June 20, 2024

Odia Express

Here, There and Everywhere

ଶାସ୍ତ୍ର ଅନୁସାରେ ଜୀବନରେ କେବେ ମଧ୍ୟ ଏହି ଜିନିଷ ଦାନ କରନ୍ତୁ ନାହିଁ ନଚେତ ବହୁତ ହଇରାଣ ହେବେ ଆପଣ..

ନମସ୍କାର ସାଙ୍ଗମାନେ ଆଜି ଆମେ ଏଠି ଗୋଟେ ବହୁତ ମହତ୍ତ୍ୱ ପୁର୍ଣ୍ଣ ବିଷୟରେ କଥା ହେବାକୁ ଚାହୁଁଛୁ ଆଜି ଆମେ ଏଠି ଗୋଟେ ମହତ୍ତ୍ୱ ପୁର୍ଣ୍ଣ କଥା କହିବାକୁ ଯାଉଛୁ ଯାହାକୁ ଭୁଲରେ ବି ଦାନ କରିବା ଉଚିତ ନୁହେଁ। ଏହାକୁ ଜାଣିବା ପାଇଁ ଆସନ୍ତୁ ଆଗକୁ ବଢିବା।

ସାଙ୍ଗମାନେ ହିନ୍ଦୁଧର୍ମରେ ଦାନକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି ଆମେ ମାନିଥାଉ ଜରୁରୀ ଥିବା ଲୋକଙ୍କୁ ଦାନଦେବା ପୁଣ୍ୟ ଅଟେ।ଦାନଦେବା ଦ୍ୱାରା ଆମେ କେତେପ୍ରକାର ଅସୁବିଧାରୁ ବିପଦରୁ କଷ୍ଟରୁ ବଞ୍ଚି ରହିଥାଉ। ଦାନ ଦେବାପାଇଁ ପ୍ରାୟ କେତେଟି ନିୟମ କୁହା ଯାଇଛି ବେଳବେଳେ ମନୁଷ୍ୟ ଏମିତି ବସ୍ତୁର ଦାନ କରିଥାଏ ଯାହା ଭଲ ଫଳ ଦେବା ଜାଗାରେ ହାନି କରାଇଥାଏ। ସେଥିପାଇଁ ଏ ସବୁ ଜିନିଷକୁ ଦାନ କରିବା ଉଚିତ ନୁହେଁ।ସାଙ୍ଗମାନେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଜଣାଥିବା ଦରକାର କି କେଉଁ ବସ୍ତୁର ଦାନ କରିବା ଆବଶ୍ୟକ ଆଉ କେଉଁ ଜିନିଷର ଦାନ କରିବା ଆବଶ୍ୟକ ନୁହେଁ ତ ଚାଲନ୍ତୁ ଜାଣିବା କି ଏମିତି କେଉଁ କେଉଁ ଜିନିଷ ଯାହାର ଦାନ ଆମକୁ ଭୁଲରେବି କରିବା ଆବଶ୍ୟକ ନୁହେଁ।

ପ୍ରଥମେ ଆସିବ ପ୍ଲାଷ୍ଟିକ ଜିନିଷ ସାଙ୍ଗମାନେ ଆଜିକାଲି ପ୍ଲାଷ୍ଟିକର କେତେ ଜିନିଷ ପ୍ରୟୋଗରେ ଅଣା ଯାଇଥାଏ।ଏ ଜିନିଷକୁ ନିଜେ କିଣିବତ ଠିକ ଅଛିକିନ୍ତୁ ଏ ଜିନିଷକୁ ଦାନ କରିବା ଜମାଠିକ ନୁହେଁ ଏ ଜିନିଷର ଦାନ କରିବା ଉଚିତ ନୁହେଁ।

ଦ୍ଵିତୀୟରେ ଆସିବ ଝାଡୁଦାନ କରିବା ଅଶୁଭ ମାନିଥାଉ ଘରରେ ପଇସାର ଅଭାବ ହବାକୁ ଲାଗିଥାଏ ଆଉ କେବେବି ଆସିଥିବା ପଇସା ସଞ୍ଚିତ ହୋଇ ରହିନଥାଏ।ଝାଡୁ ଦାନ ଦେବାରେ ଲକ୍ଷ୍ମୀ ଠାକୁରାଣୀ ରାଗିଯାନ୍ତି।

ତିନି ନମ୍ବରରେ ଆସିବ ଷ୍ଟିଲର ବାସନ କୁସନ ଦେବା ଉଚିତ ନୁହେଁ କାରଣ ଆକୁ ଦେବା ଉଚିତ ନୁହେଁ।ଷ୍ଟିଲ ବାସନ କୁସନ ଦାନ କରିବା ଦ୍ୱାରା ଘରର ସୁଖ ଶାନ୍ତି ସବୁ ଶେଷ ହେବାକୁ ଲାଗିଥାଏ ଆଉ ଦାନ ଦେଇଥିବା ସମ୍ପର୍କୀୟ ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ସେଥିପାଇଁ ଷ୍ଟିଲ ବାସନ କୁସନର ଦାନ କରିବା ଉଚିତ ନୁହଁ।

ଚତୁର୍ଥ ନମ୍ବରରେ ଆସିବ କୌଣସିବି ପଣ୍ଡିତ କିମ୍ବା ସମ୍ପର୍କୀୟ ବ୍ୟକ୍ତିଙ୍କୁ ବ୍ୟବହାର ହୋଇଥିବା କପଡା ଦାନରେ ଦେବା ଉଚିତ ନୁହେଁ ନା କୌଣସିବି ପୁରୁଣା ବସ୍ତ୍ର ଦାନ ଦେବା ଉଚିତ ନୁହେଁ। ସବୁବେଳେ ନୂଆ ବସ୍ତ୍ରହିଁ ଦାନ କରିବା ଉଚିତ। ଆପଣ କୌଣସି ଦରକାର କରୁଥିବା ବ୍ୟକ୍ତିକୁ ପୁରୁଣା ବସ୍ତ୍ର ଦାନ କରିବା ଉଚିତ ନୁହେଁ କିନ୍ତୁ ବ୍ରାହ୍ମଣ ମାନଙ୍କୁ କେବେବି ବ୍ୟବହୃତ ବସ୍ତ୍ର ଦେବା ଉଚିତ ନୁହେଁ।ବ୍ରାହ୍ମଣ ମାନଙ୍କୁ କେବେବି ବ୍ୟବହୃତ ବସ୍ତ୍ର ଦେବା ଫଳରେ ଲଷ୍ମୀ ମା ରାଗି ଯାନ୍ତି ଏବଂ ଆର୍ଥିକ ସମସ୍ୟା ଉତତ୍ପନ ହେବାରେ ଲାଗିଥାଏ।

 

ପାଞ୍ଚ ନମ୍ବରରେ ବ୍ୟବହୃତ କରାଯାଇ ଥିବା ତେଲ ଯଦି ଆପଣ କାହାକୁ ତେଲର ଦାନ କରିବାକୁ ଚାହୁଁଛନ୍ତିତ ସବୁବେଳେ ବିଶୁଦ୍ଧ ନୂଆ ତେଲ ଦାନ ଦେବା ଆବଶ୍ୟକ ଯଦି ଆପଣ ଖୋଲା ଓ ବ୍ୟବହୃତ କରାଯାଇ ଥିବା ତେଲର ଦାନ କରିବେତ ଆପନଙ୍କୁ ଶନିଦେବଙ୍କ ଦୋଷ ଲାଗିଥାଏ ଓ ତାଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ।

ଛଅ ନମ୍ବରରେ ମୂନିଆ ଜିନିଷ ଆପଣ କେବେବି ଦାନରେ ମୂନିଆ ଜିନିଷର ଦାନ ଦେବା ଉଚିତ ନୁହେଁ।ମୁନିଆଁ ଜିନିଷର ଦାନ କରିବା ଦ୍ୱାରା ଆପଣଙ୍କୁ ଜୀବନରେ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ସେଥିପାଇଁ କେବେବି ଭୁଲରେବି ମୂନିଆଁ ଜିନିଷର ଦାନ କରିବା ଉଚିତ ନୁହେଁ।

ସାତ ନମ୍ବରରେ ଆସିବ ବାସୀ ଖାଦ୍ୟ ଆପଣ ପ୍ରାୟ ସମୟରେ ଲୋକ ବାସୀ ମାନି ବଳି ପଡିଥିବା ଖାଇବା ଦାନରେ ଦେଇଦେଇ ଥାନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ କେବେ କାହାକୁ ବଳି ପଡିଥିବା ଖାଇବା ଦାନ କରିବା ଉଚିତ ନୁହେଁ କୁହନ୍ତି ବାସୀ ଖାଦ୍ୟ ଦାନ କରିବା ଦ୍ବାରା ପରିବାରରେ କଳି ହୋଇଥାଏ ମାନେ ପରିବାରରେ ଝଗଡା ହୋଇପାରେ ଓ ଧନ ହାନିରବି ଅସୁବିଧା ଭୋଗିବାକୁ ପଡିଥାଏ ସେଥିପାଇଁ ଆପଣଙ୍କୁ କେବେବି ବଳିଥିବା କିମ୍ବା ବାସୀ ଖାଇବାର ଦାନ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *