February 24, 2024

Odia Express

News For Public

ମଶା ଭଗେଇବାର ଦେଶୀ ଉପାୟ – ଥରକେ ସବୁ ମଶା ଘରୁ କୁଆଡେ ଗାୟବ ହେଇଯିବେ – ଘର ପାଖକୁ କେବେ ଆସିବେ ନାହିଁ ମଶା..

ନମସ୍କାର ବନ୍ଧୁଗଣ ଏବେ ଏବେ ବର୍ଷା ର ଋତୁ ଚାଲିଛି ତେଣୁ ଘର ତଥା ବାହାର ମାନଙ୍କରେ ମଶା ମାନଙ୍କର ପରିମାଣ ବହୁତ ଅଧିକ ଥାଇ ପାରେ। ଏହି ମଶା ମାନଙ୍କ ଆସିବା ଭିତରେ ପ୍ରାୟତଃ ଦୁଇ ପ୍ରକାର ର ଲୋକ ଥାଆନ୍ତି। ଗୋଟେ ପ୍ରକାର ଲୋକ ଯିଏ କି ସହି ପାରନ୍ତି ନାହିଁ ଆଉ ବଜାର ରୁ ଯାଆନ୍ତି ଆଉ ମସାଧୁପ ଆଣିକି ଆସି ଯାଆନ୍ତି। ଏହାଦ୍ୱାରା ଆମ ପାଖରୁ ମଶା ର ପଳାଏ ମାତ୍ର ଗୋଟେ ଧୂପ ର କଏଲ ଜଳେଇବା ୧୦୦ ସିଗାରେଟ ଜଳେଇବା ବରାବର ହେଇଥାଏ। ଏହାଦ୍ୱାରା ଆମର ତଥା ଆମ ଆଖ ପାଖର ପିଲା ମାନନ୍କ ଉପରେ ପ୍ରଭାବ ପଡିପାରେ।

ଅନ୍ୟ ପ୍ରକାର ଲୋକ ଥାଆନ୍ତି ଯେଉଁ ମାନଙ୍କୁ କି କିଛି ଫରକ ହି ପଡେନା ଆଉ ସେମାନେ ମଶା କାମୁଡା କୁ ବହୁତ ସାଧାରଣ ଭାବେ ନେଇ ଯାଆନ୍ତି ଆଉ ବାସ ଭାବନ୍ତି କି ଯାହା ହଉଛି ହଉ ଆମେ ଶୋଇବୁ। ମାତ୍ର ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଘରୋଇ ଉପାୟ ନେଇକି ଆସିଛୁ ଯାହା କି ଆପଣଙ୍କ ଘରୁ ମଶା ମାନଙ୍କୁ ସମ୍ପୂର୍ଣ ରୂପେ ଘଉଡ଼ାଇ ଦେବ।

ଆପଣ ବାସ ଗୋଟେ ମାଟି ର ପାତ୍ର ନିଅନ୍ତୁ ଆଉ ତା ମଝିରେ ଆପଣ ୪ରୁ ୫ ପାଖୁଡା ରସୁଣ କୁ ଛେଚିବା ପରେ ତାକୁ ପେଷି କି ଗୁଣ୍ଡ କରିଦିଅନ୍ତୁ ଆଉ ତାକୁ ପାତ୍ର ର ମଝିରେ ରଖି ଦିଅନ୍ତୁ।ତା ପରେ ଆପଣ କର୍ପୂର ନିଅନ୍ତୁ ଆଉ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ଅର୍ଥାତ ପୁରା ଗୁଣ୍ଡ କରି ଦିଅନ୍ତୁ ଆଉ ସେଇ ରସୁଣ ମଝିରେ ରଖି ଦିଅନ୍ତୁ। ତାକୁ ଭଲ ଭାବେ ମିଶେଇ ଦିଅନ୍ତୁ। ଯେପରି କି ରସୁଣ ଆଉ କର୍ପୂର ପୁରା ମିଶ୍ରିତ ହେଇଯିବ।

ଏହାପରେ ଆପଣ ଦେଶୀ ଘିଅ ନିଅନ୍ତୁ। ତା ପରେ ଆପଣ ଏହି ତିନୋଟି ଜିନିଷ କୁ ଗୋଟେ ମାଟି ପାତ୍ର ରେ ରଖିକି ଭଲ ଭାବେ ମିଶେଇ ଦିଅନ୍ତୁ। ଏହା ଆପଣ ଦେଖିବା ଦରକାର କି ସେମାନେ ଭଲ ଭାବେ ମିଶ୍ରିତ ହେଇଯିବେ।

ଆପଣ ଦେଖିଥିବେ କି ମସାଧୁପ ହଉ ଅଥବା ଅନ୍ୟ କିଛି ବ୍ୟବହାର କରିବା ପରେ ମଶା ଆଖ ପାଖ ରେ ରହି ଯାଉ ଥିବେ ମାତ୍ର ଏହି ଦେଶୀ ଉପାୟ ବ୍ୟବହାର କରିବା ପରେ ଗୋଟେ ବି ମଶା ଆଖ ପାଖରେ ରହିବେ ନାହିଁ।ଏହାପରେ ଆପଣ ସେହି ମିଶ୍ରଣ ରେ ନିଆଁ ଲଗେଇ ଦିଅନ୍ତୁ। ତାକୁ ଆପଣ ଏହିପରି ଜଳେଇ ରଖନ୍ତୁ। ରାତିମାନ ହଉ ଅଥବା ଯେତେବେଳେ ବି ମଶା ଅଧିକ ହୁଏ ଆପଣ ଏହି ଉପାୟ କରନ୍ତୁ ଆଉ ୨୦ ରୁ ୨୫ ମିନିଟ ଜଳିଲେ ବି ଏହା ମଶା କୁ ପୁରା ସମାପ୍ତ କରିଦେବ।

Leave a Reply

Your email address will not be published. Required fields are marked *