June 21, 2024

Odia Express

Here, There and Everywhere

ପେଟ ସଫା କରିବା ତଥା କବ୍ଜ କୁ ମୂଳରୁ ନଷ୍ଟ କରିବାର ଅଚୁକ ପ୍ରକ୍ରିୟା – କେବଳ ଏହି ଜିନିଷ ଥରେ ଖାଇ ଦିୟନ୍ତୁ…

ଯଦି ଆପଣ ପେଟ ରେ ଯନ୍ତ୍ରଣା ତଥା କବ୍ଜ ରୁ ସୁରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି ତ ଆପଣ ଥରେ ମାତ୍ର ଏହି ପ୍ରକ୍ରିୟା କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର କବ୍ଜ ତଥା ପେଟ ଯନ୍ତ୍ରଣା ବହୁତ ଜଲଦି ସମାଧାନ ହେଇଯିବ। ଯଦି ଆପଣ ସକାଳୁ ପେଟ ଭଲ ରେ ସଫା କରିପାରୁ ନାହାନ୍ତି ଆଉ ଆପଣଙ୍କୁ ଜୋର ଲଗେଇବା କୁ ପଡୁଛି ତ ଆପଣ କବ୍ଜ ର ଶିକାର ହେଇଛନ୍ତି । ଆପଣଙ୍କୁ ଆଉ କିଛି ଭାବିବାର ନାହିଁ , ଏହା କବ୍ଜ ଅଟେ। ଆପଣ ଏହି ରୋଗ କୁ ହାଲକା ରେ ନିଅନ୍ତୁ ନାହିଁ କାରଣ ଏହା ଆଗକୁ ଯାଇ ଏକ ବହୁତ ଭୟଙ୍କର ବେମାରି ହେଇପାରେ। ଆପଣ ଏହାର ଚିକିତ୍ସା ପାଇଁ ଚେଷ୍ଟା କରନ୍ତୁ।

ଏହି କବ୍ଜ ହେବା ଦ୍ୱାରା ଆମ ପେଟ ରେ ଏକ କବଚ ଭଳି ସ୍ତର ହେଇଯାଏ ଆଉ ଏହି ସ୍ତର ଆମର ଲିଭର କୁ ଖରାପ କରେ। ଏହି ସ୍ତର ଦ୍ୱାରା ଆମ ପେଟ ରେ ଚର୍ବି ବଢିଯାଏ ଆଉ ଏହା ବହୁତ ହି ଭୟଙ୍କର ହେଇଥାଏ। ଲିଭର ଠିକ ରେ କାମ ନ କରିବା ଦ୍ୱାରା ଆମର ମୁଣ୍ଡ ରେ ଚୁଟି ଝଡ଼ିବା ଆରମ୍ଭ ହେଇଯାଏ ଆଉ ଏହା ବହୁତ ଖରାପ ଅଟେ।

ଆପଣ ଚାରିଟି ପାତ୍ର ରେ ପାନ ମହୁରୀ, ଜୁଆଣି, କଳା ଲୁଣ ଆଉ ଜୀରା ନେବାଉ ହେବ। ଆପଣଙ୍କୁ ଏକ ପାତ୍ର ରେ ଦୁଇ ପାତ୍ର ଜୁଆଣି ଆଉ ଜୀରା ନେବାକୁ ହେବ। ତା ପରେ ଆପଣ ସେହି ମିଶ୍ରଣ କୁ ଭଲ ଭାବେ ଭାଜି ଦିଅନ୍ତୁ ଯାହାଦ୍ୱାରା କି ତାହା ଖଇରିଆ ରଙ୍ଗ ହେଇଯିବ। ତା ପରେ ଆପଣ ଗୋଟେ ଚାମଚ ପାନ ମହୁରୀ ଆଉ ଅଧା ଚାମଚ ଲୁଣ ନିଅନ୍ତୁ। ଚାମଚ ଦ୍ୱାରା ଆପଣ ତାକୁ ଭଲ ଭାବେ ଗୋଳେଇ ଦିଅନ୍ତୁ ଆଉ ତାକୁ ଭଲ ଭାବେ ଗ୍ରାଇଣ୍ଡର ରେ ବାଟି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଚୁରଣ ପ୍ରସ୍ତୁତ ହେଇଗଲା। ଏବେ ଆପଣ ତାକୁ କିପରି ବ୍ୟବହାର କରିବା ତାହା ଆସନ୍ତୁ ଜାଣିବା।

ଆପଣ ଏକ ପାତ୍ର ରେ ହାଲକା ଗରମ ପାଣି ନିଅନ୍ତୁ ଆଉ ସେହି ଚୁରଣ ରୁ ଗୋଟେ ଚାମଚ ମିଶେଇ ଦିଅନ୍ତୁ ଆଉ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏହାଦ୍ୱାରା ଆପଣ ସେହି ମିଶ୍ରଣ କୁ ଖାଇବା ର ଏକ ଘଣ୍ଟା ପରେ ପିଇ ପାରିବେ। ପିଇବା ପରେ ଆପଣ ଗୋଟେ କି ଦୁଇ ଦିନ ପରେ ଦେଖିବେ କି ଆପଣଙ୍କର ପେଟ ସଫା ଜନିତ ସମସ୍ୟା ଆପେ ଆପେ ଦୂର ହେଇଯିବ। ଆପଣଙ୍କ ପେଟ ର ଯନ୍ତ୍ରଣା ବି ଦୂର ହେଇଯିବ। ଏହା ଏକ ଦେଶୀ ପ୍ରଭାବଶାଳୀ ଉପାୟ ଯାହା ଆପଣଙ୍କୁ ବଡ଼ ସମସ୍ୟା ରୁ ମୁକ୍ତ କରେଇ ପାରିବ।

Leave a Reply

Your email address will not be published. Required fields are marked *