March 28, 2024

Odia Express

News For Public

କିଡ୍ନୀ ରେ ଜମି ଯାଇଥିବା ସବୁ ମଇଳା କୁ ପୁରା ପୁରି ସଫା କରି ଏପରି ଭାବେ ଗମ୍ଭୀର ବେମାରି ମାନଙ୍କ ଠାରୁ ରକ୍ଷା ପାଆନ୍ତୁ…

ଆମ ଶରୀର ରେ ହୃଦୟ, ମସ୍ତିଷ୍କ ଭଳି ଆମର କିଡ୍ନୀ ବି ସମାନ ଭାବେ ମହତ୍ତ୍ୱପୂର୍ଣ ହେଇ ଥାଏ। ଏହାର ସଫେଇ ନ କରିବା ଦ୍ୱାରା ଏହା ଧୀରେ ଧୀରେ ନଷ୍ଟ ହେଇ ହେଇ ଯାଏ। କିଡ୍ନୀ ରେ କିଛି ଯଦି ଖରାପ ଥାଏ ତ ତାହା ଜଲଦି ଜଣା ପଡେ ନାହିଁ। ମାତ୍ର ଅଚାନକ ସବୁ ଗୁଣ ବହାରିଜାଏ ଯାହା କି ଆମର ମୃତ୍ୟୁ ର କାରଣ ହେଇପାରେ। ଆମ ଶରୀର ରେ କିଡ୍ନୀ ଆମର ରକ୍ତ ସଫା କରେ। ଏହା ଆମ ଶରୀର ପାଇଁ ସେତିକି ହି ମହତ୍ତ୍ୱପୂର୍ଣ ହେଇଥାଏ ଯେତିକି କି ଆମର ହୃଦୟ ଆଉ ଆମର ମସ୍ତିଷ୍କ। ଆମେ ଆମ ଦୈନନ୍ଦିନ ଜୀବନ ରେ ବହୁତ କିଛି କରିଥାଉ ବହୁତ କିଛି ଖାଇଥାଉ ମାତ୍ର ଆମକୁ ଧ୍ୟାନ ହି ନଥାଏ କି ଆମ ଶରୀର ର କିଡ୍ନୀ ଉପରେ କି ପ୍ରଭାବ ପଡୁଛି। ଆମ କିଡ୍ନୀ ରେ ପ୍ରାୟ ୧୦ ଲକ୍ଷ ପ୍ରକାର ର ନ୍ୟୁରନ ଥାଏ ଯାହା କି ପରେ ଯାଇ ଖରାପ ହେଇ ହି ଯାଏ।

ଯେଉଁ ଲୋକ ମାନେ ଅଧିକ ପରିମାଣ ରେ ଜଙ୍କ ଫୁଡ଼ ଖାଆନ୍ତି , ଯେଉଁମାନେ ଅଧିକ ନିଶ୍ୱାସକ୍ତ ଜିନିଷ ର ସେବନ କରାନ୍ତ ତଥା ଅଧିକ ପ୍ରୋଟିନ ଖାଆନ୍ତି ସେହିଭଳି ଲୋକ ମାନଙ୍କର କିଡ୍ନୀ ଜଲଦି ଖରାପ ହେବାର ଆଶଙ୍କା ଥାଏ। ଯେଉଁମାନେ ଏହି ପ୍ରକାର ଖାଦ୍ୟ ର ସେବନ କରନ୍ତି ବି ନାହିଁ ତ ସାଧାରଣ ଘର ଖାଦ୍ୟ ରୁ ବି ତାଙ୍କର କିଡ୍ନୀ ଖରାପ ହେଇ ହି ଯାଏ। ତେଣୁ କିଛି ଦିନ ରେ ଥରେ ଆମର କିଡ୍ନୀ କୁ ସଫା କରିବା ନିହାତି ଆବଶ୍ୟକ। ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣନ୍କର କିଡ୍ନୀ ସଫା କରିବାରେ ସହାୟକ ହେଇପାରେ।

କର୍ଣ୍ଣ ସିଳ୍କ:  ଆମେ ଯେତେବେଳେ ମକା ଖାଉ ତ ଆମେ ତାର ମଞ୍ଜି ଖାଇ ଦେଉ ଆଉ ତାର ମଞ୍ଜି ପାଖରେ ଲାଗିଥିବା ରେଶମ ଭଳି ପଦାର୍ଥ କୁ ଫୋପାଡ଼ି ଦେଇଥାଉ। ମାତ୍ର ଏହି କର୍ଣ୍ଣ ସିଳ୍କ ରେ ଅଲଗା ପ୍ରକାର ର ମେଡିକାଲ ପ୍ରପାର୍ଟି ମିଳିଥାଏ।

ଏହାକୁ ଆମର ହୃଦୟ ଜନିତ ରୋଗ ତଥା ପେଟ ଜନିତ ରୋଗ ଆଉ ରକ୍ତ ସଫା କରିବାରେ ବ୍ୟବହାର କରାଯାଏ। ଏଥିରେ ଭିଟାମିନ, ମିନେରାଲ ତଥା କାର୍ବୋ ହାଇଡ୍ରେଟ ଭଳି ପୋଷକ ତତ୍ତ୍ୱ ଥାଏ ଯାହା କି ଆମର ରକ୍ତ ସଫା କରେ। ତେଣୁ ଆପଣ ନିଜର କିଡ୍ନୀ ସଫା କରିବା ପାଇଁ ମକା ବାଳ ରେ ତିଆରି ଚା ପିଇ ପାରିବେ।

ଏହା କରିବା ପାଇଁ ଆପଣ ସର୍ବପ୍ରଥମେ ଏହି କର୍ଣ୍ଣ ସିଳ୍କ କୁ ଘରେ ହି ଶୁଖାଇ ଦିଅନ୍ତୁ ଯାହାଦ୍ୱାରା କି ଏହାର ରଙ୍ଗ ଖଇରିଆ ହେଇଯିବ। ତା ପରେ ଆପଣ ଏହାକୁ ଗୋଟେ ପାତ୍ର ରେ ଗୋଟେ ଗ୍ଲାସ ପାଣି ସହ ମିଶେଇ ଫୁଟେଇ ଦିଅନ୍ତୁ ଆଉ ସେହି ପାଣି କୁ ପିଅନ୍ତୁ। ଏହା ଆପଣ ପ୍ରତି ମାସ ଅଥବା ପନ୍ଦର ଦିନ ରେ ଥରେ ଖାଇବା ପରେ ଦିନକୁ ଦୁଇଥର କରିପାରିବେ। ଏହାଦ୍ୱାରା ଆପଣଙ୍କର କିଡ୍ନୀ ସଫା ହେଇଯାଏ।

Leave a Reply

Your email address will not be published. Required fields are marked *