March 3, 2024

Odia Express

News For Public

ମହାଭାରତ ଶେଷ ହେବା ପରେ କିପରି ହୋଇଥିଲା ବିଦାୟ ପର୍ବ, ଭିଡିଓ ଦେଖନ୍ତୁ ଆପଣଙ୍କ ଆଖିରୁ ଲୁହ ଖସି ପଡିବ…

ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣ ଏବଂ ମହାଭାରତ ଆମର ବାଲ୍ୟକାଳର ସମୟରେ ଆମର ସବୁଠାରୁ ପ୍ରିୟ ଟିଭି ସିରିୟାଲ ଥିଲା। ଏହା ଏପରି ସିରିୟାଲ ଥିଲେ ଯାହା ସାରା ଦେଶରେ ଲୋକପ୍ରିୟତର ଚରମ ସୀମାରେ ଥିଲେ । ଲୋକପ୍ରିୟତ ମଧ୍ୟ ଏପରି ଥିଲା ଯେ ଟିଭି ଚାନେଲରେ ପ୍ରସାରିତ ଆଜି ପର୍ଯ୍ୟନ୍ତକୌଣସି ଅନ୍ୟ ସିରିୟାଲ ଏତେ ଲୋକପ୍ରିୟ ହୋଇପାରିନାହିଁ । ଆପଣଙ୍କୁ ଜଣେଇଦେବୁ ଯେ ଟିଭିର ସବୁଠାରୁ ପ୍ରସିଦ୍ଧ ସିରିୟାଲ ମହାଭାରତର ପ୍ରଯୋଜକ ବିଆର ଚୋପ୍ରା ଦ୍ଵାରା ଏବଂ ନିର୍ଦେଶକ ତାଙ୍କର ପୁତ୍ର ରବି ଚୋପ୍ରା ଥିଲେ । ଏହା ମହାଭାରତ ନାମକ ଏକ ଭାରତୀୟ ପୌରାଣିକ କାବ୍ୟ ଉପରେ ଆଧାରିତ ଥିଲା ଏବଂ ଦୁନିଆରେ ସବୁଠାରୁ ଅଧିକ ଦେଖାଯାଇଥିବା ଧାରାବାହିକଙ୍କ ମଧ୍ୟରେ ଗୋଟିଏ ଥିଲା। କିନ୍ତୁ ଏବେ ମହାଭାରତ ଶେଷ ହେବା ପରେ କଳାକାରଙ୍କର ବିଦାୟ ପର୍ବର ଏକ ଭିଡିଓ ଆଗକୁ ଆସିଛି ଯାହା ପନକୁ ନିଶ୍ଚିତ ଭାବରେ କନ୍ଦେଇ ଦେବ ।

ମହାଭାରତ ପରେ କଣ କରୁଛନ୍ତି ଏହାର କଳାକାର ଗଣ? ଆଜିଠାରୁ 25ବର୍ଷ ପୂର୍ବେ ଯେବେ କୌରବ, ପାଣ୍ଡବଙ୍କର ଗାଥା ଉପରେ ଆଧାରିତ ମହାଭାରତ ସିରିୟାଲ ଆରମ୍ଭ ହୋଇଥିଲା ତ ବୋଧହୁଏ ଏହାର ନିର୍ଦେଶକ ବିଆର ଚୋପ୍ରାଙ୍କୁ ମଧ୍ୟ ଏକଥାର ଅନୁମାନ ନଥିଲା ଯେ ଏହି ସିରିୟାଲ ଟିଭିର ସବୁଠାରୁ ପ୍ରସିଦ୍ଧ ସିରିୟାଲ ହେବ ଏବଂ ଇତିହାସ ରଚିବ। ମହାଭାରତ ପୂର୍ବରୁ ରାମାନନ୍ଦ ସାଗର ନିର୍ମିତ ରାମାୟଣ ମଧ୍ୟ ଦୂରଦର୍ଶନରେ ସବୁଠାରେ ଅଧିକ ଦେଖାଯାଇଥିବା ସିରିୟାଲ ଥିଲା। ଏମିତିରେ ମହାଭାରତର ସେତିକି ଲୋକପ୍ରିୟ ହେବା ନିଜ ମଧ୍ୟରେ ବହୁତ ମହତ୍ଵପୂର୍ଣ୍ଣ ଅଟେ ।

ଅନେକ ବିଶେଷଜ୍ଞଙ୍କର କହିବା ଅଟେ ଯେ ଏତେ ସଫଳତା ଟିଭି ସିରିୟାଲ ଇତିହାସରେ କେବେ ଘଟିନାହିଁ । ଅବସ୍ଥା ଏହା ଥିଲା ଯେ ଏହାର କଳାକାର ଭାରତର ପ୍ରତି ଘରର ଅଂଶ ହୋଇଯାଇଥିଲେ । ପ୍ରତି ରବିବାରକୁ ପ୍ରସାରିତ ହେଉଥିବା ଏହି ଧାରାବାହିକରେ ଦେଖା ଦେଉଥିବା ଘଟଣାର ବର୍ଣ୍ଣନ ଲୋକଙ୍କର ଚର୍ଚ୍ଚାର ବିଷୟ ଥିଲା । ଆପଣଙ୍କୁ ଜଣେଇଦେବୁ ଯେ ମହାଭାରତର ପ୍ରସାରଣ ଆଜିଠାରୁ 25ବର୍ଷପୂର୍ବେ ଦୂରଦର୍ଶନରେ ଆରମ୍ଭ କରଯାଇଥିଲା। ମହାଭାରତ ରାମାୟଣ ପରେ ଭାରତୀୟ ଟେଲିଭିଜନ ଇତିହାସରେ ସବୁଠାରୁ ଅଧିକ ଲୋକପ୍ରିୟ ସିରିୟାଲ ହେଲା। ଏହି ଦୁଇ ସିରିୟାଲରେ କାମ କରିଥିବା କଳାକାର ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଗଲେ ।

ମହାଭାରତ ଶେଷ ହେବା ପରେ କଳାକାର ମାନଙ୍କର ବିଦାୟୀ – କିନ୍ତୁ କଣ ଆପଣ ଜାଣନ୍ତି ଯେ ମହାଭାରତ ଶେଷ ହେବାପରେ ଏହି କଳାକାରଙ୍କର ଜୀବନ କିପରି ହେଲା। ଆଜି ଆମ ହାତକୁ ମହାଭାରତ ଶେଷ ହେବା ପରର କଳାକାର ମାନଙ୍କର ବିଦାୟୀର ଏକ ଭିଡିଓ ଆସିଛି ଯାହା ନିଶ୍ଚିତ ଆପଣଙ୍କୁ ଭାବୁକ କରିଦେବ। ବୋଧହୁଏ ଆପଣଙ୍କର ମନେଥିବ ଯେ ମହାଭାରତ ଟେଲିଭିଜନର ସେହି ପ୍ରସିଦ୍ଧ ଧାରାବାହିକଙ୍କ ମଧ୍ୟରେ ଥିଲା ଯେଉଁଥିପାଇଁ ଲୋକମାନେ ନିଜର ସମସ୍ତ କାମ ଛାଡି ଦେଉଥିଲେ। ଭାରତୀୟ ଟେଲିଭିଜନ ରେ ଏହାପରେ ବହୁତ ସିରିୟାଲ ଆସିଛି କିନ୍ତୁ କେହି ମଧ୍ୟ ଏତେ ଲୋକପ୍ରିୟ ହୋଇପାରି ନାହାନ୍ତି । କିନ୍ତୁ , ଆଜି ଆମେ କଥା ହେଉଛୁ ବିଆର ଚୋପ୍ରାଙ୍କର ପ୍ରସିଦ୍ଧ ସିରିୟାଲ ମହାଭାରତର ହହର ଚରିତ୍ର ମାନେ ଘରେଘରେ ପ୍ରସିଦ୍ଧ ହୋଇଯାଇଥିଲେ ।

ଆଜି ସେହି ମହାଭାରତ ସିରିୟାଲର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଆଗକୁ ଆସିଛି। ଏହି ଭିଡିଓ ମହାଭାରତ ଶେଷ ହେବାପରେ କଳାକାରଙ୍କର ବିଦାୟୀର ଅଟେ। ଏହା ସେହି ସମୟର ସୁଟ କରଯାଇଥିଲା ଯେବେ ମହାଭାରତର ଶେଷ ଦୃଶ୍ୟ ସରିଯାଇଥିଲା। ଏହାପରେ ସମସ୍ତ କଳାକାର ଏବଂ କ୍ରୁ ମେମ୍ବର୍ସ ପରସ୍ପର ଠାରୁ ବିଦା ହେଉଥିଲେ । ଏକଥା ତ ଆମେ ସମସ୍ତେ ମାନୁଛେ ଯେ ଏକସାଥିରେ ଗୋଟିଏ ସ୍ଥାନରେ କାମ କରିବା ଦ୍ଵାରା ଲୋକଙ୍କ ମଧ୍ୟରେ ସମ୍ପର୍କ ହୋଇଯାଏ। ଏମିତିରେ ମହାଭାରତ ଶେଷ ହେବାପରେ କଳାକାରଙ୍କର ବିଦାୟୀ ହେଲା ତ ସେମାନେ ମଧ୍ୟ ଭାବୁକ ହୋଇଗଲେ ।ତେବେ ଆପଣାକୁ ଏହି ଲେଖାଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *