December 10, 2023

Odia Express

News For Public

ଏହା ଦିନକୁ ଥରେ ମାତ୍ର ଲଗାନ୍ତୁ – ସମସ୍ତେ ଆପଣଙ୍କ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇ ରହିଯିବେ…

1 min read

ସୁନ୍ଦରତା ର ଚାବି କାଠି ଅଟେ ଅଟେ ଗୋରା ପଣ। ଯଦି ଉଜ୍ଜ୍ୱଳ ଚେହେରା ହୋଇଥାଏ ତେବେ ଲୋକ ମାନେ ଦେଖିବାକୁ ଭଲ ଲାଗେ। କେବଳ ଆମ ଦେଶରେ ଶରୀର ର ରଙ୍ଗକୁ ଦେଖି ବ୍ୟକ୍ତିଙ୍କ ଷ୍ଟେଟସ ତର୍ଜମା କରାଯାଏ। ବିବାହ ପାଇଁ ମଧ୍ୟ ଭଲ ପ୍ରସ୍ତାବ ଆସେ ଯଦି ଝିଅ କିମ୍ବା ପୁଅ ଗୋରା ହୋଇଥାନ୍ତି। ସୁନ୍ଦର ଗୋରା ଝିଅ ଙ୍କୁ ସଭିଏ ପସନ୍ଦ କରନ୍ତି। ଯଦି ଆପଣ ଙ୍କ ସ୍କିନ ଟୋନ କଳା ତେବେ ମନ ଦୁଖ କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ଏକ ଏଭଳି ଏକ ନୂତନ ଉପାୟ ଯାହାର ପ୍ରୟୋଗ କରି ଆପଣ ସହଜରେ ଗୋରା ହୋଇପାରିବେ। ତେବେ ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ଭାବେ ପଢ଼ନ୍ତୁ।

ଅବଶ୍ୟକୀୟ ସାମଗ୍ରୀ;- ଗୋଟିଏ ଅଣ୍ଡା, କିଛି ପରିମାଣ ର ହଳଦୀ, ଏକ ଫାଳ ଲେମ୍ବୁ। ତେବେ ଏହାକୁ ପ୍ରସ୍ତୁତ କରିବା ପ୍ରମୁଖ ଭୂମିକା ଅଟେ। ଅଣ୍ଡା ଟିକୁ ଭାଙ୍ଗି ଦିଅନ୍ତୁ। ଏହାର କେଶର ଟିକୁ ବା ହଳଦିଆ ଅଂଶ ଟିକୁ ଛାଡି ଦିଅନ୍ତୁ। ବାକି ଅଂଶ କୁ ଏକ ପାତ୍ର କି ନେଇ ଆସନ୍ତୁ। ଏଥିରେ ଦୁଇ ଚମଚ୍ ହଳଦୀ ଭଲଭାବେ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ।୩ ଚାମଚ ବେଶନ ପକେଇ ଦିଅନ୍ତୁ। ଏଥିରେ ଗୋଟିଏ ଫାଳ ଲେମ୍ବୁ ଚୁପୁଡି ଦିଅନ୍ତୁ ଏହି ପେଷ୍ଟ କୁ ଭଲଭାବେ ଗୋଳେଇ ଗୋଳେଇ ମିଶେଇ ଦିଅନ୍ତୁ। ଏହାକୁ ରାତିରେ ନିଜ ମୁହଁକୁ ଧୋଇ ପୋଛି ସାରି ଭଲ ଭାବେ ମସାଜ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ନିଜ ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ। ପୋଛି ସୁଖେଇ ଦିଆନ୍ତୁ। ଏହା ପରେ ଏହି ପେଷ୍ଟ କୁ ମୁହଁ ସାରା 15 ମିନିଟ ପାଇଁ ମୁହଁରେ ବୋଳାନ୍ତୁ।

ଏହାକୁ ଶୁଖିବକୁ ଛାଡି ଦିଅନ୍ତୁ ଏହା ଶୁଖିଗଲା ପରେ ଅଧଘଣ୍ଟା ପାଇଁ ଅପେକ୍ଷା କରନ୍ତୁ ପରେ ଏହାକୁ ଧୋଇ ଦିଅନ୍ତୁ। ଏଭଳି ପ୍ରତିଦିନ କିମ୍ବା ସପ୍ତାହ କୁ 2,3 ଥର କରନ୍ତୁ। 2 ମାସ କଲା ପରେ ଫରକ ଆପଣଙ୍କ ସାମ୍ନା ରେ ଆସିଯିବ।ପ୍ରଥମ ଉପାୟ ଦ୍ୱାରା ଆପଣଙ୍କ ଚେହେରା ରେ ଥିବା ବ୍ରଣ ଏବଂ ତାର ଚିହ୍ନ କୁ ଦୂରକରେ।ତାହା ପରେ ଏହି ପେଷ୍ଟ ନିଅନ୍ତୁ। ଆପଣ ଯେଉଁ ବେଶନ ନେବେ ତାହା ଖୋଲା ବା ନିମ୍ନ ମାନ ର ହୋଇ ନଥିବା ଦରକାର ନହଲେ ଇଂଫେଏକ୍ସନ ହୋଇଯିବ। ନେବେ ଧ୍ୟାନ ରଖିବେ ସେଥିରେ କିଛି ବି ଯେମିତି ମିଶା ନଥିବ। କିଛି ଦିନ ମଧ୍ୟରେ ଆପଣଙ୍କ ଚର୍ମ ରେ ନିଖାର ଆସିବାକୁ ଲାଗିବ।

କଳା ଦାଗ ଧୀରେ ଧୀରେ ଚାଲିଯିବ। ତ୍ୱଚା ରେ ଧୀରେ ଧୀରେ ଗୋରା ରଙ୍ଗ ଆସିଯିବ। ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତୁ ଦିନେ ଦୁଇ ଦିନ ଛାଡି ବ୍ୟବହାର କରନ୍ତୁ। ମାସେ ଦୁଇ ମାସ ବ୍ୟବହାର କରିବା ପରେ ତ୍ୱଚାରେ ଚମକ ଆସିବା ଆରମ୍ଭ ହୋଇଯିବ। ମୁଁହର ବ୍ରଣ ଏବଂ କଳା ଦାଗ ସବୁଦିନ ପାଇଁ ଦୂର କରନ୍ତୁ। ଏହି ଜିନିଷ ଟି ସହଜ ରେ ବନିଯିବ। ଏହା ଦ୍ଵାରା ଆପଣ ଙ୍କୁ ଅଧିକ ଟାଇମ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ କିମ୍ବା ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *