June 19, 2024

Odia Express

News For Public

କୁମ୍ଭ ରାଶି ଵାଲା ଙ୍କର ଜୀବନରେ ଏତେ ଦୁଃଖ କଣ ପାଇଁ ଥାଏ କୁମ୍ଭ ରାଶିର ସମ୍ପୂର୍ଣ ଜୀବନର ସମସ୍ୟା..

ଆଜି ଆମେ ଆପଣଙ୍କ ପାଖରେ ଏକ ଲିଖନ ପ୍ରସ୍ତୁତ କରିବାକୁ ଯାଉଛୁ। ଆପଣଙ୍କ ପାଖରେ ଆପଣ ପ୍ରତିଜ୍ଞା ଅଛି କି ଯଦି ଆପଣ ଏହାକୁ ଶେଷ ଯାଏ ଦେଖି ନିଅନ୍ତି ତ ଆପଣଙ୍କ ଜୀବନ ରେ ଦୁଃଖ ସରିଯିବ। ଆଜି ଆମେ ଆପଣଙ୍କ ପାଖରେ କୁମ୍ଭ ରାଶି ବାବଦରେ ଏମିତି କିଛି କାରଣ କହିବାକୁ ଯାଉଛି ଯାହା କି ଶାସ୍ତ୍ରାନୁସାରେ ଉପଯୋଗୀ।  ଭୂଚକ୍ର ମଣ୍ଡଳ ର ୧୨ ରାଶି ମାନଙ୍କ ମଧ୍ୟରୁ ୧୧ତ୍ତମ ରାଶି କୁମ୍ଭ ରାଶି ହେଇ ଥାଏ। ଏହାର ସ୍ୱାମୀ ଶନିଦେଵ ଅଟନ୍ତି। ଏପରି ସ୍ଥଳ ରେ ଯଦି ଆପଣଙ୍କର ବି ନାମ ଗୁ, ଗେ, ଗୋ, ସା, ସି, ସୁ, ସେ , ଶୋ, ଦ ଇତ୍ୟାଦି ନାମରେ ଆରମ୍ଭ ହେଉଛି ତ ଆପଣଙ୍କ ଜାତକ ବି କୁମ୍ଭ ରାଶି ର ଜାତକ ହେଇ ଥାଏ। ତ ଆସନ୍ତୁ ଏପରି ଶାସ୍ତ୍ରଗତ ଭାବେ କିଛି କାରଣ ବିଷୟରେ ଚର୍ଚ୍ଚା କରିବା ଯାହା କି ଆପଣ ମାନଙ୍କ ଜୀବନ ରେ ଦୁଃଖ ର କାରଣ ହେଇ ଥାଏ।

୧: ସର୍ବପ୍ରଥମ ଶାସ୍ତ୍ରଗତ କାରଣ ଯାହା କି କୁହା ଯାଇଛି ତାହା ହେଉଛି ଆପଣଙ୍କ ଜୀବନ ରେ ଅନିୟମିତତା। ଅଧିକତ୍ତର ଭାବେ ଏହା ଦେଖା ଯାଇଛି କି କୁମ୍ଭ ରାଶି ଵାଲା ଙ୍କର ଜୀବନ ରେ କିଛି ବି ନିୟମ ନଥାଏ ଆଉ ସେମାନେ ନିୟମିତ କିଛି ବି କାମ କରନ୍ତି ନାହିଁ। ଅଧିକତ୍ତର ନିୟମ ଯାହା କି ଆପଣଙ୍କ ଦ୍ୱାରା ବନା ଯାଇଛି ତାହା ୧୫ କି ୨୦ ଦିନ ରୁ ଅଧିକ ଚାଲିପାରେ ନାହିଁ। ତେଣୁ ଆପଣଙ୍କ ଜୀବନ ରେ ନିୟମିତ କିଛି କାର୍ଯ୍ୟ ହେଇପାରେ ନାହିଁ ଆଉ ଆପଣଙ୍କୁ ଅସଫଳତା ର ସାମ୍ନା କରିବାକୁ ପଡେ ଯାହାଦ୍ୱାରା କି ଆପଣଙ୍କ ଜୀବନ ରେ ଦୁଃଖ ଭରି ରହିଥାଏ।

