June 19, 2024

Odia Express

News For Public

ପୃଥିବୀକୁ କିପରି ଆସିଥିଲା ସୁନା ? ସତ୍ୟ ଜାଣିକି ହେଇଯିବେ ଆଶ୍ଚର୍ଯ୍ୟ – ସୁନା ପିନ୍ଧୁଥିବା ୯୯ ପ୍ରତିଶତ ଲୋକ ଏ କଥା ଜାଣି ନଥିବେ…

ସୁନାର କଥା କହିବୁ ତ ସବୁବେଳେ ଏହା ମହିଳାଙ୍କର ପ୍ରଥମ ପସନ୍ଦ ରହିଆସିଛି । ଆପଣଙ୍କୁ ଜଣେଇ ଦେବୁ ଯେ ଭାରତରେ ସବୁଠାରୁ ସୁରକ୍ଷିତ ନିବେଶର ବିକଳ୍ପ ରୂପରେ ସୁନା ହିଁ ରହିଛି। ଆଜିକାଲି ଅଧିକତର ମହିଳାମାନେ ନିଜର ଟଙ୍କା ରେ ସୁନା କିଣି ନିଜ ଘର ମାନଙ୍କରେ ରଖୁଛନ୍ତି । ଯେଉଥିରେ ସେମାନେ ଅବଶ୍ୟକ ସମୟରେ ସେହି ସୁନାକୁ ବିକ୍ରୀ କରି ଶୀଘ୍ରତିଶୀଘ୍ର ଟଙ୍କା ଏକତ୍ର କରିପାରିବେ । ପରନ୍ତୁ କଣ ଆପଣଙ୍କୁ ଏହା ଜଣା ଯେ ଏହି ପୃଥିବୀକୁ ସୁନା ଆସିଲା କେଉଁଠାରୁ ଏବଂ ଏହି ସୁନାର ଉତ୍ପାଦନର ଆରମ୍ଭ କିପରି ହେଲା। ଯଦି ଆପଣଙ୍କୁ ଜଣା ନାହିଁ ତ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏହି ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ଯେ ଏହି ସୁନା ଏହି ପୃଥିବୀକୁ ଆସିଲା କିପରି ।

ଆଜି ପର୍ଯ୍ୟନ୍ତ ତ ଆପଣ ସମସ୍ତଙ୍କୁ ଏହା କୁହାଯାଇଛି ଯେ ଜୀବାଶ୍ମର ଭୂମି ତଳେ ଦବି ରହିଯିବା କାରଣରୁ ସୁନା ର ନିର୍ମାଣ ହୋଇଥିଲା । ପରନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଏହା ବିଲକୁଲ ସତ ନୁହେଁ । ସୁନା ର ନିର୍ମାଣ ପଛର ସତ୍ୟତା ର କଥା କହିବୁ ତ ଏହା କୁହାଯାଏ ଯେ ଆଜିଠାରୁ କେତେ ଶହ ବର୍ଷ ତଳେ ଯଦି ପୃଥିବୀ ଉପରେ ଧୂମକେତୁଙ୍କର ବର୍ଷ ହୋଇନଥାନ୍ତା ତେବେ ବୋଧହୁଏ ଆଜିର ସମୟରେ ମନୁଷ୍ୟ ସୁନାର ଚମକ ସହିତ ପରିଚିତ ହୋଇନଥାନ୍ତା । ଆଜିଠାରୁ ପ୍ରାୟ 20କୋଟି ବର୍ଷ ପୂର୍ବେ ଯେବେ ପୃଥିବୀର ନିର୍ମାଣ ହେଉଥିଲା ସେହି ସମୟରେ ଅସାଧାରଣ ଦୁର୍ଘଟଣା କାରଣରୁ ଅର୍ବ ଟନ ତରଳ ସୁନା ଏବଂ ପ୍ଲାଟିନମ ପୃଥିବୀର କେନ୍ଦ୍ରରେ ମିଶିଯାଇଥିଲା । ପୃଥିବୀ କେନ୍ଦ୍ର ରେ ମିଶିଯିବା ପରେ ଏହା କୋର ର ଏକ ଅଂଶ ହୋଇଗଲା। ପୃଥିବୀର କୋରରେ ମିଶିଯିବା ପରେ ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଧାତୁ ମନୁଷ୍ୟର ନିକଟରୁ ଦୂରରେ ଥିଲା ।

ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ପୃଥିବୀର କୋର ରେ ରହିବା କାରଣରୁ ଯେବେ ମନୁଷ୍ୟ ବହୁତ ଅଧିକ ଚଲାକ ହୋଇଗଲା ତ ସେ ପ୍ରତ୍ୟେକ ଜିନିଷକୁ ପୃଥିବୀ ଭିତରୁ ବାହାର କରିବା ଆରମ୍ଭ କଲା। ଆପଣଙ୍କୁ ଜଣେଇଦେବୁ ଯେ ବିଲବୋଲ୍ଡ ନିଜର ଏକ ବୟାନରେ କହିଥିଲେ ଯେ ଆମର ଖୋଜିବା ଆମକୁ ଦେଖାଇଥାଏ ଯେ ଅଧିକତର ମୂଲ୍ୟବାନ ଧାତୁ ଯାହା ଉପରେ ଆମର ଔଦ୍ୟଗିକ ପ୍ରକ୍ରିୟା ନିର୍ଭର ଅଟେ ତାହା ସମସ୍ତ ସୌଭାଗ୍ୟଶାଳୀ ସଂଯୋଗର ଫଳ ଅଟେ। ତାଙ୍କ ଅନୁଯାୟୀ ଅର୍ବ ଟନ ଭାରି ଆକାଶୀୟ ତତ୍ଵ କାରଣରୁ ସୁନାର ନିର୍ମାଣ ହୋଇଥିଲା । ଆପଣଙ୍କୁ ଏହି କଥାତ ମାଲୁମ ଥିବ ଯେ ସୁନା ପ୍ରକୃତିକ ରୂପରେ ବହୁତ ନମନୀୟ ହୋଇଥାଏ । ଯେଉଁ କାରଣରୁ ଶୁଦ୍ଧ ସୁନାର ଅଭୂଷଣ କେବେ ମଧ୍ୟ ନିର୍ମାଣ ହୋଇପାରି ନଥାନ୍ତା ।

ଆପଣଙ୍କୁ ଜଣେଇଦେବୁ ଯେ ଶୁଦ୍ଧ ସୁନାର ଆଭୂଷଣ ତିଆରି କରିବା ବହୁତ ମୁସ୍କିଲ ହୋଇଥାଏ ଯେଉଁ କାରଣରୁ ସାଧାରଣତଃ ସୁନାରେ ସିଲଭର କିମ୍ବା ଅନ୍ୟ କୌଣସି ଧାତୁ ମିଶା ଯାଏ । ଯାହାଦ୍ୱାରା ସୁନାର ଆଭୂଷଣ ନିଜ ରୂପରେ ରହିପାରିବ । ଯଦି କଥା ସୁନାର ତିଆରି କଥା କହିବୁ ତ ଏହା କୁହାଯାଏ ଯେ ଭୂମି ତଳ ଖଣିରେ ସୁନା କୁ ବାହାର କରାଯାଏ । ତାପରେ ସୁନାର ସେହି ଆୟସ୍କଙ୍କୁ ମଧ୍ୟ ଧୋଇବା ପରେ ମିଲ କୁ ପଠେଇ ଦିଆଯାଏ । ଯେଉଁଠାରେ ସେହି ସୁନାର କଣକୁ ଗୁଣ୍ଡକରି ତାହାର ଚୂର୍ଣ୍ଣ ତିଆରି କରାଯାଏ । ତାପରେ ସେହି ଚୂର୍ଣ୍ଣ

କୁ ପାରେର ପରସ୍ତ ଚଢା ଯାଇଥିବା ପ୍ଳେଟ ଉପର ଦେଇ ଆଗକୁ ନିଆଯାଏ ଏବଂ ଏହି ପ୍ରକାର ସୁନା ପ୍ରସ୍ତୁତ ହୋଇଥାଏ ।

Leave a Reply

Your email address will not be published. Required fields are marked *