December 10, 2023

Odia Express

News For Public

ଭାରତର ସବୁଠୁ ଧନୀ ଲୋକ ଯିଏକି ସବୁ କିଛି କିଣି ପାରନ୍ତି- ଜାଣିରଖନ୍ତୁ ସେମାନଙ୍କ ବିଷୟରେ….

1 min read

ଏହା ତ ଆପଣ ଜାଣିଥିବେ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି ତାଙ୍କ ଛଡା ଭାରତରେ ଆହୁରି ଅନେକ ଧନୀ ବ୍ୟକ୍ତି ଅଛନ୍ତି।ସବୁ ଲୋକ ଏହି ମାନଙ୍କୁ ଜାଣି ନାହାନ୍ତି କିନ୍ତୁ ଏମାନଙ୍କ ପାଖରେ ଏତେ ପଇସା ଅଛି କି ଯାହା ମନ କଲା କିଣି ଦେଇ ପାରିବେ।ଆହି ଆମେ ଏହିପରି ଧନୀ ବ୍ୟକ୍ତି ଙ୍କ ବିଷୟରେ କହିବୁ ଯିଏକି କିଛି ବି କିଣି ପାରନ୍ତି।

ପ୍ରଥମ ଗୌତମ ଆଡାନି ଅଟନ୍ତୁ ଗୌତମ ଆଡାନି ଗ୍ରୁପ ର ଚେୟାରମ୍ୟାନ ଅଟନ୍ତି।ଏହାଙ୍କର ଧନ ୧୩ ବିଲିଅନ ଡ଼ଲାର ରୁ ବି ଅଧିକ।ତାଙ୍କ ପାଖେ ଅନେକ ଦାମୀ କାର ଅଛି।ତାଙ୍କ ପାଖରେ ୩ ହେଲିକପ୍ଟର ବି ଅଛି।

2 ରେ ହେଉଛନ୍ତି କୁମାର ବିରଲା ଅଟନ୍ତି।ଆପଣ ଆଙ୍କୁ ତ ଜାଣିଥିବେ ଇଏ ଆଦିତ୍ୟ ବିରଲା ଗ୍ରୁପ ର ଚେୟାରମ୍ୟାନ ଅଟନ୍ତି।ଏହା ବି ଲୋକଙ୍କୁ ଜଣା ନଥିବା କି ଭୋଡାଫୋନ ଓ ଆଉଡ଼ିଆ ଆଙ୍କ ର ହିଁ ଅଟେ।ଯେବେ ସେ ଚେୟାରମ୍ୟାନ ହେଲେ ତାଙ୍କ ପାଖରେ ୩.୩୩ ବିଲିଅନ ଡ଼ଲାର ଥିଲା।ଆଜି ପରିଶ୍ରମ ପରେ ତାଙ୍କ ପାଖରେ ୪୮.୩ ବିଲିଅନ ଡ଼ଲାର ଅଛି।କୁମାର ଙ୍କ ପାଖରେ ବି ଅନେକ ଦାମୀ ଗାଡି ରହିଛି କିନ୍ତୁ ସେ ଅଧିକ ପସନ୍ଦ ବିଏମଡ଼ବ୍ଲୁ କୁ କରିଥାନ୍ତି।

3 ନମ୍ବର ରେ ଆସନ୍ତି ଦିଲୀପ ସଙ୍ଗହୁଈ ଅଟନ୍ତି।ଇଏ ସନ ଫର୍ମା କମ୍ପାନୀ ର ଫାଉଣ୍ଡର ଅଟନ୍ତି।ଏହା ଭାରତର ସବୁଠୁ ବଡ ଓସଦ କମ୍ପାନୀ ଅଟେ ଯାହା ମଧ୍ୟରେ ୩୨୦୦୦ ଲୋକ କାମ କରିଥାନ୍ତି।ଭଲ କାମ ପାଇଁ ୨୦୦୬ରେ ଆଙ୍କୁ ପଦ୍ମ ଶ୍ରୀ ପୁରସ୍କାର ମିଳିଛି ।ଆଙ୍କ ପାଖରେ ୭.୭ ବିଲିଅନ ଡ଼ଲାର ଅଛି।

