December 9, 2023

Odia Express

News For Public

ବହୁତ ବଡ଼ ଖୁସିର ଖବର :- ଜିଓର ମାଲିକ ମୁକେଶ ଅମ୍ବାନି ବାଇକ ଚାଳକ ମାନଙ୍କୁ ଦେଲେ ବଡ଼ ଉପହାର…

ବଡ଼ ଖୁସି ଖବର : ମୁକେଶ ଅମ୍ବାନୀ ବାଇକ ଚଳକଙ୍କୁ ଦେଲେ ଏହି ସୁନ୍ଦର ଉପହାର। ବନ୍ଧୁଗଣ ଆପଣ ଜାଣିଥିବେ ଦୁର୍ଘଟଣାରେ ଏବେ ବହୁତ ଲୋଙ୍କର ଜୀବନ ଯାଉଛି। ଭାରତରେ ସବୁଠାରୁ ଅଧିକ ରାସ୍ତା ଦୁର୍ଘଟଣା ହୁଏ। ଭାରତରେ ପ୍ରତିଦିନ ପାଖା ପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ। ତା ମାନେ ପ୍ରତି ୧ ଘଣ୍ଟାରେ ୧୬ ଦୁର୍ଘଟଣା ହୋଇଥାଏ। ଏହାକୁ ଆଖି ଆଗରେ ରଖି ଜିଓର ମାଲିକ ମୁକେଶ ଅମ୍ବାନୀ ବାଇକ ଚାଳକଙ୍କୁ ଏକ ଭଲ ଉପହାର ଦେଇଛନ୍ତି। ତେବେ ସେହି ଉପହାର ଟି କଣ ଆମେ ଆଜି ଆପଣଂକୁ ଏହି ଆର୍ଟିକିଲରେ କହିବୁ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଦୁର୍ଘଟଣାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ମୁକେଶ ଅମ୍ବାନୀ ରିଲିଆନ୍ସ କବଚ ନାମକ ଏକ ସୁରକ୍ଷା କିଟ ଲଞ୍ଚ କରିଛନ୍ତି। ଏହି କିଟରେ ଆପଣଂକୁ ହେଲମେଟ, କାନ୍ଧର ସୁରକ୍ଷା ପାଇଁ ଯାକେଟ ଏବଂ ହାତର ସୁରକ୍ଷା ପାଇଁ ଗ୍ଲୋବ୍ସ ଏବଂ ଗୋଡ଼ର ସୁରକ୍ଷା ପାଇଁ ଗାର୍ଡ ଦିଆଯାଉଛି।

ଏହି ସବୁ ଜିନିଷ ଆନ୍ତର୍ଜାତିକ ସ୍ତରରେ ଅଟେ। ଏହି କିଟ ପ୍ରସ୍ତୁତ କରି କମ୍ପାନୀ କୁ ପାଖା ପାଖି ୫୦,୦୦୦ ଟଙ୍କା ପଡୁଛି,ହେଲେ କମ୍ପାନୀ ଏହାକୁ ୧୨,୦୦୦ ଟଙ୍କାରେ ଉପଲବ୍ଧ କରାଇବ। ଏହା ସହିତ ନିଜ କର୍ମଚାରୀ ମାନଙ୍କୁ କିସ୍ତିରେ କିଣିବାକୁ ମଧ୍ୟ ଅନୁମତି ଦେବ।

ରିଲିଆନ୍ସର ଏହି ପଦକ୍ଷେପ ବହୁତ ଗ୍ରହଣ ଯୋଗ୍ୟ ଅଟେ। ଅନ୍ୟ କମ୍ପାନି ମାନଙ୍କୁ ମଧ୍ୟ ଏହି କ୍ଷେତ୍ରରେ ବିଚାର କରିବା ଆବଶ୍ୟକ ଅଟେ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଟିକିଲ କୁ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ନିଜର ମତାମତ ଆମକୁ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *