February 26, 2024

Odia Express

News For Public

ଗୋଟିଏ ପଥର ବଦଳେଇ ଦେଲା ଏହି କେଉଟ ର ଭାଗ୍ୟ, ଆଖି ପିଛୁଳାକେ ବନିଗଲା କୋଟିପତି ମାଲିକ – ଦେଖନ୍ତୁ ତାଙ୍କୁ କଣ ମିଳିଲା ସମୁଦ୍ର ରୁ….

ଭାଗ୍ୟ ବହୁତ ଅଦ୍ଭୁତ ଜିନିଷ ଅଟେ । ଯେବେ ବଦଳି ଯାଏ ତ ଭିକାରି ମଧ୍ୟ ରାଜା ହେଇଯାଏ ଏବଂ ରାଜାକୁ ମଧ୍ୟ ଭିକାରି ବନେଇଦିଏ । ସବୁ ଖେଳ ଭାଗ୍ୟର ହିଁ ଅଟେ ଏବଂ ଏହି ଭାଗ୍ୟକୁ ଜାଣିବା ନିମନ୍ତେ ଅନେକ ଜ୍ୟୋତିଷଙ୍କର ଦୋକାନ ଚାଲୁଅଛି କିନ୍ତ ସାଧାରଣ ଜନତା ଏହା ଜାଣନ୍ତି ନାହିଁ ଯେ ଭାଗ୍ୟ ସବୁବେଳେ ଆପେଆପେ ବଦଳି ଥାଏ । ଅନ୍ୟ କାହାକୁ ଖୁସି କରିବାରେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥା। ତଥାପି ସେମାନେ ଜ୍ୟୋତିଷଙ୍କ କଥା ଅନୁସାରେ ନଜାଣେ କେତେ ଟଙ୍କା ବରବାଦ କରିଦିଅନ୍ତି। କିନ୍ତୁ ଯେବେ ଭାଗ୍ୟ ବଦଳିଥାଏ ତ ଆପଣ କିଛି ମଧ୍ୟ ନକଲେ ମଧ୍ୟ ତାହା ବଦଳି ଥାଏ। କିଛି ଏପରି ହୋଇଛି ଏକ ଧୀବରଙ୍କ ସହିତ । ଯେବେ ତାଙ୍କର ଭାଗ୍ୟ ତାଙ୍କର ଘରେ ନିଆଁ ଲାଗିବା ଦ୍ଵାରା ବଦଳି ଗଲା ଏବଂ ତାଙ୍କ ପାଖରେ ଏତେ ଟଙ୍କା ଆସିଗଲା ଯେ ପଚାରନ୍ତୁ ନାହିଁ । ଏକ ‘ପଥର’ ବଦଳେଇଦେଲା ଧୀବରର ଭାଗ୍ୟ, ମୁହୂର୍ତ୍ତକ ମଧ୍ୟରେ ହୋଇଗଲେ ଅର୍ବପତି, ଜାଣନ୍ତୁ କିପରି?

ଏକ ପଥର ବଦଳେଇ ଦେଲା ଧୀବରର ଭାଗ୍ୟ: ଫିଲିପାଇନ୍ସରେ ଜଣେ ଧୀବରଙ୍କୁ ନିଜକୁ ମଧ୍ୟ ଅନୁମାନ ନଥିଲା ଯେ ଏହାର ଭାଗ୍ୟ ଏକ କ୍ଷଣରେ ବଦଳି ଯିବ। ତାଙ୍କର ଆର୍ଥିକ ସ୍ଥିତି କିଛି ଏହି ପ୍ରକାର ଥିଲା ଯେ ଏକ ସମୟର ଖାଦ୍ୟ ମଧ୍ୟ ଖାଇବା ପାଇଁ ତାଙ୍କୁ ଚିନ୍ତା କରିବାକୁ ପଡୁଥିଲା । ମାଛ ବିକ୍ରିକରି ସେ ଖାଇବା ଯୋଗାଡ କରିପାରୁଥିଲେ । କିନ୍ତୁ ଗୋଟିଏ ରାତିରେ ତାଙ୍କର ଭାଗ୍ୟ ଏପରି ବଦଳିଗଲା ଯେ ଏବେ ତାଙ୍କୁ କାମ କରିବାର ମଧ୍ୟ ଆବଶ୍ୟକ ନାହିଁ । ଏହା ପଛର କାରଣ ବହୁତ ମଜାଦାର ଅଟେ। ପ୍ରକୃତରେ ହେଲା ଏହା ଯେ 2006ରେ ସେ ଏକ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାରେ ଅଟକି ଯାଇଥିଲେ କିନ୍ତୁ ଭାଗ୍ୟ ଭଲ ଥିଲା ଯେ ତାଙ୍କୁ ଦୁଇ ଫୀଟର ଏକ ପଥର ବଞ୍ଚେଇଦେଲା।

ଘୂର୍ଣ୍ଣୀ ଚାଲିଯିବା ପରେ ଯେବେ ତାଙ୍କର ଦ୍ରୁଷ୍ଟି ସେହି ପଥର ଉପରେ ପଡିଲା ତ ତାହା ତାଙ୍କୁ ଅଧିକ ସୁନ୍ଦର ଏବଂ ଆକର୍ଷକ ଲାଗିଲା। ସେହି ଧୀବର ସେହି ପଥରକୁ ନିଜ ଘରକୁ ନେଇଆସିଲେ ଏବଂ ତାହାକୁ ନିଜର ପଲଙ୍କ ତଳେ ରଖିଦେଲେ । କିଛି ବର୍ଷ ପର୍ଯ୍ୟନ୍ତ ସେହି ପଥର ସେଠାରେ ଥୁଆ ହୋଇ ରହିଲା କିନ୍ତୁ ଦିନେ ତାଙ୍କ ଘରେ ନିଆଁ ଲାଗିଗଲା। ଯେବେ ନିଆଁକୁ ଫାୟାରବ୍ରିଗେଡ ଲୋକମାନେ ଆସି ଲିଭେଇବାରେ ଲାଗିଲେ ତ ସେମାନଙ୍କ ଦ୍ରୁଷ୍ଟି ପଲଙ୍କ ତଳେ ଥିବା ପଥର ଉପରେ ପଡିଲା ଯାହା ଏବେ ମଧ୍ୟ ଚମକୁ ଥିଲା ସେମାନେ ତୁରନ୍ତ ଚିହ୍ନିଗଲେ ଯେ ତାହା କୌଣସି ସାଧାରଣ ପଥର ନୁହେଁ କିନ୍ତୁ ଏକ ବିଶାଳ ଆକାରର ମୋତି ଅଟେ ଯାହାର ମୂଲ୍ୟ ପ୍ରାୟ 670କୋଟି ଟଙ୍କା ଅଟେ। ଯେବେ ଏକଥା ସେହି ଧୀବରକୁ ଜଣେଇଦିଆଗଲା ତ ସର୍ବପ୍ରଥମେ ସେ ବେହୋଶ ହେଇଗଲା, ତାପରେ କିଛି ସମୟ ପରେ ହୋଶରେ ଆସିବା ପରେ ବିଶ୍ୱାସ କରିପାରୁନଥିଲା ଯେ ଏପରି କିପରି ହେଲା ।

ସେହି ଧୀବରକୁ ସେହି ମୋତିକୁ ସମୁଦ୍ରରୁ ବାହାର କରିବାରେ ଏବଂ ଏତେ ବର୍ଷ ସମ୍ଭାଳିକରି ରଖିବା ନିମନ୍ତେ ଫିଲିପାଇନ୍ସ ସରକାର ତାହାର 50ପ୍ରତିଶତ ଦେବାକୁ ସ୍ଥିର କରିଛନ୍ତି । ଅର୍ଥ ଏକ ଝଟକାରେ ଗୋଟିଏ ଧୀବର ଅରବପତି ବନିଗଲା ଏବଂ ତାକୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଏବେ ସେ ଏବଂ ତାହାର ଅନେକ ପୁରୁଷ ପର୍ଯ୍ୟନ୍ତ କାହାକୁ ମଧ୍ୟ କାମ ନକରିବେ ତ ତାଙ୍କ ପାଖରେ ଟଙ୍କାର କୌଣସି ଅଭାବ ହେବ ନାହିଁ ।

Leave a Reply

Your email address will not be published. Required fields are marked *