December 6, 2023

Odia Express

News For Public

ବାଛନ୍ତୁ ଗୋଟିଏ ଫୁଲ ଏବଂ ଗୋଟିଏ ପ୍ରଜାପତି – ନିଜ ପସନ୍ଦ ରୁ ନିଜର ଭବିଷ୍ୟତ ବିଷୟରେ ରୋଚକ କଥା ଜାଣିରଖନ୍ତୁ – ପ୍ରଥମେ କମେନ୍ଟ କରନ୍ତୁ ଓ ଦେଖନ୍ତୁ …

ବନ୍ଧୁଗଣ ଯଦି ପ୍ରକୃତିର ସୁନ୍ଦର ରଚନା ବିଷୟରେ କଥା ହେବା ତେବେ ଏଥିରେ ଫୁଲର ନାମ ପ୍ରମୁଖ ଭାବରେ ନିଆ ଯାଇଥାଏ। ଏହି ରଙ୍ଗ ବେରଙ୍ଗର ଫୁଲ ଗୁଡିକ ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିଦେବାର କାମ କରିଥାନ୍ତି ଏବଂ ଆମର ମନକୁ ମଧ୍ୟ ଶାନ୍ତି ପ୍ରଦାନ କରିଥାନ୍ତି। ହେଲେ କଣ ଆପଣ ଜାଣିଛନ୍ତି ଯେ ଏହି ଫୁଲ ଗୁଡିକ ଆପଣଙ୍କର ଆଗାମୀ ଭବିଷ୍ୟତ ବିଷୟରେ କହିଥାନ୍ତି ତେବେ ବନ୍ଧୁଗଣ ଆମେ ଆଜି ସେହିଭଳି କିଛି ଖାସ ରୋମାଣ୍ଟିକ କଥା କହିବାକୁ ଯାଉଛୁ। ହିନ୍ଦୁ ଧର୍ମରେ ବିନା ଫୁଲରେ ନା କୌଣସି ପୂଜା ସମ୍ପୂର୍ଣ୍ଣ ହୋଇଥାଏ ନା କୌଣସି ଶୁଭ କାର୍ଯ୍ୟ ହୋଇଥାଏ। ତେବେ ଆପଣ ଭାବୁଥିବେ ଏହି ଭୁଲ କେମିତି ଭାବରେ ଆପଣ ଙ୍କର ଆଗାମୀ ଭବିଷ୍ୟତ ବିଷୟରେ କହିବେ ତେବେ ଚାଲନ୍ତୁ ଜାଣିବା।

ଆମେ ସମସ୍ତେ ଜାଣୁ ଯେ ଫୁଲ ଏବଂ ପ୍ରଜାପତି ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ଯେମିତି ଏକ ପ୍ରଜାପତି ନିର୍ଦ୍ଧାରିତ କରିଥାଏ ଯେ ସେ କେଉଁ ଫୁଲ ରେ ବସିବ ଠିକ ସେହି ପରି ଭାବରେ ଆମର ସୌଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ଯେ ସେ କେଉଁ ବ୍ୟକ୍ତି କୁ ପ୍ରଥମେ ପସନ୍ଦ କରିବ। ଆପଣଂକୁ ଦୁଇଟି ଫୁଲ ଏବଂ ଦୁଇଟି ପ୍ରଜାପତି ଦେଖାଯାଉଛି ତେବେ ଆପଣଂକୁ ଏଥି ମଧ୍ୟରୁ ଗୋଟିଏ ଫୁଲ ଏବଂ ଗୋଟିଏ ପ୍ରଜାପତି ବାଛନ୍ତ୍ଜ ତେବେ ଏହା ଦ୍ଵାରା ଆମେ ଆପଣଂକୁ କିଛି ଖାସ କଥା କହିବୁ ଏବଂ ଆପଣ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରି ଜଣାଇବେ ଯେ ଆପଣ କେଉଁ ଫୁଲ ଏବଂ କେଉଁ ପ୍ରଜାପତି ବାଛିଥିଲେ।

ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ଏହା କହୁଛି ଯେ ଯେତେବି କୋଠର ଦେଖାଗଲେ ମଧ୍ୟ ଆପଣ ଙ୍କର ହୃଦୟ ବହୁତ କୋମଳ ଅଟେ ଏବଂ ସବୁବେଳେ ଅନ୍ୟର ଭଲ କଥା ଚିନ୍ତା କରିଥାନ୍ତି। ଯାହାବି ସହିତ ଆପଣ ମିଶନ୍ତି ତାର ଧ୍ୟାନ ରଖନ୍ତି ହେଲେ ଅସୁବିଧା ସେତେବେଳେ ଆସିଥାଏ ଯେତେବେଳେ ଅଧିକାଂଶ ଲୋକ ଏହି ଭଲ ଗୁଣ କୁ ନେଇ ଫାଇଦା ଉଠାଇ ଥାଆନ୍ତି।

ଯଦି ଆପଣ ଦ୍ଵିତୀୟ ଫୁଲ ବାଛିଛନ୍ତି ତେବେ ଏହି ଫୁଲ ଦର୍ଶାଏ ଯେ ଆପଣ ନିଜର ଆଦର୍ଶ ଦ୍ୱାରା ଅନ୍ୟ ମାନଙ୍କ ପ୍ରେରିତ କରି ପାରନ୍ତି। ଆପଣ ଙ୍କର କଳ୍ପନା ଶକ୍ତି ଏବଂ ଭିତର ଉର୍ଜା କମାଲ ଅଟେ। ଏହା ଆପଣଂକୁ ଲୋକମାନଙ୍କ ସହିତ ଯୋଡି ରଖିଥାଏ। ଯେଉଁ ବି ଜାଗା ହେଉ ଆପଣ ସେଠି ନରହିବା ଦ୍ୱାରା ଫିକା ଫିକା ଲାଗିଥାଏ।

ଯଦି ଆପଣ ପ୍ରଥମ ଫୁଲ ସହିତ ପ୍ରଥମ ପ୍ରଜାପତି ବାଛିଛନ୍ତି ତେବେ ଏହା ଦର୍ଶାଏ ଯେ ଆପଣ ଙ୍କର ଆଗାମୀ ସମୟ ବହୁତ ଖାସ ଏବଂ ଭଲ ରହିବ। ଆପଣ ଙ୍କର ନିରାଶା ଭାବନା ଏବେ ଶେଷ ହେବାକୁ ଯାଉଛି। ନିଜର ବନ୍ଧୁ ଏବଂ ପରିବାର ଲୋକଙ୍କ ସହାୟତା ମିଳିବ।

ଯଦି ଆପଣ ଦ୍ଵିତୀୟ ଫୁଲ ସହ ଦ୍ଵିତୀୟ ପ୍ରଜାପତି ବାଛିଛନ୍ତି ତେବେ ଏହା ଦର୍ଶାଏ ଯେ ଆପଣ ଆଗାମୀ ସମୟରେ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେହି କାର୍ଯ୍ୟ ରେ ଆପଣ ଙ୍କର ସଫଳତା ପ୍ରାପ୍ତି ହେବ। ଏହା ଧ୍ୟାନ ରଖନ୍ତୁ ଯେ ଯଦି ଆପଣ ନିଜ ଜୀବନରେ ଭଲ କରିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଉପରେ ଆଖି ବୁଝି ବିଶ୍ୱାସ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *