March 3, 2024

Odia Express

News For Public

୧ ରୁ ୬ ଭିତରେ ବାଛନ୍ତୁ ଗୋଟିଏ ନମ୍ବର, ନିଜ ବାବଦରେ ଏହି ସତ ଜାଣିରଖନ୍ତୁ ଏବେ..

ନମସ୍କାର ବନ୍ଧୁଗଣ, ଆପଣମାନେ ଯେପରି କି ଜାଣନ୍ତି କି ସମସ୍ତ ବ୍ୟକ୍ତି ତାର ଜୀବନ ରେ ନିଜର ଭବିଷ୍ୟତ ତାର ସଂଖ୍ୟା ବାବଦରେ ଜାଣିବା ଚାହିଁଥାଏ। ଆଜି ଆମେ ମଧ୍ୟ ଆପଣଙ୍କୁ ଆପଣଙ୍କର ଭବିଷ୍ୟତ ବାବଦରେ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ୧ରୁ ୬ ଯାଏ ସଂଖ୍ୟା ଆଧାର ରେ ଆପଣଙ୍କର ଭବିଷ୍ୟତ କହିବାକୁ ଯାଉଛୁ। ତ ଚାଲନ୍ତୁ ଜାଣିବା ଏହା ବାବଦରେ। ଆପଣଙ୍କୁ ଆମେ ୧ ରୁ ୬ ନମ୍ବର ଯାଏ ଦେଇଛୁ। ଆପଣ ଏହା ମଧ୍ୟରୁ କେଉଁ ଏକ ନମ୍ବର ବାଛନ୍ତୁ। ଏହି ଗୋଟେ ନମ୍ବର ତଥା ଏହା ସହ ଯୋଡ଼ା କିଛି ବି ନମ୍ବର ଆପଣଙ୍କ ଭବିଷ୍ୟତ ତଥା ଆଓଅଣନ୍କର ସ୍ଵଭାଵ ବାବଦରେ କହିବ।

୧: ଯଦି ନମ୍ବର ଏହା ମଧ୍ୟରୁ ୧ ନମ୍ବର ବାଚଛନ୍ତି ତ ଆପଣ ବହୁତ ସ୍ୱତନ୍ତ୍ରତା ବାଦୀ ଅଟନ୍ତି। ଆପଣ ବହୁତ ସ୍ୱାଧୀନ ରହିବାକୁ ପସନ୍ଦ କରନ୍ତି। ଆପଣଙ୍କୁ ନିଜ ଜୀବନ ରେ କାହାରି ପାଇଁ ବି କାମ କରିବା ପସନ୍ଦ ନୁହଁ ଆଉ ଆପଣ ସର୍ବଦା ନିଜ ସର୍ତ୍ତ ଆଉ ନିଜ ନୀତି ଦ୍ୱାରା ନିଜର ଜୀବନ ବଂଚନ୍ତି। ଆପଣ ନିଜର ଜୀବନ ର ସବୁ ନିର୍ଣ୍ଣୟ ବହୁତ ବୁଝି ସୁଝିକି ନିଅନ୍ତି ଆଉ ଆପଣଙ୍କର କହିବାର ତରିକା ସଭିଙ୍କୁ ପସନ୍ଦ ଥାଏ ଆଉ ଆପଣ କାହାରିକୁ ବି ନିଜ ଦ୍ୱାରା ବଶ ରେ କରିପାରନ୍ତି।

୨: ଯଦି ଆପଣ ଦୁଇ ନମ୍ବର ବଞ୍ଚିଛନ୍ତି ତ ଆପଣ ସେହି ବ୍ୟକ୍ତି ମାନଙ୍କ ମଧୁଆରୁ ଜଣେ ଯିଏ କି ନିଜର ଏକ ଅଲଗା ହି ଦୁନିଆ ରେ ରହିବାକୁ ପସନ୍ଦ କରନ୍ତି। ଆପଣଙ୍କୁ ନିଜର ଆଖ ପାଖର ଲୋକ ମାନଙ୍କ ସହ କିଛି ମତଲବ ନାହିଁ ଆଉ ଆପଣ ନିଜ ଭିତରେ ହି ହଜି ହଜିକି ରୁହନ୍ତି।

୩: ଯଦି ଆପଣ ତିନି ନମ୍ବର ବାଛିଛନ୍ତି ତ ଆପଣଙ୍କୁ ଆମେ କହି ରଖୁଛୁ କି ଆପଣଙ୍କର ହୃଦୟ ବହୁତ ସଫା ଅଟେ। ଆପଣଙ୍କୁ ଦୋହରା ସ୍ଵଭାଵ ବିଲକୁଲ ବି ପସନ୍ଦ ନୁହଁ। ଅର୍ଥାତ ମୁହଁ ରେ କିଛି ଆଉ ଭିତରେ ଆଉ କିଛି। ଆପଣ ଯାହା ବି କରନ୍ତି ସତ ସତ କରନ୍ତି।

୪: ଯଦି ଆପଣ ଚାରି ନମ୍ବର ବାଛିଛନ୍ତି ତ ଆପଣଙ୍କୁ କହିରଖୁଛୁ କି ଆପଣ ବହୁତ ଖୁସ ମିଯାଜ ସ୍ଵଭାଵ ର ଅଟନ୍ତି। ଆପଣ ସର୍ବଦା ଖୁସିରେ ରହିବାକୁ ଓଏସନ୍ଦ କରନ୍ତି। ଆପଣ ସବୁ କଥା ସିଧା ସିଧା କହିଦିଅନ୍ତି।

୫: ଯଦି ଆପଣ ନମ୍ବର ପାଞ୍ଚ ବାଛିଛନ୍ତି ତ ଆପଣ ବହୁତ ଯୋଶୀଳା ସ୍ଵଭାଵ ର ଅଟନ୍ତି। ଆଅଅଁ ସବୁ କାମ ବହୁତ ଜୋସ ର ସହ କରନ୍ତି। ଏଥିପାଇଁ ଆପଣ ନିଜ ଜୀବନ ରେ ବର ହୁଅନ୍ତି ନାହିଁ।

୬: ଆପଣ ଯଦି ନମ୍ବର ୬ ବାଛିଛନ୍ତି ତ ଆପଣ ବହୁତ ବୁଝା ସୁଝା ଲୋକ ମାନଙ୍କ ଭିତରୁ ଜଣେ। ଆପଣ ସବୁ ପରିସ୍ଥିତି ରେ ନିଜକୁ ଢାଳି ନିଅନ୍ତି।

Leave a Reply

Your email address will not be published. Required fields are marked *