June 19, 2024

Odia Express

News For Public

ମଜାଦାର ଜୋକ୍ସ: ଶଶୁର ଫୋନରେ ଜ୍ଵାଇଁଙ୍କୁ କହିଲେ, ଶଶୁର-ଜ୍ଵାଇଁ ପୁଅ, କାଲି ଆପଣଙ୍କ ଶଳା ପାଇଁ ଝିଅ ଦେଖିବାକୁ ଯାଉଛୁ ତମେ ଆସିବ ,ତାପରେ ଜ୍ୱାଇଁ ଯାହା କହିଲେ ଜାଣିଲେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ

1 min read

ଜୋକ୍ସର ଆନନ୍ଦ ନେବା ପାଇଁ ଆଉ ଥରେ ପୁଣି ରେଡି ହେଇଯାନ୍ତୁ । ପ୍ରତିଥର ଭଳି ଏଇଥର ମଧ୍ୟ ଆମେ ଆପଣ ସମସ୍ତଙ୍କ ନିମନ୍ତେ କିଛି ଖାସ ଓ ମଜାଦାର ଜୋକ୍ସର କଲେକ୍ସନ ନେଇ ଆସିଛୁ। ଏହି ହସକଥା ସବୁ ପଢିବା ପରେ ଆପଣଙ୍କ ହସ ବନ୍ଦ ହେବ ନାହିଁ। ଯାହାକି ଆପଣ ସମସ୍ତେ ଜାଣନ୍ତି ଯେ ଇଣ୍ଟରନେଟରେ ଏମିତିରେ ତ ଅନେକ ଜୋକ୍ସ ପ୍ରଥମରୁ ମହଜୁଦ ଅଛି। ପରନ୍ତୁ ଏହାକୁ ସର୍ଚ୍ଚ କରିବାରେ ବହୁତ ସମୟ ନଷ୍ଟ ହୋଇଥାଏ। ଏମିତିରେ ଆମେ ଏହି ଶତାଧିକ ହାସକଥା ମଧ୍ୟରୁ ହାତ ଗଣତି ଆପଣଙ୍କ ସମ୍ମୁଖକୁ ନେଇଆସିଛୁ। ଏହିଭଳି ଆପଣଙ୍କ ସମୟ ମଧ୍ୟ ବଞ୍ଚିବ ଓ ମନୋରଞ୍ଜନ ମଧ୍ୟ ଫଟାଫଟ ହୋଇଯିବ। ଜୋକ୍ସ ଏକ ପ୍ରକାରରେ କମ ସମୟରେ ଅଧିକ ମନୋରଞ୍ଜ କରିଥାଏ।  ଏହି ମନୋରଞ୍ଜନର ବାକି ସାଧନ ତୁଳନାରେ ଶସ୍ତା ଓ ସହଜରେ ଉପଲବ୍ଧ ହୋଇଥାଏ। ଏହାକୁ ପଢିବା ପରେ ମନ ହାଲୁକା ହୋଇଯାଏ ଏବଂ ମନ ସତେଜ ଅନୁଭବ କରେ। ତେବେ ଆସନ୍ତୁ ବିନା ବିଳମ୍ବରେ ଏହି ଜୋକ୍ସ ସବୁକୁ ପଢିବା ଏବଂ ଆନନ୍ଦ ଉପଭୋଗ କରିବା।

ଜଣେ ଲୋକ ଓକିଲ ହୋଇଗଲା । ତାକୁ ପ୍ରଥମ କେସ ମିଳିଲା । ଅପରାଧୀ- ଚେଷ୍ଟା କରିବେ ଆଜୀବନ ହେବ, ଫାଶୀ ନହେବ । ଓକିଲ- ତୁମେ ଚିନ୍ତା କର ନାହିଁ, ମୁଁ ଅଛି ନା । ବିଚାର ପରେ କୋର୍ଟ ବାହାରେ ପତ୍ରକାର- କଣ ହେଲା? ଓକିଲ- ବହୁତ କଷ୍ଟରେ ଆଜୀବନ କରେଇଲି…. । ଜଜ ତ ମୁକ୍ତ କରିଦେଉଥିଲେ।

ଚାରିଟି ଜିନିଷ ମନୁଷ୍ୟକୁ କେବେ ଖୁସି କରିପାରିବ ନାହିଁ । କାର, ମୋବାଇଲ, ଟିଭି ଏବଂ ପତ୍ନୀ । କାରଣ ଅନେକ ସମୟରେ ଏମାନଙ୍କର ଲାଟେଷ୍ଟ ମଡେଲ ଅନ୍ୟମାନଙ୍କ ପାଖରେ ଥାଏ।

ପୁଅ ପକ୍ଷ- ଆମକୁ ଝିଅ ପସନ୍ଦ ଅଛି । ଝିଅ ପକ୍ଷ- ତେବେ ବିବାହ କେବେ କରିବେ? ପୁଅ ପକ୍ଷ- କିନ୍ତୁ ଆମ ପୁଅ ଏବେ ପାଠ ପଢୁଛି । ଝିଅ ପକ୍ଷ- ତେବେ ଆମ ଝିଅ କଣ ବହି ଚିରି ଦେବ?

ପୋଲିସ ବାଲା ପାର୍କରେ ବସିଥିବା ଏକ ଯୋଡିଙ୍କୁ ଦେଖୁଥିଲା। ପୋଲିସ- କଣ ଭାଇ ରାତି ହେବାକୁ ଆସିଲାଣି ପାର୍କରେ ଏପରି କାହିଁକି ବସିଛ? ପୁଅ – ଆମେ ବିବାହିତ ଅଟୁ । ପୋଲିସ ବାଲା- ତେବେ ଘରକୁ କାହିଁକି ଯାଉନ, ଘରକୁ ଯାଇ ବସ କି ଶୁଅ ଆମର କଣ ଅଛି? ପୁଅ- ହଁ ଆଜ୍ଞା ଆପଣ ଏଠି ମାନୁନାହାନ୍ତି ସେଠାରେ ଏହାର ସ୍ଵାମୀ ଓ ମୋ ସ୍ତ୍ରୀ କିପରି ମାନିବ । ପୋଲିସ ବାଲା ବେହୋଶ …

ମାଡାମ କ୍ଷୀରବାଲାକୁ… ପୁଅ ପଇଁତିରିଶ ବର୍ଷ ହେବାକୁ ଆସିଲାଣି, ଏବେ ତ ବିବାହ କରିନେ! ରାଜୁ….ନାହିଁ …. ନାହିଁ…. । ମାଡାମ – କାହିଁକି କଣ ହେଲା? କ୍ଷୀରବାଲା….. ମୁଁ ପ୍ରତିଦିନ ସକାଳେ ପାଞ୍ଚଟା ବେଳେ ଉଠି ଘର ମାନଙ୍କୁ କ୍ଷୀର ଦେବାକୁ ଯାଉଛି , ସେହି ସମୟରେ ଏହି ସ୍ତ୍ରୀ ଲୋକଙ୍କ ପ୍ରକୃତ ଚେହେରା ଦେଖି ମୋର ତ ବାହା ହେବାର ସାହସ ହିଁ ହେଉନାହିଁ ।

ମୋଦୀ ଗର୍ଭବତୀ ମହିଳା ମାନଙ୍କୁ 6000ଟଙ୍କାର ସହାୟତା ଦେବାର ଘୋଷଣା କରିଛନ୍ତି। ଏଠାରେ ଗ୍ରାମରେ… । ଶାଳି- ଭାଇନା ଆମେ ଜୋତା ଲୁଚେଇ ଦେଇଛୁ । ଭିଣୋଇ- ଜୋତା ଫେରେଇ ତ ଦିଅ ଏବେ । ଶାଳି- ନାହିଁ ମୁଁ ତ ଦୁଇ ହଜାର ନେବି । ଭିଣୋଇଙ୍କ ସାଙ୍ଗ- ଦୁଇ ହଜାର ନେଇ କଣ କରିବା, କହିବୁ ତ ସରକାରଙ୍କ ଠାରୁ 6000 ଦିଏଇଦେବି ।

ମଦୁଆ ମରିବାକୁ ଯାଉଥିଲା କି ସେତେବେଳେ ତାର ଆଗରେ ଭଗବାନ ଶିବ ପ୍ରକଟ ହେଲେ… । ଶିବ- ତୁମର କୌଣସି ଅନ୍ତିମ ଇଚ୍ଛା କୁହ । ମଦୁଆ- ପ୍ରଭୁ, ଆସନ୍ତା ଜନ୍ମରେ ପଛକେ ମୋତେ ଦାନ୍ତ ଗୋଟିଏ ଦେବ କିନ୍ତୁ ଲିଭର ପୁରା 32ଟା ଦେବେ ।

ପୁଅ- ତୁମ ନମ୍ବର ଦିଅ! ଝିଅ- ଚପଲ ର ନମ୍ବର ଦେବି? ପୁଅ- ବାଇଆଣୀ, ଏବେ ପର୍ଯ୍ୟନ୍ତ ଆମେ ସମ୍ପର୍କ ଗଢିନୁ ଆଉ ତୋର ଉପହାର ଦରକାର!

ବଣ୍ଟି- ସବୁଠାରୁ ବଡ ଆହ୍ଵାନ କଣ ଅଟେ? ସଣ୍ଟି- ପରୀକ୍ଷାରେ ଉତ୍ତରପତ୍ର ଖାଲି ଛାଡିକି ଶେଷରେ ଲେଖିବା “ଦମ ଅଛି ତ ପାସ କରି ଦେଖାଅ”

ଜଣେ ଲୋକ ନିଜର ପଡୋଶୀଙ୍କ ପାଖକୁ ଖଟିଆ ଆଣିବାକୁ ଗଲା । ଲୋକ- ଭାଇ ଆପଣଙ୍କ ପାଖରେ ଏକ ବଳକା ଖଟିଆ ଅଛି? କଣ ହେଇଛି କି ଆମର ଘରକୁ କିଛି ଅତିଥି ଆସିଛନ୍ତି। ପଡୋଶୀ- ଆମ ପାଖରେ କେବଳ ଦୁଇଟି ଖଟିଆ ଅଛି… । ଗୋଟିଏ ଖଟିଆରେ ମୁଁ ଏବଂ ମୋ ବାପା ଶୁଅନ୍ତି। ଆଉ ଗୋଟିକରେ ମୋ ସ୍ତ୍ରୀ ଏବଂ ମୋ ମା ଶୁଅନ୍ତି । ପଡୋଶୀ- ଭାଇ ଦେବାର ନାହିଁ ଯଦି ନଦିଅ କିନ୍ତୁ ଢଂଗରେ ଶୋଇବା ତ ଶିଖ ।

ଶିକ୍ଷକ- ଯିଏ ମୋର ପ୍ରଶ୍ନର ସଠିକ ଉତ୍ତର ଦେବ ସେ ଘରକୁ ଯାଇପାରିବ। ସେହି ସମୟରେ ପପ୍ପୁ ନିଜର ବ୍ୟାଗ ବାହାରକୁ ଫିଙ୍ଗି ଦେଲା। ଶିକ୍ଷକ- ସେହି ବ୍ୟାଗ କିଏ ଫିଙ୍ଗିଲା? ପପ୍ପୁ- ମୁଁ… ଏବେ ମୁଁ ଘରକୁ ଯିବି???

ଗାର୍ଲଫ୍ରେଣ୍ଡ- ଏବେ ଆମେ ବହୁତ ଅଧିକ ବଦମାଶ ହେଇଯାଇଛେ, ଏବେ ଆମକୁ ବିବାହ କରିବା ଉଚିତ । ବୟଫ୍ରେଣ୍ଡ- କିନ୍ତୁ ଏହା ତ କୁହ ଏତେ ବଦମାଶୀ ପରେ ଆମକୁ ବିବାହ କରିବ କିଏ?

ଶଶୁର ଫୋନରେ ଜ୍ଵାଇଁଙ୍କୁ କହିଲେ … ଶଶୁର- ଜ୍ଵାଇଁ ବାବୁ, କାଲି ଆପଣଙ୍କ ଶଳା ନିମନ୍ତେ ଝିଅ ଘରକୁ ଦେଖିବାକୁ ଯାଉଛୁ। ସମ୍ଭବ ହେଲେ ଆପଣ ମଧ୍ୟ ସାଥିରେ ଆସନ୍ତୁ । ଜ୍ଵାଇଁ- ଆପଣମାନେ ହିଁ ଦେଖି ଯାଆନ୍ତୁ । ମୋର ତ ନିଜର ନିଷ୍ପତ୍ତି ଭୁଲ ହେଇସାରିଛି ।

Leave a Reply

Your email address will not be published. Required fields are marked *