December 10, 2023

Odia Express

News For Public

ସାଇକେଲ ରେ ବାପାଙ୍କୁ ବସେଇ ଯାଉଥିଲା ଏହି ୧୫ ବର୍ଷର ଝିଅ – କାରଣ ଜାଣିଲେ ଆପଣ ମଧ୍ୟ କହିବେ ସବାସ ଝିଅ…

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଘଟଣା କହିବାକୁ ଯାଉଛୁ ଯେଉଁଥିରେ କି ଏକ ୧୫ ବର୍ଷ ର ଝିଅ ତାର କ୍ଷତ ବାପା ଙ୍କୁ ଧରିକି ସାଇକେଲ ରେ ଗୁଡ଼ଗାଁଓ ରୁ ବିହାର ଯାଏ ଆସିଗଲା। ଏଠାରେ ଆମେ ଆପଣଙ୍କ କହିବୁ କି ତାର ବାପାଙ୍କ ଦେହ କ୍ଷତ କିପରି ହେଲା ଆଉ ସେ ଝିଅ କେତେ ସମୟ ଧରି ସାଇକେଲ ରେ ତାର ବାପାଙ୍କୁ ବୋହିଲା ଆଉ ତାକୁ କେତେ ସମୟ ଲାଗିଲା। ଏହା ସମସ୍ତ ଘଟଣା ଆଜି ଆମେ ଆପଣଙ୍କ ସହ ଚର୍ଚ୍ଚା କରିବାକୁ ଯାଉଛୁ।ଆମେ ଆମ ସମାଜ ରେ ଝିଅ ମାନଙ୍କୁ ବହୁତ ଛୋଟ ମନୋଭାବ ରେ ଦେଖୁ ଆଉ ସେମାନଙ୍କୁ ଘରୁ ବାହାରକୁ ବି ବାହାରିବାକୁ ଦେଇ ନଥାଉ। ମାତ୍ର ଆଜିର୍ବେହି ଝିଅ ଏତେ ବଡ଼ ବାଟ ଆସିଛି ସେ ବି ନିଜର ବାପାଙ୍କୁ ଧରି ଆଉ ତାହା ବି ସାଇକେଲ ରେ। ଆଜି ଆମେ ଆପଣଙ୍କ ପାଖରେ ସେହି ସମସ୍ତ କଷ୍ଟ ତଥା ଯନ୍ତ୍ରଣା କହିବାକୁ ଯାଉଛୁ। ତ ଚାଲନ୍ତୁ ଜାଣିବା।

ଜ୍ୟୋତି ନାମକ ଏହି ଝିଅ ଜିଏ ଜି ଜଣେ ସ୍କୁଲ ଛାତ୍ରୀ ଅଟେ। ସେ ଲକଡାଉନ ରେ ଆଉ ସ୍କୁଲ ଯାଇପାରୁ ନଥିଲା। ମାତ୍ର ତାର ବାପା ଜଣେ ରିକ୍ସା ଚାଳକ ଥିଲେ। ସେ ଇ ରିକ୍ସା ଚଳାଉ ଥିଲେ। ମାତ୍ର ଲକଡାଉନ ସମୟରେ ତାଙ୍କର ରିକ୍ସା ଆଉ ଚାଲୁ ନଥିବା ରୁ ସେ ଆଉ ପଇସା କମେଇ ପାରୁ ନଥିଲେ। ତାଙ୍କର ଭଡା ଘର ଅଛି ତେଣୁ ସେ ଭଡା ବି ଦେଇ ପାରୁ ନଥିଲେ। ଏହି ସମୟରେ ତାଙ୍କର ଘର ମାଲିକ ବି କହିଲେ କି ଆପଣ ଭଡା ଦିଅନ୍ତୁ ନହେଲେ ଘରୁ ବାହାରି ଯାଆନ୍ତୁ।

ଏହି ସମୟରେ ତାଙ୍କର ଝିଅ ଜ୍ୟୋତି ଗୁଡ଼ଗାଁଓ ରୁ ବିହାର କେବଳ ସାଇକେଲ ରେ ପହଁଚିଲେ । ତାଙ୍କ ବାପାଙ୍କର ବ୍ୟାକ ରେ ଆଘାତ ଲାଗିଥିଲା। ଯାହା ଦ୍ୱାରା ସେ ନା ତ କାମ କରି ପାରିଥିଲେ ଆଉ ନା ହି କିଛି ସାଇକେଲ ଚଲେଇବା କୁ ପାରଙ୍ଗମ ଥିଲେ। ସେ ବାସ ବସିଲେ ଆଉ ତାଙ୍କ ଝିଅ ପ୍ରାୟ ୧୨୦୦ କିମି ସାଇକେଲ ରେ ଚଳେଇ ତାଙ୍କୁ ଆଣିଲା।

ଘରେ ପହଂଚିବା ଜରୁରୀ ଥିଲା ତ ତାଙ୍କର ଝିଅ ଜ୍ୟୋତି ଏହି ଦାୟତ୍ୱ ନିଜ ମୁଣ୍ଡକୁ ନେଲା। ଜ୍ୟୋତି ୱବେ ବିହାର ରେ ନିଜ ଗ୍ରାମ ରେ ପହଂଚି ସାରିଛି ଆଉ ସେ କହିଲା କି ମୋତେ ଘରେ ହି କ୍ୱାରେଣ୍ଟାଇନ ରେ ରଖା ଯାଇଛି ଆଉ ବାପାଙ୍କୁ କ୍ୱାରେଣ୍ଟାଇନ ସେକ୍ଟର ରେ ରଖା ଯାଇଛି। ଏବେ ସେ କହିଲା କି ତାକୁ ଚାଲୁଥିବା ସମୟରେ ଡର ଲାଗୁଥିଲା ମାତ୍ର ସେ କରିବା ପାଇଁ ସକ୍ଷମ ହେଇଗଲା। ହାଇ ୱେ ରେ ଅନେକ ଶ୍ରମିକ ମାନଙ୍କ ଦେଖିବା ପରେ ତା ଭିତରେ ଆତ୍ମବିଶ୍ୱାସ ବଢିଗଲା।

Leave a Reply

Your email address will not be published. Required fields are marked *