March 26, 2024

Odia Express

News For Public

୧୯୮୦ ରୁ ୨୦୦୦ ମସିହା ଭିତରେ ଜନ୍ମ ହେଇଥିବା ଲୋକ ବାଛନ୍ତୁ ନିଜର ଜନ୍ମ ବର୍ଷ ଓ ନିଜ ବିଷୟରେ ଏହି ବଡ କଥା ଜାଣିରଖନ୍ତୁ…

ଆପଣଙ୍କର ଜନ୍ମ ତାରିଖ ଆପଣଙ୍କ ବାବଦରେ ବହୁତ କିଛି କଥା କହିଥାଏ ଏହା ଆପଣ ଆଗରୁ ଜାଣିଛନ୍ତି। ମାତ୍ର କଣ ଆପଣ ଜାଣି ଛନ୍ତି କି ଆପଣଙ୍କ ଜନ୍ମ ବର୍ଷ ତଥା ଆପଣଙ୍କ ଜନ୍ମ ମସିହା ବି ଆପଣଙ୍କ ବାବଦରେ ବହୁତ କିଛି କହିଥାଏ। ଏହି ଜନ୍ମ ବର୍ଷ ତଥା ମସିହା ନା କେବଳ ଆପଣଙ୍କ ବାବଦରେ ଅଧିକ ଖବର କହିଥାଏ ମାତ୍ର ତାହା ଆପଣଙ୍କ ବାବଦରେ କିଛି ଏପରି ରହସ୍ୟ କୁ ଉଜାଗର କରାଏ ଯାହାକୁ କି ଆପଣଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାନ୍ତି। ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କି ଏହା କିପରି ହୁଏ ମାତ୍ର ଏହା ସତ ଅଟେ। ଯଦି ଆପଣଙ୍କ ଜନ୍ମ ୧୯୮୦ ଅଥବା ତା ପର ବର୍ଷ ମାନଙ୍କରେ ହେଇଛି ତ ଆଜି ର ଲିଖନୀ ଆପଣଙ୍କ ପାଇଁ ଅଟେ ଆଉ ଆଜିର ଏହି ଲିଖନୀ ଦ୍ୱାରା ଆପଣ ଜାଣିପାରିବେ ବହୁତ କିଛି। ତ ଚାଲନ୍ତୁ ଜାଣିବା।

୧୯୮୦:  ଯେଉଁ ଲୋକ ମାନଙ୍କର ଜନ୍ମ ୧୯୮୦ ମସିହା ରେ ହେଇଛି ସେହି ଲୋକ ମାନଙ୍କର ବ୍ୟକ୍ତତ୍ତ୍ୱ ଚୁମ୍ବକୀୟ ହେଇ ଥାଏ। ଏହି ଲୋକ ମାନଙ୍କର ବନ୍ଧୁ ସେମାନଙ୍କ ପାଖରେ ଲାଗି ରହି ଥାଆନ୍ତି।

୧୯୮୧:  ୧୯୮୧ ମସିହା ରେ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କ ବାବଦରେ ଏହା କୁହା ଯାଏ କି ସେମାନେ ବହୁତ ମହତ୍ତ୍ଵାକାଂକ୍ଷୀ ଆଉ ସ୍ମାର୍ଟ ହେଇ ଥାଆନ୍ତି। ସେମାନେ ନିଜ ଜୀବନ ରେ କିଛି ବି ପରିସ୍ଥିତି କୁ ସାମ୍ନା କରି ପାରନ୍ତି। ଆପଣ ନିଜ ପରିଶ୍ରମ ଉପରେ ଭରସା କରନ୍ତି ଆଉ କାହାରି ଉପରେ ବି ଆପଣ ସହଜ ରେ ବିଶ୍ୱାସ କରନ୍ତି ନାହିଁ। ଏହି କାରଣ ପାଇଁ ଅନ୍ୟ ଲୋକ ମାନେ ଆପଣଙ୍କୁ ଆତ୍ମକେନ୍ଦ୍ରିତ ବା ସ୍ୱାରଥୀ ଭାବିବାର ଭୁଲ କରି ବସନ୍ତି।

୧୯୮୨:  ବର୍ଷ ୧୯୮୨ ରେ ଜନ୍ମ ନେଇ ଥିବା ଲୋକ ମାନଙ୍କୁ ବିଶ୍ୱାସନୀୟ ଆଉ ସ୍ନେହୀ ବୋଲି ମାନା ଯାଇଥାଏ। ଯେଉଁ ଲୋକ ମାନେ ଆପଣଙ୍କ ପାଖରେ ଅଛନ୍ତି ତଥା ଯେଉଁ ଲୋକ ମାନଙ୍କୁ ଆପଣ ସ୍ନେହ ଆଉ ପ୍ରେମ କରନ୍ତି ସେମାନଙ୍କ ପାଇଁ ଆପଣ କିଛି ବି କରିବାକୁ ପଛାନ୍ତି ନାହିଁ। ଆପଣଙ୍କର ଏହି ସ୍ଵଭାଵ ଆପଣଙ୍କୁ ଅନ୍ୟ ଲୋକ ମାନଙ୍କ ପାଖରୁ ଦୁରେଇ ରଖେ।

୧୯୮୩:  ଏହି ବର୍ଷ ରେ ଜନ୍ମ ନେଇ ଥିବା ଲୋକ ମାନଙ୍କୁ ବହୁତ ନମ୍ର ମାନା ଯାଇଥାଏ। ଆପଣ କେଉଁ ବି ଲୋକ ମାନନ୍କ ସହ ବହୁତ ସହଜ ରେ ମିଶି ଯାଆନ୍ତି ଯାହା ଦ୍ୱାରା କି ସେହି ଲୋକ ମାନେ ଆପଣଙ୍କ ଉପରେ ସହଜରେ ବିଶ୍ୱାସ କରି ନିଅନ୍ତି। ଆପଣ କାହାକୁ ବି ବିଶ୍ୱାସ କରିବା ଆଗରୁ ତା ବାବଦରେ ସବୁ କିଛି ଜାଣି ନିଅନ୍ତୁ। ଅନ୍ୟଥା ଆପଣ କଷ୍ଟ ରେ ପଡି ପାରନ୍ତି।

୧୯୮୪:  ଏହି ବର୍ଷ ରେ ଜନ୍ମ ନେଇଥିବା ବ୍ୟକ୍ତିମାନଙ୍କୁ ତାଙ୍କ ସ୍ଵଭାଵ ରୁ ହି ସକାରାତ୍ମକ ମାନା ଯାଇଛି।ନିଜର ଖୁସି ସ୍ଵଭାଵ ଯୋଗୁ ଆପଣ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ଲୋକପ୍ରିୟ ଥାଆନ୍ତି।

୧୯୮୫: ଏହି ଲୋକମାନେ କେବଳ ନିଜ ହୃଦୟ ର ହି ଶୁଣନ୍ତି ଆଉ କାହାରି ଉପଦେଶ ନେବାକୁ ଜମା ବି ଚେଷ୍ଟା କରନ୍ତି ନାହିଁ।

୧୯୮୬: ଏହି ବର୍ଷ ଜନ୍ମିଥିବା ବ୍ୟକ୍ତିମାନେ ବହୁତ ସ୍ୱତନ୍ତ୍ର ବିଚାରଧାରା ଥିବା ବ୍ୟକ୍ତି ଅଟନ୍ତି ଯିଏ କି କାହାରି ବି ପ୍ରେସର ରେ ଆସିକି କାମ କରିବା ଠିକ ଭାବନ୍ତି ନାହିଁ।

୧୯୮୭: ଏହି ଲୋକମାନଙ୍କ ବାବଦରେ ଏହା କୁହାଯାଇଛି କି ସେ ଯାହାକୁ ପ୍ରେମ କରନ୍ତି ତାଙ୍କୁ ତାଙ୍କ ବ୍ୟତୀତ ଆଉ ଲେହି ନଜର ଆସେ ନାହିଁ। ଆପଣ ପ୍ରକୃତରେ ବହୁତ ସଚୋଟ ହେଇଥାନ୍ତି।

୧୯୮୮: ଏହି ଲୋକମାନେ ସ୍ଵଭାଵ ରୁ ବହୁତ ରୋମାଣ୍ଟିକ ଥାଆନ୍ତି ମାତ୍ର ଜୀବନସାରା ମସ୍ତି କରିବା ମୂଡ଼ ରେ ଥାଆନ୍ତି।

୧୯୮୯: ଏହି ବର୍ଷ ଜନ୍ମିଥିବା ଲୋକ ଅତ୍ୟନ୍ତ ମହତ୍ତ୍ଵାକାଂକ୍ଷୀ ଆଉ ଦୃଢ଼ ନିଶ୍ଚିତ ହେଇଥାନ୍ତି।

୧୯୯୦: ଏହି ବର୍ଷ ଜନ୍ମିଥିବା ଲୋକମାନେ ଭାବନାତ୍ମକ ଥାଆନ୍ତି ତେଣୁ ତାଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି।ନଚେତ ଲୋକ ଆପଣଙ୍କ ଏହି ଭଲ ଗୁଣର ଫାଇଦା ଉଠେଇ ପାରନ୍ତି

୧୯୯୧: ଏହି ଲୋକମାନେ ଅତ୍ୟନ୍ତ ରାଚାନାତ୍ମକ ଆଉ ଭାବନାତ୍ମକ ହେଇଥାନ୍ତି ଯିଏ କେବଳ ନିଜ ଉପରେ ବିଶ୍ୱାସ କରନ୍ତି।ଏମାନେ ନିଜର ଗୁରୁଜନ ଙ୍କୁ ସବୁବେଳେ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି | ବାପା ମା ଏମାନଙ୍କ ପାଇଁ ଚଳନ୍ତି ଭଗବାନ ହେଇଥାନ୍ତି

୧୯୯୨: ଏହି ଲୋକମାନଙ୍କ ଭିତରେ ଏକ ଏପରି ଦକ୍ଷତା ଥାଏ ଯାହା କି ସେମାନଙ୍କ ସଫଳତା ର କାରଣ ହେଇଥାଏ।ନିଜେ ବହୁତ ପରିଶ୍ରମ କରନ୍ତି ଓ ସଫଳ ମଧ୍ୟ ହୁଅନ୍ତି ଏହି ବର୍ଷ ଜନ୍ମ ହେଇଥିବା ଲୋକ

୧୯୯୩: ଏହି ଲୋକମାନଙ୍କର ମସ୍ତିଷ୍କ ବହୁତ ସ୍ପୀଡ଼ ଥାଏ ଆଉ ସେମାନେ ସଭିଙ୍କ ସାମ୍ନା ରେ ନିଜର ଭୁଲ ସ୍ୱୀକାର କରନ୍ତି।ସେମାନେ କ୍ଷମତା ତଥା ବ୍ୟକ୍ତିତ୍ତ୍ୱ ର ଧନୀ ହେଇ ଥାଆନ୍ତି ଆଉ ସେମାନେ ନିଜ ଭିତରେ ଲୁଚିଥିବା ଅହଂ ତଥା ଘମଂଡ ର ମନୋଭାବ କୁ ନିୟନ୍ତ୍ରଣ ରଖିବାକୁ ଚାହାନ୍ତି।

୧୯୯୪: ଏହି ବର୍ଷ ରେ ଜନ୍ମିଥିବା ଲୋକମାନେ ଏତେ ଆକର୍ଷଣୀୟ ହେଇଥାନ୍ତି କି ଲୋକ ଆପଣଙ୍କ ପାଖରେ ରହିବାକୁ ସଦା ଚେଷ୍ଟା କରନ୍ତି। ଆପଣଙ୍କ ପାଖରେ ରହିବାକୁ ଚାହାନ୍ତି।ନିଜ ଜୀବନରେ କିଛି ବଡ କରିବାର ଜୋସ ସବୁବେଳେ ଏମାନଙ୍କ ପାଖେ ଥାଏ |ଗୁରୁଜନଙ୍କୁ ବହୁତ ସଂମାନ କରନ୍ତି ଏମାନେ

୧୯୯୫: ଏହି ଲୋକମାନଙ୍କର ଜୀବନ ଉପରେ ସର୍ବଦା ସକାରାତ୍ମକ ଭାବନା ଥାଏ ଆଉ ଖରାପ ରୁ ଖରାପ ପରିସ୍ଥିତି ରେ ବି ଆପଣଙ୍କ ନଜର ବଦଳି ନଥାଏ।ଅନ୍ୟ ଲୋକଙ୍କ ଠାରୁ କିଛି ଭିର୍ଣ୍ଣ କରିବା ଏମାନଙ୍କର ମୂଳ ଲକ୍ଷ |ଧାଡ଼ିରୁ ସବୁବିଳେ ଦୂର ରେ ରୁହନ୍ତି ଏମାନେ

୧୯୯୬:  ଏହି ଲୋକମାନଙ୍କ ଭିତରର ପ୍ରାକୃତିକ ଗୁଣ ବହୁତ ଭରା ଅଛି। ଆପଣଙ୍କୁ ବୌଦ୍ଧିକ ଦୁନିଆ ସହ ପ୍ରକୃତ ପ୍ରେମ ଅଛି।ଏହି ବର୍ଷର ପିଲା ଖୁବ ଈଶ୍ୱର ବିଶ୍ୱାସୀ ଅଟନ୍ତି | ଏମାନେ ନିଜ ଉପରେ ଖୁବ ଭରସା କରନ୍ତି

୧୯୯୭: ଆପଣ ଯାହାକୁ ବି ପ୍ରେମ କରୁଛନ୍ତି ତାଙ୍କ ସହ ସଦା ସାଥ ରହିବେ। ଆପଣ ସବୁ ଜାଣିବା ପରେ ହି କିଛି ନିଷ୍ପତ୍ତି ନେଇଥାନ୍ତି।ଏମାନେ ଠାରେ ଯାହାକୁ ନିଜର କରିଦେଲେ ଜୀବନସାରା ସେମାନଙ୍କୁ ନିଜର ବୋଲି ଭାବନ୍ତି

୧୯୯୮: ଆପଣ ବହୁତ ରାଚାନାତ୍ମକ ଆଉ ବୁଦ୍ଧିମାନ ଅଟନ୍ତି। ଏହା ସହ ହି ଆପଣ ଅତ୍ୟନ୍ତ ଆତ୍ମା ବିଶ୍ୱାସୀ।ଏମାନଙ୍କ ସହ ବିଶ୍ୱାସଘାତକ କଲେ ଏମାନେ କଷ୍ଟ ସହି ପାରନ୍ତି ନାହିଁ |ଓ ଧୀରେ ଧୀରେ ସେ ଲୋକ କୁ ଭୁଲିଯାନ୍ତି

୧୯୯୯: ଏହି ବର୍ଷରେ ଜନ୍ମିଥିବା ଲୋକଙ୍କର ସେନ୍ସ ଅଫ ହ୍ୟୁମର ବହୁତ ଭଲ ହେଇଥାଏ। ଆପଣ ଅତ୍ୟନ୍ତ ବୁଦ୍ଧିମାନ ହେଇଥାନ୍ତି।ନିଜ ବୁଦ୍ଧି ବଳରେ ବିଶ୍ୱା ବିଜେତା ହେବା ପାଇଁ ସବୁବେଳେ ସେ ଚେଷ୍ଟା କରନ୍ତି

୨୦୦୦: ଏହି ବର୍ଷରେ ଜନ୍ମିଥିବା ଲୋକ ଅତ୍ୟନ୍ତ ଗୁଣି ଆଉ ଆତ୍ମବିଶ୍ୱାସୀ ହେଇଥାନ୍ତି। ଆପଣ ସେହି ଲୋକମାନଙ୍କୁ ଘୃଣା କରନ୍ତି ଯେଉଁମାନେ ମିଛ କୁହନ୍ତି।

Leave a Reply

Your email address will not be published. Required fields are marked *