December 5, 2023

Odia Express

News For Public

ଖାଲି ପେଟରେ ବାସି ରୁଟି ଖାଇବା ଦ୍ବାରା ଭଲ ହୋଇଯାଇଥାଏ ଏହି ୬ ଟି ରୋଗ,ଏହାର ଫାଇଦା ଉପରେ ଡାକ୍ତର ବି ହାର ମାନିଛନ୍ତି…

1 min read

ସାଙ୍ଗମାନେ ସମସ୍ତେ ନଗଦ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ବି ସମସ୍ତେ କହିଥାନ୍ତି କି ଖାଦ୍ୟ ନଗଦ ତିଆରି କରନ୍ତୁ ଓ ଖାଆନ୍ତୁ କିନ୍ତୁ ଆପଣ ନଗଦ ଖାଇବି ଏତେ ରୋଗରେ କଣ ପାଇଁ ପଡୁଛନ୍ତି। ଆପଣଙ୍କୁ ଡାଇବେଟିସ,ଆଜ୍ମା ,ବ୍ଲଡ଼ପ୍ରେସର,ଷ୍ଟୋନ ଆଦି ହେଉଛି।ଆପଙ୍କ ଭାବନ୍ତୁ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ସେମାନେ ସବୁବେଲବ ନଗଦ ଖାଉଥିବେ ତା ମାନେ ସେ ଅଧିକ ରୋଗରେ ପଡୁଥିବେ କିନ୍ତୁ ବିଲ କୁଲ ନୁହଁ।ଗୋଟେ ପର୍ବ ଅଛି ଯାହା ଅଟେ କି ଖାଦ୍ୟ ପୂର୍ବ ଦିନ କରାଯାଇ ତା ପର ଦିନ ଖିଆ ଯାଇଥାଏ।ଜେବେ ଏହି ପରି କଥା ଶାସ୍ତ୍ର ରେ ଅଛି କି ଖାଇବା ବାସୀ ଖାଇବା ପାଇଁ ତ କଣ ପାଇଁ ନଗଦ ଖାଇବା।ନଗଦ ଖାଇବା ଉଚିତ କିନ୍ତୁ ସବୁ ଜିନିଷ ନଗଦ ଖାଇବା ଅନୁଚିତ।

କିଛି ଜିନିଷ ଏପରି ଅଛି ଯାହା କୁ ବାସୀ ଖାଇବା ବେସି ଭଲ ଅଟେ।ଆଜି ଆମେ ଆପଣଙ୍କୁ କହିବୁ ବାସି ରୁଟି ଖାଇବା ଦ୍ବାରା କଣ ଫାଇଦା ହୋଇଥାଏ।ଆମେ ସେହି ରୁଟି ବିଷୟରେ କହୁଛୁ ଯାହା ଗହମ ରେ ତିଆରି ଓ ୮-୧୦ ଘଣ୍ଟା ଭିତରେ ବାସି ହେଇଥିବ।ଆସନ୍ତୁ ଜାଣିବା ଏହାକୁ କେବେ ଖାଇବା ଓ କିପରି ଖାଇବା ।

ଆପଣ ରାତିରେ ବଳୁଥିବା ରୁଟି କି ଫୋପାଡ଼ି ଦେଉଥିବେ କିନ୍ତୁ ଏପରି ନ କରି ଏହାକୁ ସକାଳୁ କ୍ଷୀର ରେ ବତୁରାଇ ଖାଆନ୍ତୁ।ଏହା କୁ ବାସି ଖାଇବା ବା ଦ୍ବାରା ପ୍ରଥମ ଫାଇଦା ହେଉଛି ଡାଇବେଟିସ ରୋଗୀଙ୍କ ପାଇଁ ଏହା ଡାଇବେଟିସ ରୋଗ କୁ କଣ୍ଟ୍ରୋଲ କରିଥାଏ।ଆପଣ ଜାଣିଥିବେ ବ୍ଲଡ଼ପ୍ରେସର ଏକ ମାରାତ୍ମକ ରୋଗ ଅଟେ ଏହା ଦ୍ବାରା ଅଳ୍ପ ଦିନରେ ମରିପାରନ୍ତି।

ଏହା ଆପଣଙ୍କ ଶରୀରକୁ ଧୀରେ ଧୀରେ କମଜୋରି କରିଥାଏ।ବାସି ରୁଟି ଡାଇବେଟିସ କୁ କଣ୍ଟ୍ରୋଲ କରିଥାଏ।ବାସୀ ରୁଟି ପେଟ ଅଲସର କୁ ଭଲ କରିଥାଏ।ଯେବେ ଆମେ ବାସୀ ରୁଟି ଖୀରରେ ବୁଡାଇ ଖାଇଥାଉ ଏହା ଥଣ୍ଡା ହୋଇଥାଏ।ଏହା ଆପଣଙ୍କ ଶରୀରର ପିତ କୁ କମ କରିଥାଏ ଓ ପେଟ ର ସବୁ ସମସ୍ୟାର ର ଏହା ଆମ କୁ ମୁକ୍ତି ମିଳିଥାଏ।

ବାସି ରୁଟି ଓଜନ କମ କରିବାରେ ବେସ ଲାଭଦାୟକ ହୋଇଥାଏ।ଏହା ମଧ୍ୟରେ ଫାଇବାର ର ମାତ୍ର ଅଧିକ ହୋଇଥାଏ।ଯାହା ଆମ ଓଜନ କମ କରିବାରେ ସାହାଯ୍ୟ କରିଥାଏ।ଏହା ଥାଇରଏଡ଼ ବି ଭଲ କରିଥାଏ।ଏହି ପରି ବାସି ରୁଟି ଅନେକ ସାହାଯ୍ୟ କରିଥାଏ।ଯଦି ଏହି ଲେଖା ଆପଣଙ୍କୁ ପସନ୍ଦ ଆସୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *