ୍ଥାନ ଅଟେ । ବରଫାବୃତ ଅଞ୍ଚଳରେ କୁକୁର ଜଙ୍ଗଲ ମାନଙ୍କରେ ରହନ୍ତି । ଆପଣଙ୍କୁ ଫଟୋରେ ଏକ ଗଛ ଦେଖାଯାଉଥିବ। କୁକୁର ସେହି ଗଛ ପାଖରେ କାଠ ପଛରେ ବସିଛି। ଯଦି ଆପଣ ଧ୍ୟାନ ପୂର୍ବକ ଦେଖିବେ ତେବେ ଆପଣଙ୍କୁ କୁକୁରର କାନ ଦେଖାଯିବ। କଣ ଚକ୍କର ଖାଇଗଲା ନା ଆପଣଙ୍କ ମୁଣ୍ଡ ।

Leave a Reply

Your email address will not be published. Required fields are marked *