April 23, 2024

Odia Express

News For Public

ମଝି ଆଙ୍ଗୁଠି ରୁ ଭାବିଷ୍ୟତ ଜାଣିରଖନ୍ତୁ – ଜାଣନ୍ତୁ କିଛି ନୂଆ କଥା ଯାହାଙ୍କ ଅଙ୍ଗୁଟି ଏପରି ବଙ୍କା ହେଇ ସାନ ଆଙ୍ଗୁଠି ଆଡକୁ ରହୁଛି…

ଆପଣ କେବେ ନିଜ କିମ୍ବା ଚିହ୍ନା ପରିଚ ଲୋକ ଆଙ୍ଗୁଳି ଉପରେ ଧ୍ୟାନ ଦେଇଛନ୍ତି କି କେଉଁଠି ଧ୍ୟାନ ଦେବେ ଆମେ ଆପଣଙ୍କୁ କହିଦଉଛୁ ଆପଣଙ୍କ ଅଙ୍ଗୁଳିର ନଖ ତଳକୁ ଯେଉଁ ଗଣ୍ଠି ଅଛି ଦେଖିବେ କି ସେଇଟା ପରସ୍ପର ଉପରକୁ ଢଳି ରହିଥାଏ। ଫାସିସି ଆଙ୍ଗୁଳି ଯେମିତି କାଣି ଆଙ୍ଗୁଳି ଆଡକୁ ନଇଁ ରାହିଥାଏ। ମଝି ଅଙ୍ଗୁଳି ଯେମିତି ଫାସି ଆଙ୍ଗୁଳି ଆଡକୁ ନଇଁ ରହିଥାଏ ଓ ବିଶି ଆଙ୍ଗୁଳି ଯେମିତି ମଝି ଆଙ୍ଗୁଳି ନଇଁ ରହିଥାଏ। ଏହି ତିନିଟି ଆଙ୍ଗୁଳି ଅସାମାନ୍ୟ ଭାବେ ଛୋଟ ଆଙ୍ଗୁଳି ଆଡକୁ ନଇଁ ରହିଥାଏ କିମ୍ବା ଆପଣଙ୍କ ଚିହ୍ନା ପରିଚିତ ବ୍ୟକ୍ତିଙ୍କ ସହ ଏମିତି ହୋଇଥାଏ ଆମେ ତମ ବିଷୟରେ ତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ ଧ୍ୟାନଦେଇ ଶୁଣିବେ।

କେମିତି ହୋଇଥାନ୍ତେ ଏ ଲୋକ ସଚ୍ଚୋଟ ପାଣିଆ ଯଦି ଆକଳନ କରାଯାଏ ତେବେ ଆପଣଙ୍କୁ ଜଣା ପଡିବକି ଆପଣ ବହୁତ ଜିଦିଆ ଅଟନ୍ତି ସେଇଟା ବି ଯୁକ୍ତାତ୍ମକ କ୍ଷେତ୍ରରେ ବହୁତ ବୁଝଲା ସୁଝିଲା ବ୍ୟକ୍ତି ତମେ କିନ୍ତୁ ନିଜ ଭବିଷ୍ୟ ପ୍ରତି ସେତିକି ସନ୍ଦେହରେ ଅଛ ଜଣାନାହିଁ କଣ ହେବ ଆପଣ ଏହାକୁ ନେଇ ବହୁତ ଚିନ୍ତିତ ରହିବେ।ସାହସ ଆପଣଙ୍କ ପାଖରେ ବହୁତ ଅଛି ଆପଣ ଜିତିବା ଆପଣଙ୍କ ଏକ ମାତ୍ର ଲକ୍ଷ ଅଟେ।ଜିତିବା ଆପଣଙ୍କ ଏକ ମାତ୍ର ଜୁନୁନ ଅଟେ ସେଥିପାଇଁ ଆପଣ କୌଣସି ବି ସଚ୍ଚୋଟ ରାସ୍ତା ଆପଣେଇବେ ଆପଣ କୌଣସି ଖରାପ ରାସ୍ତା ଅପଣେଇ ପାରିବେନି। ଆପଣଙ୍କୁ ବାରମ୍ବାର ଧୋକା ମିଳିଥାଏ ଜୀବନରେ ଖାସ କରି ଭଲପାଇବା କିମ୍ବା ଦମ୍ପତ୍ୟ ଜୀବନରେ ଏ ଦୁଇଟି ଆପଣଙ୍କ ପାଇଁ ବହୁତ କଠିନ ଭରା ଅଟେ।

ବାହାଘରରେ ଅସୁବିଧା ଭଲପାଇବା ଜୀବନରେ ଅସୁବିଧା ହୋଇଥାଏ ଆପଣଙ୍କ ଜୀବନରେ ଏକୁଟିଆ ପଣ ବହୁତ ରହିଥାଏ। ସବୁବେଳେ ଆପଣ ବହୁତ ବଡ ଭିଡ ଭିତରେ ନିଜକୁ ସବୁବେଳେ ଏକୁଟିଆ ପାଇବେ ଆପଣ ଏକୁଟିଆ ହିଁ ରହିଯାନ୍ତି। ଆଉ ଗୋଟିଏ ଡର ରହିଥାଏ ଯେଉଁଟାକି ଆପଣଙ୍କ ଭିତରେ ବସିଯାଇଛି ଯେଉଁଟାକି ଆପଣ ନିଜେ ନିଜକୁ ଡରନ୍ତି ଆପଣ ଚାହୁଁଛନ୍ତି ଲୋକଙ୍କ ସହ ମିଶିବା ଲୋକଙ୍କୁ ବୁଝିବା ବୁଝାବଣା ବି କରନ୍ତି ତଥାପି ଆପଣଙ୍କୁ ସେଇଟା ମିଳେନି ଆପଣ ଯେଉଁଟା ଛାହୁଁଛନ୍ତି, କାହିଁକି ମିଳେନି କଣ ଆମେ ଏଇଟା ଭାଗ୍ୟ ସହ ଯୋଡିବା ଉଚିତ ନା ଆମେ ଯୋଉଟା କରୁଛେ ଆମ ଗୁଣ ର ଦୋଶ ଅଟେ ଏହାକୁ ଆମେ କଣ ମାନି ନେବା ଜ୍ୟୋତିଷ ଶାସ୍ତ୍ର ମତରେ ଆମେ ଦେଖିଲେ ଆପଣଙ୍କ ହାତକୁ ଆପଣଙ୍କ ହାତରେ ରେଖା କହୁଛି କି ଯେତେବେଳେ ଏମିତି ଆଙ୍ଗୁଳି ହୋଇଯାଏ ବ୍ୟକ୍ତିର ଚରିତ୍ର କେମିତି ହୋଇଥାଏ।

କୋୖଣସି ଜ୍ୟୋତିଷ ଗୁରୁ ତା ଶିଷ୍ୟ କିମ୍ବା କୌଣସି ଶାସ୍ତ୍ର ରେ ଏ ବିଷୟରେ ଲେଖା ହୋଇଥିବ କେଉଁଠି ନା କେଉଁଠି ଆପଣ ତାକୁ ଯାଉଛନ୍ତି ଅସୁବିଧା କୋଉଠି କିମ୍ବା ଆପଣ ତାକୁ ନିଜେ ଅଙ୍ଗେ ଲିଭେଇ ଛନ୍ତି। ସେଥିପାଇଁ ଆମେ ଏ କଥାକୁ ବେସି ଖୋଲିକି କହୁନୁ ଠିକ ଅଛି ଏ କଥାକୁ ସମସ୍ତଙ୍କ ଆଗରେ ଖୋଲି କହିବବାଟା ଠିକ ହେବ ନାହିଁ।

ଆପଣ ନିଶ୍ଚିତ ରୂପରେ ନିଜ ମନକୁ ପଚାରନ୍ତୁ ଆପଣ ଜାଣି ପାରିବେ କାହିଁକି ନା ଏହାର କୌଣସି ସମାଧାନ ନାହିଁ।ଏହାକୁ ଅପଣଙ୍କୁ ନିଜକୁ ଠିକ କରିବାର ଅଛି।ଏଟା ଠିକ କେମିତି ହେବ ନିଜ ଉପରେ ବିଶ୍ୱାସ ରଖିବା ଦ୍ୱାରା ନିଜ ଉପରେ ବିଶ୍ୱାସ ରଖ ସବୁପରିସ୍ଥିତି ଆପଣଙ୍କ ଠିକ ହେଇ ଯିବ।୧୮ବର୍ଷରୁ ନେଇ ୩୧ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ବହୁତ ହଇରାଣ କରେ ଏ ପରିସ୍ଥିତି ତାପରେ ଆପଣଙ୍କ ପରିସ୍ଥିତି ଠିକ ହୋଇଯାଏ ଆପଣଙ୍କ ବୈବାହିତ ଜୀବନ ତିନି ବର୍ଷ ପାଇଁ ଠିକ ରାହୀନଥାଏ ତାପରେ ଏଇଟା ଠିକ ହୋଇଯାଏ।ଏମିତିଆ ଲୋକ ପୁଅ ବା ଝିଅ ଚାକିରି କ୍ଷେତ୍ରରେ ବହୁତ ଆଗକୁ ଯାନ୍ତି।

ସେମାନେ ବେପାରର ରିସ୍କ ନିଅନ୍ତି ନାହିଁ।ଯେଉଁମାନେ ଚାକିରୀ କରନ୍ତି ବହୁତ ପାରିଶ୍ରମିକ ଅଟନ୍ତି।ଆଉ ପରିଶ୍ରମ ଦ୍ୱାରା ବହୁତ ବଢିଆ ଉଚ୍ଚତା ଛୁଇଁ ନିଅନ୍ତି ନିଜ ପରିବାର ପାଇଁ ବହୁତ ବେସି ସମର୍ଥକ ଅଟନ୍ତି। ପରିବାର ପାଇଁ କିଛି କରିବାର ଜିଦି ରଖିବା ଲୋକଅଟନ୍ତି ସବୁବେଳେ ନିଜର ଠିକ ପାଇଁ ବା ଭଲ ପାଇଁ କରିବାକୁ ଠିକ ଭାବନ୍ତି ଯାହା ଫଳରେ କି ନିଜ ଜୀବନ ଚାଲି ଯାଉପଛେ ନିଜ ପରିବାର ଦାଗ ନାଲାଗୁ ମାନ ସନ୍ନମାନ ଠିକ ରହୁ ବେସି ପଇସା ବି ଦରକାର ନାହିଁ କିନ୍ତୁ ଏତିକି ଦରକାର କି ସମ୍ମାନ ସହ ରହିବା ଦରକାର।

ବହୁତ ଖୋଲା ସ୍ୱଭାବର ଅଟନ୍ତି କୌଣସି କଥାକୁ ବହୁତ ସମୟ ପର୍ଯ୍ୟନ୍ତ ନିଜ ମୁଣ୍ଡରେ ରଖନ୍ତି ନାହିଁ।କେବେ କିଛି ବେସି ପାଇବାର ଲୋଭ ନଥାଏ ତଥାପି ସେ ଅସୁବିଧାର ସମ୍ମୁଖିନ କରିଥାନ୍ତି ତାର ଉପଚାର ବି ତମ ନିଜ ଭିତରେ ଥାଏ ବାସ ତାକୁ ଖୋଜିବା ଦରକାର ଅଟେ।

Leave a Reply

Your email address will not be published. Required fields are marked *