୨: ଦ୍ୱିତୀୟ କାରଣ ଯାହା ଦେଖାଯାଏ କି ଆପଣଙ୍କ ପାଇଁ ଅତ୍ୟନ୍ତ ଦୁଃଖ ର କାରଣ ହେଇଥାଏ ତାହା ହେଉଛି ଆପଣଙ୍କର ବିଚିତ୍ର ସ୍ଵଭାଵ। ଆଜ୍ଞା ହଁ ଯେତେ ଯାଏ ଦେଖା ଯାଇଛି କି କୁମ୍ଭ ରାଶି ଵାଲା ଙ୍କ ସହ ଜଣେ ଯେତେ ସମୟ ଯାଏ ବହୁତ ଭଲରେ କଥା ବାର୍ତା କରୁଛି ସେତେ ଯାଏ ସେମାନେ ତାଙ୍କ ଭିତରେ ଭଲ ସଂପର୍କ ରଖନ୍ତି। ମାତ୍ର ଯେତେବେଳେ ହି ଏହି ବ୍ୟକ୍ତି ତାଙ୍କର ବିପରୀତ କଥା କହିଯାଏ ତ ସେହି ବ୍ୟକ୍ତି ଏମାନଙ୍କର ଶତ୍ରୁ ହେଇ ଯାଏ। ଏହାଦ୍ୱାରା ଲୋକ ଆପଣଙ୍କ ପାଖରୁ ଦୁରକୁ ଚାଲିଯାନ୍ତି ଆଉ ଆପଣଙ୍କୁ ସମସ୍ୟା ର ସାମ୍ନା କରିବାକୁ ପଡେ।

୩: ତୃତୀୟ ଭାବେ ଏହା ଦେଖାଯାଏ କି କୁମ୍ଭ ରାଶି ଵାଲା ଭାବନ୍ତି କି ସେମାନେ କାହାରି ସହ କିପରି ବି ବ୍ୟବହାର କରନ୍ତୁ ସାମ୍ନା ଵାଲା ତାଙ୍କ ସହ ଭଲ ବ୍ୟବହାର କରିବା ଦରକାର। ଆପଣଙ୍କର ଏହି ସ୍ଵଭାଵ ଯୋଗୁ ଆପଣଙ୍କୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡେ।

ଆପଣ ସମସ୍ତ କାର୍ଯ୍ୟ କରିପାରିବେ ହେଲେ ଆପଣ ଙ୍କ ମନରେ ଗୋଟିଏ ଗୁଣ ଯାହା ବହୁତ ଅସୁବିଧା ରେ ଆପଣ ଙ୍କୁ ପକେଇ ଦେଇଥାଏ। ଆପଣ କିଛି କାର୍ଯ୍ୟ ଆରମ୍ଭ ନ କରି ଏହା ଭାବି ଦିଅନ୍ତି କି ଏହା ମୁଁ କରିପାରିବି ନାହିଁ। ହେଲେ ମନେ ରଖନ୍ତୁ ଏମିତି କିଛି କାର୍ଯ୍ୟ ନାହିଁ ଯାହା କୁମ୍ଭ ରାଶି ର ଲୋକମାନେ କରିପାରିବେ ନାହିଁ।

ତେବେ ସବୁବେଳେ ମନରେ ଆତ୍ମ ବିଶ୍ୱାସ ରଖନ୍ତୁ। ଆପଣ କେଉଁ ବି ପରିସ୍ଥିତି ହେଉ ମଧ୍ୟ ନିଜ କାର୍ଯ୍ୟ ରେ ଆଗେଇପାରିବେ ବାସ ଆପଣ କେବଳ ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ। ଆଉ ଥରେ ଆପଣଂକୁ ଜଣେଇଦେଉଛୁ ଯେ ଆପଣ ନିଜ ଭିତରେ ଥିବା ବିଶ୍ୱାସର ସହିତ ଗୋଟିଏ କାମ କରନ୍ତୁ ଦେଖିବେ ନିଶ୍ଚିତ ସଫଳ ହେବେ। ଏହା କୁମ୍ଭ ରାଶି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏମିତି କିଛି କାର୍ଯ୍ୟ ନାହିଁ ଯାହା କୁମ୍ଭ ରାଶିର ଲୋକମାନେ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *