December 7, 2023

Odia Express

News For Public

ସକାଳୁ ଖାଲିପେଟରେ କଞ୍ଚା ରସୁଣ ଖାଇବା ଦ୍ୱାରା ମିଳିଥାଏ ଏପରି ଲାଭ ଯେ ଜାଣିଲେ ଆପଣ ସବୁବେଳେ କହିବେ ସକାଳୁ ରସୁଣ ଖାଇବା ପାଇଁ…

ଆପଣମାନେ ଯଦି ଏକ ସୁସ୍ଥ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ କିଛି ଏପରି ଜିନିଷ ଖାଉବାକୁ ହେବ ଯାହା କି ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ତା ଭିଅତୃ ଗୋଟେ ଜିନିଷ ହେଉଛି ରସୁଣ। ସେହି ରସୁଣ ଯାହା କି ଆମେ ପରିବା ତଥା ତରକାରୀ ରେ ବ୍ୟବହାର କରିଥାଉ। ମାତ୍ର ଏହାକୁ କଞ୍ଚା ଖାଇବାରେ ଅନେକ ଫାଇଦା ଅଛି। ଯଦି ଆପଣ ତାକୁ ସକାଳୁ ଖାଲି ପେଟରେ କଞ୍ଚା ଖାଇବେ ତ ତାହା ଅତ୍ୟନ୍ତ ଫାଇଦା ଦେବାକୁ ଯାଉଛି। ଆଜିର ଏହି ଲିଖନ ରେ ଆପଣଙ୍କୁ ଆମେ ୨ଟି କଥା କହିବୁ, ପ୍ରଥମ କଥା ହେଉଛି କି କଞ୍ଚା ରସୁସ ଖାଇବା ଦ୍ୱାରା କି ଫାଇଦା ହେଇଥାଏ ଆଉ ଦ୍ଵିତୀୟ କଥା କି କେଉଁ ପରିସ୍ଥିତି ରେ ରସୁଣ ଖାଇବା ଜମା ବି ଉଚିତ ନୁହଁ।

ଆପଣ ନିଜର ଜୀବନ ଯାପନ କୁ ବହୁତ ଭଲ ତଥା ସ୍ଵସ୍ଥ କରିବା ପାଇଁ ବହୁତ ସନେ ଦେଉଛନ୍ତି ତ ଆଜି ଏହି ଜିନିଷ କୁ ଜାଣିବା ପାଇଁ ବି ଆପଣ ଟିକେ ସମୟ ବାହାର କରନ୍ତୁ। ରସୁଣକୁ ଆୟୁର୍ବେଦରେ ଏକ ଔଷଧି ଭାବେ ମାନା ଯାଇଛି ଆଉ ଏହାର ସେବନ ଦ୍ୱାରା ଆମ ଶରୀର କୁ ଅନେକ ଫାଇଦା ମିଳିଥାଏ। ତେଣୁ ଆପଣ ମାନେ ସର୍ବ ପ୍ରଥମେ ସକାଲୁ ଉଠି ଏକ ପାଖୁଡା ରସୁଣ କଞ୍ଚା ଖାଆନ୍ତୁ। ଏହାକୁ ଖାଇବାରେ ଆଅଅଁଙ୍କ ପ୍ରଥମେ ଅସୁବିଧା ହେବ ମାତ୍ର ଏହାର ଫାଇଦା ବହୁତ ଅଟେ। ଆସନ୍ତୁ ଜାଣିବା।

୧: ସର୍ଦ୍ଦି ତଥା କାଶ ରୁ ମୁକ୍ତି ମିଳେ। ରସୁଣ ଖାଇବା ଦ୍ୱାରା ଆପଣଙ୍କ ସର୍ଦ୍ଦି ତଥା କାଶ ପୁରା ପୁରି ଦୂର ହେଇଯିବ। ଆପଣ ଛୋଟ ଛୁଆ ମାନଙ୍କୁ ବି ଅଧା ପାଖୁଡା ରସୁଣ ଦେବାଦ୍ୱାରା ତାଙ୍କର ସର୍ଦ୍ଦି ତଥା କାଶ ପୁରା ପୁରି ଦୂର ହେଇଯିବ।

୨: ପେଟ ସଂବନ୍ଦୀୟ ସମସ୍ୟା:ଆଜିକାଲି ଏସିଡିଟି ତଥା ଗ୍ୟାସ ହେବା ଏକ ଅତ୍ୟନ୍ତ ସାଧାରଣ ବେମାରି ଅଟେ ଆଉ ଯଦି ଆପଣ ଏହାଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଆପଣ ସବୁଦିନ ଏକ ରସୁଣ ନିଶ୍ଚୟ ଖାଆନ୍ତୁ।

୩: କଣ ଆପଣ ଜାଣିଛନ୍ତି କି କ୍ୟାନ୍ସର କେତେ ବଡ଼ ରୋଗ ଅଟେ ଆଉ ଏହାପାଇ କେତେ କୋଟି ଟଙ୍କା ଖର୍ଚ୍ଚ ହୁଏ। ଆପଣ ଯଦି ଚାହୁଁଛନ୍ତି କି ଆପଣଙ୍କୁ କ୍ୟାନ୍ସର କେବେ ବି ନ ହଉ ତ ଆପଣ ବି ସବୁଦିନ ରସୁଣ ଖାଆନ୍ତୁ।

୪: ଯଦି ଆପଣଙ୍କ ଦାନ୍ତ ରେ ଦରଜ ହେଉଛି ତ ଆପଣ ରାତିରେ ଶୋଇବା ଆଗରୁ ରସୁଣ ଖାଇକି ସୁଅନ୍ତୁ।

୫: ଯାହାଙ୍କର ଉଚ୍ଚ ରକ୍ତ ଚାପ ଅଛି ସେମାନେ ରସୁଣ ଖାଇ ଏହାକୁ ଦୂର କରିପାରିବେ।  କିଛି ଲୋକ ଅଛନ୍ତି ଯେଉଁମାନେ ରସୁଣ ଖାଇବା ଜମା ଉଚିତ ନୁହଁ। ଲୋ ପ୍ରେସର ଵାଲା ଲୋକ, ଗର୍ଭବତୀ ମହିଳା ଆଉ ଲିଭର ଖରାପ ଥିବା ଲୋକ ରସୁଣ ଚୋବେଇବା ଜମା ଉଚିତ ନୁହଁ।

Leave a Reply

Your email address will not be published. Required fields are marked *