December 4, 2023

Odia Express

News For Public

ମଜାଦାର ଜୋକ୍ସ: ସଞ୍ଜନା ତୃତୀୟ ଥର ଡ୍ରାଇଭିଙ୍ଗ ଇଣ୍ଟରଭିୟୁ ଦେବାକୁ ପହଞ୍ଚିଲା, ଅଫିସର ପଚାରିଲେ ଯଦି ଗୋଟିଏ ତରଫରେ ଆପଣଙ୍କ ସ୍ଵାମୀ ଥିବେ ଏବଂ ଅନ୍ୟ ପାଖେ ତମ ଭାଇ ଥିବେ ତେବେ ତମେ କାହାକୁ ମାରିବ…

1 min read

କୁହାନ୍ତ ଯେ ହୁଏତ କୌଣସି ବ୍ୟାୟମ ନାକରେ କିନ୍ତୁ ଯଦି ସାରା ଦିନରେ କିଛି ସମୟ ବାହାର କରି ହସିବ ତେବେ ପୁରା ଦିନର ବ୍ୟାୟମ ଏକ ମୂହୁର୍ତ୍ତରେ ହୋଇଯାଏ କାରଣ ହସିବା ଦ୍ଵାରା ଆମର ଶରୀରରେ ବହୁତ ଗ୍ରନ୍ଥି ଭଲ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତି ଯାହାଦ୍ଵାରା ବହୁତ ଗୁଡିଏ ରୋଗରୁ ରକ୍ଷା ମିଳିଯାଏ ଏବଂ ଜୀବନରେ ଷ୍ଟ୍ରେସକୁ କମ କରିବାରେ ମଧ୍ୟ ବହୁତ ସହାୟତା ମିଳିଥାଏ। ଏହି ଧାଁଦଉଡ ଭରା ଜୀବନରେ କାହା ପାଖରେ ହସିବାର ସମୟ ହିଁ ନାହିଁ କିନ୍ତୁ ଆପଣଙ୍କ ବ୍ୟସ୍ତ ସମୟ ମଧ୍ୟରୁ 2ମିନିଟ ଚୋରେଇକି ଏବଂ ଆପଣଙ୍କୁ ହସେଇବାକୁ ଆମେ ନେଇ ଆସିଛୁ ଆମର ଏହି ହସ ଏବଂ ମଜାଦାର ଜୋକ ଥିବା ପୋଷ୍ଟ ଯାହାକୁ ପଢି ଆପଣଙ୍କୁ ହସ ନିଶ୍ଚିତ ଆସିବ ।

1 – ବସ(ଇଣ୍ଟରଭିୟୁରେ) –RiskTakingCapacity ଆପଣଙ୍କର କେତେ ଅଛି? ଶୋନୁ- ସାର ଭଗବାନଙ୍କୁ ଆଗାମୀ ଜନ୍ମରେ ମଧ୍ୟ ଏହି ଜନ୍ମର ପତ୍ନୀ ମାଗିଛି । ବସ- (ଲୁହ ପୋଛିକି) – ଭାଇ ଆଜି ପର୍ଯ୍ୟନ୍ତ ତୁ କେଉଁଠି ଥିଲୁ? ତୋ ଚାକିରି ପକ୍କା।

2 – ଶିକ୍ଷକ- ପୁଅ ଯଦି ସଚ୍ଚା ହୃଦୟରେ ପ୍ରାର୍ଥନା କରାଯାଏ ତେବେ ତାହା ନିଶ୍ଚିତ ସଫଳ ହୋଇଥାଏ । ପପ୍ପୁ- ଥାଉ ସାର, ଯଦି ଏପରି ହେଉଥାନ୍ତା ତେବେ ଆପଣ ମୋର ସାର ନୁହେଁ ଶଶୁର ହୋଇଥାନ୍ତେ ।

3 – ଜଜ- ଘରେ ମାଲିକ ଥିବା ସତ୍ବେ ତୁ ଚୋରୀ କିପରି କଲୁ? ଚୋର- ସାହେବ ଆପଣଙ୍କର ଚାକିରି ମଧ୍ୟ ଭଲ ଅଟେ, ଦରମା ମଧ୍ୟ ଭଲ ଅଟେ, ତାହେଲେ ଆପଣ ଏସବୁ ଶିଖି କଣ କରିବେ?

4 – କେବଳ ଏତିକି ମୁଁ କହିଥିଲି ଯେ, ତୋ ପ୍ରେମରେ ଅନେକ ବର୍ଷରୁ ତୃଷାର୍ତ୍ତ ଅଛି ପ୍ରିୟେ ଏବଂ ସେ ପାଣିର ପାଇପ ମୁହଁରେ ପୁରେଇ ମୋଟର ଚଳେଇ ଦେଲା ।

5 – ସଞ୍ଜୁ- ବାପା ମୋର ଗୋଟେ ଝିଅ ପସନ୍ଦ ଅଛି, ମୁଁ ତା ସହିତ ବିବାହ କରିବାକୁ ଚାହୁଁଛି । ବାପା- କଣ ସେ ବି ତୋତେ ପସନ୍ଦ କରୁଛି?ସଞ୍ଜୁ- ହଁ ଆଜ୍ଞା । ବାପା- ଯେଉଁ ଝିଅର ପସନ୍ଦ ଏପରି ହେଇଥିବ ମୁଁ ତାକୁ ମୋର ବୋହୁ କରିପାରିବି ନାହିଁ ।

6- ଜେଲରେ ପୋଲିସ1- ଆବେ ହେଇ ଦେଖେ ଆଶାରାମକୁ ମୁର୍ଗୀର ଦୌରା ପଡିଲାଣି । ପୋଲିସ2- ଆବେ ଦୌରା ନୁହେଁ ବେ, ନାଚୁଛି ସେ, ଆଚ୍ଛେ ଦିନ ଆନେ ୱାଲା ହେ, ରାଧେ ମାଆ ଆନେୱାଲି ହେ ।

7 – ପ୍ରଥମ ସାଙ୍ଗ- oyee ଶୁଣ ସେକଣ୍ଡ ୟିଅରର ରେଜଲ୍ଟ ଆସିଗଲା କି? ଦ୍ଵିତୀୟ ସାଙ୍ଗ- ହଁ ଆସିଯାଇଛି ଏବଂ ଭଦ୍ରାମିସହିତ କଥା ହୁଅ । ପ୍ରଥମ ସାଙ୍ଗ- କାହିଁକି? ଦ୍ଵିତୀୟ ସାଙ୍ଗ- କାରଣ ଏବେ ମୁଁ ତୋର senior ଅଟେ ।

8 – ଦୁଃଖ ତ ବହୁତ ହୁଏ, ସେହି ବନ୍ଧୁଙ୍କୁ ପ୍ରତିଦିନ ସକାଳେ କ୍ଷୀର ପାକେଟ ଆଣୁଥିବା ଦେଖି… । ଯାହାର ବାହାଘରରେ ଆମେ “ଅଜିମୋ ଶାନ ଶେହେନଶାହ” ଗୀତରେ ନାଚିଥିଲୁ ।

9 – ସଞ୍ଜୁ ନିଜର ଗାର୍ଲଫ୍ରେଣ୍ଡଙ୍କ ବାପାଙ୍କୁ ସାକ୍ଷାତ କରିବାକୁ ଗଲା । ଝିଅର ବାପା – ମୁଁ ଚାହୁଁନାହିଁ ଯେ ମୋର ଝିଅ ନିଜର ସାରା ଜୀବନ ଜଣେ ମୂର୍ଖ ଲୋକ ସହିତ ବିତାଉ। ସଞ୍ଜୁ- ଥାଉ ଅଙ୍କଲ, ଏଥିପାଇଁ ତ ମୁଁ ତାକୁ ଏଠାରୁ ନେଇଯିବାକୁ ଆସିଛି । ଦେ ଜୋତା… ଦେ ଚପଲ…. ।

10 – ମଣ୍ଟୁ- ତୁମ ଆଖି କାହିଁକି ଫୁଲି ଯାଇଛି? ବଣ୍ଟୁ- କାଲି ମୁଁ ନିଜର ପତ୍ନୀର ଜନ୍ମଦିନରେ କେକେ ନେଇ ଯାଇଥିଲି । ମଣ୍ଟୁ- କିନ୍ତୁ ଏହାର ଆଖି ଫୁଲିବା ସହିତ ସମ୍ବନ୍ଧ କଣ? ବଣ୍ଟୁ- ମୋର ପତ୍ନୀଙ୍କ ନାମ ତପସ୍ୟା ଅଟେ କିନ୍ତୁ cakeବାଲା ମୂର୍ଖ ଦୋକାନୀ ଲେଖିଦେଇଥିଲା “HappyBirthDay ସମସ୍ୟା” ।

11 – ଏକ ପୁରସ୍କାର ଗ୍ରାମର ସେହି ବୟୋଜେଷ୍ଠ ମାନଙ୍କୁ ମଧ୍ୟ ମିଳିବା ଉଚିତ , … … ଯିଏ ଓଢଣି ଦେଇଥିବା ମହିଳାଙ୍କୁ ମଧ୍ୟ ଦେଖି କହିଦେଉଥିଲେ ସେ ଅମକର ବୋହୁ ଅଟେ ।

12 – ଦୋକାନୀ- ମୁଁ ଆପଣଙ୍କୁ ଦୋକାନର ଗୋଟେ ଗୋଟେ ସବୁ ଚପଲ ଦେଖେଇଲି, ଏବେ ତ ଗୋଟିଏ ବି ବାକି ନାହିଁ । ମହିଳା- ସେହି ଆଗରେ ଥିବା ଡବାରେ କଣ ଅଛି? ଦୋକାନୀ- ଭଉଣୀ, ଦୟା କର ଟିକେ , ସେଥିରେ ମୋର lunch ଅଛି ।

13 – ସଞ୍ଜନା ତୃତୀୟ ଥର ଡ୍ରାଇଭିଙ୍ଗ ଲାଇସେନ୍ସର ଇଣ୍ଟରଭିୟୁ ଦେବାକୁ ପହଞ୍ଚିଲା । ଅଫିସର- ଯଦି ଗୋଟିଏ ପଟରେ ଆପଣଙ୍କ ସ୍ଵାମୀ ଥିବେ ଏବଂ ଅନ୍ୟ ପଟରେ ଆପଣଙ୍କ ଭାଇ ଥିବେ ତେବେ ଆପଣ କାହାକୁ ମାରିବେ? ସଞ୍ଜନା- ସ୍ଵାମୀ । ଆରେ ମାଡାମ! ଆପଣଙ୍କୁ ତୃତୀୟ ଥର ଜଣେଇ ଦେଉଛି ଯେ ଆପଣ ବ୍ରେକ ମାରିବେ ।

ଦୋକାନୀ – କି ପ୍ରକାର ସୁଟ ଦେଖେଇବି? ମହିଳା- ପଡୋଶିନୀ ଛାଟିପିଟି ହେଇ ମରିଯିବ ଏହିଭଳି ଦେଖାଅ ।

Leave a Reply

Your email address will not be published. Required fields are marked *