June 19, 2024

Odia Express

News For Public

ସୁନ୍ଦରୀ ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଛରେ ପକେଇ ଦେବେ ଏହି ଗ୍ରାମର ସରପଞ୍ଚ, ଏବେ ତାଙ୍କ ସୁନ୍ଦରତା ଥରେ ଦେଖି ନିୟନ୍ତୁ…

ସହନାଜ ଖାନ: ଏହି ଦୁନିଆରେ ସୁନ୍ଦରତା ର କୌଣସି ଅଭାବ ନାହିଁ। ଦୁନିଆରେ ଗୋଟିଏ ରୁ ବଳି ଆରେକ ସୁନ୍ଦର ଲୋକ ଅଛନ୍ତି । କିଛି ଲୋକଙ୍କର ସୌନ୍ଦର୍ଜ୍ୟ ଏତେ ଅଧିକ ହୋଇଥାଏ ଯେ ଦେଖିକି ଥରେ ଆଖି ଲାଖିଯାଏ । ଯଦିଓ ସୁନ୍ଦରତା ମାମଲାରେ କିଛି ଲୋକଙ୍କର କହିବା ଅଟେ ଯେ ସୁନ୍ଦର ଦେଖାଯିବା ଲୋକଙ୍କ ଆଖିରେ ଥାଏ। କେହି ପଛକେ କେତେ ସୁନ୍ଦର ହୋଇଥାଉ ନା କାହିଁକି କିନ୍ତୁ ଯଦି ସାମ୍ନା ବାଲା କୁ ତାହା ସୁନ୍ଦର ଦେଖାଯାଏ ନାହିଁ ତ ତାହାର ସୌନ୍ଦର୍ଜ୍ୟର କିଛି ମୂଲ୍ୟ ନାହିଁ । ଯଦିଓ ମନର ସୁନ୍ଦରତା ଚେହେରାର ସୁନ୍ଦତା ତୁଳନାରେ ଅଧିକ ମୂଲ୍ୟ ରଖେ ନାହିଁ ।

ଏହି ସରପଞ୍ଚଙ୍କର ତୁଳନା କରାଯାଏ ବଲିଉଡ ଅଭିନେତ୍ରୀ ମାନଙ୍କ ସହିତ : ଯେକୌଣସି ଗ୍ରାମର ବିକାଶରେ ଏକ ସରପଞ୍ଚର ମୁଖ୍ୟ ଭୂମିକା ଥାଏ। ଯଦି ଗ୍ରାମର ସରପଞ୍ଚ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି ତେବେ ଗ୍ରାମର ଉଦ୍ଧାର ହୋଇଯାଏ , ଯେବେକି ଏହାର ଓଲଟା କୌଣସି ଗ୍ରାମର ସରପଞ୍ଚ ସ୍ଵାର୍ଥୀ ହୋଇଥିବେ ଯିଏ ସବୁ ସମୟରେ କେବଳ ନିଜ ନିମନ୍ତେ ଭାବୁଥିବେ ତ ସେହି ଗ୍ରାମର ବିକାଶ ହୋଇପାରେ ନାହିଁ । ଯଦି ସରପଞ୍ଚଙ୍କର କଥା କୁହାଯାଏ ତ ଅନେକ ସମୟରେ ଆପଣମାନେ କୌଣସି ବି ଗ୍ରାମରେ ବୟସାଧିକ ସରପଞ୍ଚଙ୍କୁ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ସରପଞ୍ଚଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ସୁନ୍ଦରତା ର ତୁଳନା ବଲିଉଡର ଅଭିନେତ୍ରୀ ମାନଙ୍କ ସହିତ କରାଯାଏ ।

ସହନାଜ ଖାନ ପରିଚିତ ଅଟନ୍ତି ତାଙ୍କର ଯୋଗ୍ୟତା କାରଣରୁ : ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଗହରାଜନ ଗ୍ରାମର କମା ପଞ୍ଚାଯତରେ ନୂଆ ସରପଞ୍ଚ ନିର୍ବାଚିତ କରାଯାଇଛି । ଆପଣଙ୍କୁ ଜଣେଇଦେବୁ ଯେ ଏଠାରେ ଭାରତୀୟ ଇତିହାସରେ ବୋଧହୁଏ ପ୍ରଥମ ଥର ହୋଇଥିବ ଯେ କୌଣସି ଗ୍ରାମର ସରପଞ୍ଚ ରୂପରେ ଜଣେ ଯୁବା ଏମବିଏନ/ବିଏସ ଝିଅ କୁ ଚୟନ କରାଯାଇଛି। ଗହରାଜନ ଗ୍ରାମର ମୁଖ୍ୟ 24ବର୍ଷୀୟ ସହନାଜ ଖାନ ଅଟନ୍ତି। ସହନାଜ ଙ୍କୁ ସରପଞ୍ଚ ବନେଇବା ପାଇଁ ପୁରା ଗ୍ରାମ ଏକଜୁଟ ହୋଇଥିଲା । ସହନାଜ ଖାନ ନିଜର ଯୋଗ୍ୟତା କାରଣରୁ ପରିଚିତ ଅଟନ୍ତି। ଏହାସହିତ ସେ ଏତେ ସୁନ୍ଦର ଅଟନ୍ତି ଯେ ଅନେକ ସମୟରେ ଶିରୋନାମାରେ ରହନ୍ତି ।

ଆଜି ମଧ୍ୟ ଲୋକମାନେ ଝିଅଙ୍କୁ ପଠାନ୍ତି ନାହିଁ ପଢିବା ପାଇଁ: ସରପଞ୍ଚ ନିର୍ବାଚନ ଜିତିବା ପରେ ମିଡିଆ ସହିତ କଥା ସମୟରେ ସହନାଜ କହିଥିଲେ ଯେ ମୁଁ ବହୁତ ଖୁସି ଅଛି ଯେ ମୋତେ ନିଜର ଲୋକଙ୍କର ସେବା କରିବାର ସୁଯୋଗ ମିଳିଛି । ସେମାନେ କହୁଥିଲେ ଯେ ସରପଞ୍ଚ ରୂପରେ ମୋର ପ୍ରାଥମିକତା ହେବ ସ୍ବଚ୍ଛତା ଏବଂ ଝିଅ ମାନଙ୍କର ଶିକ୍ଷା ନିମନ୍ତେ କାମ କରିବା। ସେ କହିଲେ ଯେ ସେ ଝିଅମାନଙ୍କ ନିମନ୍ତେ ଏକ ଉଦାହରଣ ପ୍ରସ୍ତୁତ କରିବାକୁ ଚାହାନ୍ତି ଯେ କେଉଁ ପ୍ରକାରରେ ଶିକ୍ଷା ଆମର ସହାୟତା କରିଥାଏ। ତାଙ୍କର କହିବା ଅଟେ ଯେ ଆଜି ମଧ୍ୟ ଲୋକମାନେ ନିଜର ଝିଅ ମାନଙ୍କୁ ପଢିବା ନିମନ୍ତେ ପଠେଇବାକୁ ଚାହାନ୍ତି ନାହିଁ । ସେ ଲୋକଙ୍କର ଏହି ଚିନ୍ତାଧାରାକୁ ସବୁଦିନ ନିମନ୍ତେ ବଦଳେଇବାକୁ ଚାହାନ୍ତି ।

ସୋସିଆଲ ମିଡିଆରେ ଲୋକପ୍ରିୟ ଅଟନ୍ତି ସହନାଜ: ଆପଣଙ୍କ ସୁଞ୍ଚନ ନିମନ୍ତେ ଜଣେଇଦେବୁ ଯେ ସହନାଜଙ୍କର ସମ୍ପର୍କ ରାଜନୀତି ପରିବାର ସହିତ ରହିଛି । ତାଙ୍କର ଦାଦା ଦଶକ ହେବ କମା ପଞ୍ଚାଯତର ସରପଞ୍ଚ ଥିଲେ। ସହନାଜଙ୍କର ପିତା ଗ୍ରାମର ମୁଖ୍ୟ ଅଟନ୍ତି ତ ସେଠାରେ ତାଙ୍କର ମା ବିଧାୟକ ଅଟନ୍ତି। ଏବେ ଏପରି ରାଜନୈତିକ ପରିବାରରୁ ହେବା ପରେ ସେ ବି କିପରି ଅନ୍ୟ କୌଣସି କାମ କରିଥାନ୍ତେ। ସହନାଜ ଏହିଥର ନିଜେ ନିର୍ବାଚନରେ ଭାଗ ନେଲେ ଏବଂ ପ୍ରଥମ ଥରରେ ବିଜୟ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲେ । ଜିତିବା ପରେ ଏବେ ସହନାଜ ଶିରୋନାମାରେ ଅଛନ୍ତି । ସହନାଜ ନିଜର ସୌନ୍ଦର୍ଜ୍ୟ ନିମନ୍ତେ ମିଡିଆ ଏବଂ ସୋସିଆଲ ମିଡିଆ ଦୁଇଟିରେ ପ୍ରସିଦ୍ଧ ଅଟନ୍ତି ।

Leave a Reply

Your email address will not be published. Required fields are marked *