October 2, 2023

Odia Express

News For Public

କଲେଜ ରେ ପ୍ରଥମ ଦିନ ପୁଅ ଟି ଝିଅର ନାମ ପଚାରିଲା – ଝିଅ ବ୍ଲାକବୋର୍ଡ ରେ ଲେଖିଲା 12.1.2001 – କଣ ଆପଣ ବୁଝିପାରିଲେ ଏହାର ଅର୍ଥ ? ତେବେ କୁହନ୍ତୁ ଝିଅଟିର ନାମ କଣ…

1 min read

ବନ୍ଧୁଗଣ ଆଜିର ପ୍ରଶ୍ନ ଉତ୍ତର କୁ ଆପଣଙ୍କୁ ସ୍ୱାଗତ | ଆଜିର ପ୍ରଶ୍ନ ଗୁଡିକ ଆପଣଙ୍କୁ ଭଲ ଲାଗିଲେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ | ତେବେ ଆଜିର ପ୍ରଶ୍ନ ଓ ଉତ୍ତର ଗୁଡିକ ଟିକେ ଭିର୍ଣ୍ଣ ଓ ମଜାଦାର ଅଟେ | ଆପଣ ଏହାର ଉତ୍ତର ଦେବାରେ କେତେ ସଫଳ ହେଉଛନ୍ତି ତାହା ଆଜି ଜଣା ପଡିବ |ତେବେ ଚାଲନ୍ତୁ ପ୍ରଥମ ପ୍ରଶ୍ନ ଜାଣିବା ଓ ଦେଖିବା ଆଜି ଆପଣ କେତେ ଟି ପ୍ରଶ୍ନ ର ସଠିକ ଉତ୍ତର ଦେଇ ପାରୁଛନ୍ତି

ପ୍ରଥମ ପ୍ରଶ୍ନ: ତାହା ଏପରି କେଉଁ ଜିନିଷ ଅଟେ ଯାହା ଆପଣଙ୍କ ଶୋଇବା ମାତ୍ରେ ତଳେ ପଡିଯାଏ, ଏବଂ ଉଠିବ ମାତ୍ରେ ପୁଣି ଉଠିଯାଏ ।ଏବେ ବୁଦ୍ଧି ଖଟାନ୍ତୁ ଏବଂ ଚିନ୍ତା କରନ୍ତୁ ଏହାର ଉତ୍ତର। କଣ ଚିନ୍ତାରେ ପଡିଗଲେ ନା ଆପଣ ମଧ୍ୟ? ତଳକୁ ଦେଖନ୍ତୁ ନାହିଁ। ଉତ୍ତର ଏବେ ଖୋଜିବାର ଏତେ ଜଲ୍ଦି କାହିଁକି? ଥକିଗଲେ ନା କିଛି କଥା ନାହିଁ ଆସନ୍ତୁ ଆମେ ହିଁ ଜଣେଦେଉଛୁ ଏହାର ଉତ୍ତର ।

ଏହା ଅଟେ ଉତ୍ତର: ତେବେ ବନ୍ଧୁଗଣ ଏହାର ଉତ୍ତର ଅଟେ ଆଖି ପତା । ପ୍ରଥମ ପ୍ରଶ୍ନ ଥିଲା କିଛି କଥା ନାହିଁ ସାହସ ହାରନ୍ତୁ ନାହିଁ ଆଗକୁ ଯିବା ଦ୍ଵିତୀୟ ପ୍ରଶ୍ନ ଆଡକୁ!

୨: ଏମିତି କେଉଁ ଜିନସ ଅଛି ଯାହାର ଅନ୍ତିମ ଅକ୍ଷର ହଟେଇ ଦିଆଯାଏ ତ ତାହା ଏକ ଜିଲ୍ଲା ବନିଯାଏ। ପ୍ରଥମ ଅକ୍ଷର ହଟେଇ ଦିଆଯାଏ ତ ତାହା ଏକ ଭାଷା ହେଇଯାଏ। ଆଉ ପ୍ରଥମ ଆଉ ଅନ୍ତିମ ଅକ୍ଷର ହଟେଇ ଦିଆଯିବ ତ ତାହା ଏକ ଦେଶର ନାମ ହେଇ ଯାଏ?

ଉତ୍ତର : ଏହାର ଜବାବ ଭିଣ୍ଡି ଅଟେ। ଇଂରାଜୀ ରେ ଏହାର ବନାନ କରିବା ଦ୍ୱାରା ଆପଣ ଜାଣିପାରିବେ।

୩: ଏ ର ଭାଇ ବି। ବି ର ମା ସି। ସି ର ଭାଇ ଡି ଅଟେ। ତ କୁହନ୍ତୁ କି ଡି ର ଏ ସହ କି ସମ୍ପର୍କ ଅଛି?

ଉତ୍ତର : ଆପଣ ପ୍ରଶ୍ନ ଭଲସେ ପଢିବା ଦ୍ୱାରା ଜାଣିବେ କି ଡି ଏ ର ମାମୁ ହେବ।

୪: ଶାର୍ଟ ଆଉ ପ୍ୟାଂଟ ଦୁଇଟି ର ଦାମ ମିସେଇକି ୪୦୦ ଟଙ୍କା ଅଟେ। ଯଦି ପ୍ୟାଂଟ ର ଦାମ ଶାର୍ଟ ଠାରୁ ୧୦୦ ଟଙ୍କା ଅଧିକ ଅଟେ ତ କୁହନ୍ତୁ କି ପ୍ୟାଂଟ ଆଉ ଶାର୍ଟ ର ଦାମ ମିସିକି କେତେ ହେବ?

ଉତ୍ତର : ଶାର୍ଟ ର ଦାମ ୧୫୦ ଆଉ ପ୍ୟାଂଟ ର ଦାମ ୨୫୦ ଅଟେ।

୫: ଜଣେ ଲୋକର ହତ୍ୟା ୨୭ ଜାନୁଆରୀ ୨୦୧୭ କୁ ସକାଳ ୭ରେ ହେଲା। ତ ତାର ସ୍ତ୍ରୀ ଫୋନ କରିକି ପୋଲିସ କୁ ତୁରନ୍ତ ଡାକିଲା। ପୋଲିସ ସବୁ ଲୋକଙ୍କୁ ପଚରା ଉଚୁରା କଲା। କି ସେମାନେ କଣ କରୁଥିଲେ। ତାର ସ୍ତ୍ରୀ କହିଲା କି ମୁ ଖବର କାଗଜ ପଢ଼ୁଥିଲି | ମାଳି କହିଲା କି ମୁ ଫୁଲକୁ ପାଣି ଦେଉଥିଲି | ରୋଷେଇଆ କହିଲା କି ମୁ ଖାଇବା ବନାଉଥିଲି | ଚାକର କହିଲା କି ମୁ ବ୍ୟାଙ୍କ ଯାଇଥିଲି ଆଉ ଛୋଟ ଛୁଆ କହିଲା କି ଆମେ ସ୍କୁଲ ଯାଇଥିଲୁ | ପଡୋଶୀ କହିଲା କି ଆମେ ଗାଁ ଯାଇଥିଲୁ। ପୋଲିସ ତୁରନ୍ତ ହତ୍ୟାକାରୀ କୁ ଧରିଲା।

ଉତ୍ତର : ତାର ହତ୍ୟା ତାର ସ୍ତ୍ରୀ କରିଛି କାରଣ ୨୬ ଜାନୁଆରୀ କୁ ସାଧାରଣ ତନ୍ତ୍ର ଦିବସ ଥାଏ ଆଉ ୨୭ ଜାନୁଆରୀ କୁ ପେପର ଆସେନାହିଁ। ତ ତାର ସ୍ତ୍ରୀ ମିଛ କହୁଛି। ଅର୍ଥାତ ହତ୍ୟା ସେହି କରିଛି।

୬: କଲେଜ କୁ ଏକ ଝିଅ ଆସିଲା ଆଉ ଯିଏ ବି ତାକୁ ତାର ନାମ ପଚାରିଲା ସେ କାହାକୁ ବି କହିଲାନି। ମାତ୍ର ବୋର୍ଡ ଉପରେ ଏକ ତାରିଖ ଲେଖିଦେଲା 12.1.2001। କଣ ଆପଣ କହିବେ କି ତାର ନାମ କଣ ଅଟେ?

ଉତ୍ତର : ଝିଅ ର ନାମ ଲତା ଅଟେ। କାରଣ ସେ 12.1.2001   ଲେଖିଛି ଯାହାକୁ କି ଇଂରାଜୀ ରେ ହିସାବ କଲେ ଲତା ହେଉଛି।12-L,1-A,20-T,01-A

Leave a Reply

Your email address will not be published. Required fields are marked *