December 10, 2023

Odia Express

News For Public

ଭାରତୀୟ ରେଳର ଡିଜେଲ ଇଞ୍ଜିନ କେତେ ଏଭରେଜ ଦେଇଥାଏ – ଏବେ ଜାଣିରଖନ୍ତୁ କିଲୋମିଟର ପିଛା କେତେ ତେଲ ଖାଏ ଟ୍ରେନ…

ଆମ ଭିତରେ ସର୍ବଦା ଆମ ବାଇକ ଅଥବା ଆମ କାର କୁ ନେଇ ଏକ ସନ୍ଦେହ ଥାଏ କି ଏହା କେତେ କିମି ମାଇଲେଜ ଦେବାକଥା ଆଉ ଆମେ ସର୍ବଦା ଚେଷ୍ଟା କରୁ କି କିଛି ଏପରି କରାଯାଉ ଯାହାଦ୍ୱାରା କି ଏହା ଆମକୁ ଅଧିକ ରୁ ଅଧିକ ମାଇଲେଜ ଦେବ। ତ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଭାରତ ର ଟ୍ରେନ ଇଞ୍ଜିନ କେତେ ମାଇଲେଜ ଦେଇଥାଏ ଆଉ ତାହା କିପରି ନିର୍ଦ୍ଧରଣ କରାଯାଏ। ତ ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା।

ଆମ ଭାରତ ସରକାର ଏବେ ସମସ୍ତ ଟ୍ରେନ ର ଇଞ୍ଜିନ କୁ ଡିଜେଲ ଇଞ୍ଜିନ ରୁ ବାହାର କରି ବୈଦ୍ୟୁତିକ ଇଞ୍ଜିନ ଲାଗେଇବାକୁ ଚେଷ୍ଟା ଚଳେଇଛନ୍ତି।ଏହାଦ୍ୱାରା ଆମର ଡିଜେଲ ର ସମସ୍ତ କ୍ଷତି ଆଉ ହେବନାହିଁ ଆଉ ଆମ ଡିଜେଲ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ ରୁ ବି ଆମେ ବଂଚି ପାରିବା। ଯେପରି କି ଆପଣ ମାନେ ଜାଣନ୍ତି କି ଡିଜେଲ ଇଞ୍ଜିନ ରୁ ବାହାରୁଥିବା ଧୂଆଁ ଆମ ବାୟୁ ପ୍ରଦୂଷଣ କରିଥାଏ। ତେଣୁ ଭାରତୀୟ ସରକାର ଙ୍କ ମତରେ ଯଦି ଭାରତ ର ସମସ୍ତ ଟ୍ରେନ ଏବେ ଡିଜେଲ ରୁ ଚାଲିବା ଭଳି କରି ଦିଆଯିବ ତ ଭାରତ ଅନେକ ଅଗ୍ରଗତି କରିବାକୁ ଲାଗିବ।

ଭାରତୀୟ ଟ୍ରେନ ର ଡିଜେଲ ଇଞ୍ଜିନ ରେ ତିନି ପ୍ରକାର ର ଡିଜେଲ ଟ୍ୟାଙ୍କ ଥାଏ। ଏହି ଟାଙ୍କି ମଧ୍ୟରୁ ଗୋଟେ ଟାଙ୍କି ୫୦୦୦ ଲିଟର, ଗୋଟେ ୫,୫୦୦ ଲିଟର ଆଉ ଗୋଟେ ୬୦୦୦ ଲିଟର ଟ୍ୟାଙ୍କ ଥାଏ। ଯେପରି କି ଆପଣ ମାନଙ୍କୁ ଜଣା ଅଛି କି ଡିଜେଲ ଇଞ୍ଜିନ ରେ ଯେତେ ଅଧିକା ଲୋଡ଼ ରହିବ ତାହା ସେତେ ହି କମ ଅଭେରେଜ ଦେବ। ତେଣୁ ଡିଜେଲ ଇଞ୍ଜିନ ର ଏଭେରେଜ ଗାଡିର ଡବା ଲୋଡ଼ ଉପରେ ନିର୍ଭର କରେ। ଯଦି ଏକ ଟ୍ରେନ ୨୪ ଡବା ଵାଲା ହେଇଥିବ ତ ତାହା ପ୍ରାୟ ୬ ଲିଟର ଡିଜେଲ ରେ ଏକ କିମି ମାଇଲେଜ ଦେଇ ଥାଏ। ଯଦି ଏକ ଟ୍ରେନ ୧୨ ଡବା ଵାଲା ହେଇଥିବ ତ ତାହା ପ୍ରାୟ ୬ ଲିଟର ଡିଜେଲ ରେ ଏକ କିମି ମାଇଲେଜ ଦେଇଥାଏ।

ପ୍ୟାସେଂଜର ଟ୍ରେନ ଅଧିକ ଷ୍ଟେସନ ରେ ଅଟକି ଥାଏ। ତେଣୁ ଏହି ଅଟକିବାରେ ତଥା ତାକୁ ପୁଣି ଥରେ ଷ୍ଟାର୍ଟ କରିବାରେ ଅଧିକ ଡିଜେଲ ଖର୍ଚ୍ଚ ହେଇଥାଏ। ସେହିପରି ଯଦି ଆମେ ଏକ୍ସପ୍ରେସ କଥା କହିବା ତ ତାହା ସେପରି ପ୍ରାୟ ୪ ଲିଟର ଡିଜେଲ ରେ ଏକ କିମି ଯାଇଥାଏ। କାରଣ ପ୍ୟାସେଂଜର ତୁଳନା ରେ ଏହା ବହୁତ କମ ଜାଗା ରେ ଅଟକି ଥାଏ।

Leave a Reply

Your email address will not be published. Required fields are marked *