୪ ନମ୍ବର ରେ ହେଉଛନ୍ତି ଗୋଦରେଜ ପରିବାର।ଏହା ତ ଆମେ ସମସ୍ତେ ଜାଣିଥିବା ଗୋଦରେଜ ଗୋଟେ ବଡ କମ୍ପାନୀ ଅଟେ।ଏହି କମ୍ପାନୀ ର ଅନେକ ଜିନିଷ ରହିଥାଏ।ଆଦି ଏହି କମ୍ପାନୀ ର ଚେୟାରମ୍ୟାନ ଅଟନ୍ତି।ଏହି କମ୍ପାନୀ ଙ୍କୁ ୧୩୦ ବର୍ଷ ହୋଇ ଗଲାଣି।ଏମାନଙ୍କ ପାଖରେ ବି ଅନେକ ଦାମୀ ଗାଡି ରହିଛି।ଏମାନଙ୍କ ପାଖରେ ୧୨.୩ ବିଲିଅନ ଡ଼ଲାର ଅଛି।

୫ ନମ୍ବର ରେ ଅଛନ୍ତି ଶିଵ ନାଦାର ଅଟନ୍ତି।ସେ ଏଚସିଏଲ ବା ହିନ୍ଦୁସ୍ତାନ କମ୍ପ୍ୟୁଟର ଲିମିଟେଡ଼ ର ର ଫାଉଣ୍ଡେର ଓ ଚେୟାରମ୍ୟାନ ଅଟନ୍ତି।ଶିଵ ବହୁତ ପରିଶ୍ରମ କରି ଏହି କମ୍ପାନୀ ଠିଆ କରିଛନ୍ତି।ଏକ ସମୟରେ ଆଙ୍କ ପାଖରେ କିଛି ବି ନଥିଲା କିନ୍ତୁ କଠିନ ପରିଶ୍ରମ ରେ ନିଜ ଇଚ୍ଛା ଶକ୍ତି ଦ୍ବାରା ସେ ଆଜି ଏହି ସ୍ଥାନ ରେ ପହଂଚି ପାରିଛନ୍ତି।ତାଙ୍କ ପାଖରେ ୧୫.୭ ବିଲିଅନ ଡ଼ଲାର ଅଛି।

ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯାହାଙ୍କୁ ସୁନା ପିନ୍ଦିବା ବହୁତ ପସନ୍ଦ ଯଥା ବପିଲାରୀ ଅଟନ୍ତି।ଏହା ପରେ ମହାରାଷ୍ଟ୍ର ର ସନୀ ବକସୁରେ ଇଏ ସମସ୍ତଙ୍କୁ ସୁନା ରଖିବାରେ ପଛରେ ଛାଡି ଦେଇଛନ୍ତି।ଇଏ ନିଜ ଶରୀରରେ ୪-୫ କିଲୋ ସୁନା ପିନ୍ଦିଥାନ୍ତି।ଖାଲି ଏତିକି ନୁହଁ ତାଙ୍କ ଜୋତା,ଘଂଟା,ଓ ଗାଡି ବି ସୁନାର ଅଟେ।ଶନି ଙ୍କ ପାଖରେ ଅନେକ ଦାମୀ ଗାଡି ଅଛି ଯେଉଁ ଗାଡି ସୁନା ରେ ପସ୍ତୁତ।ଏହା ଥିଲା ୫ ଜଣ ଧନୀ ବ୍ୟକ୍ତି ଭାରତର ଯିଏକି କିଛି ବି କିଣି ପାରନ୍ତି।

Leave a Reply

Your email address will not be published. Required fields are marked *