March 22, 2024

Odia Express

News For Public

ତୁଳା ରାଶି ବାଳାଙ୍କର କେଉଁ ବୟସ ରେ ଭାଗ୍ୟ ର ତାଲା ଖୋଲିବ – ଜାଣିରଖନ୍ତୁ ଆପଣଙ୍କ ଜୀବନର ଏହି ବିଶେଷ ଜିନିଷ ବିଷୟରେ

ତୁଳା ରାଶି କୁ ବାୟୁ ତତ୍ତ୍ୱ ର ରାଶି କୁହା ଯାଏ ଆଉ ଏହା ଶନି ଦେବଙ୍କର ସବୁଠୁ ପ୍ରିୟ ରାଶି ହେଇଥାଏ। ଏହାର ସ୍ୱାମୀ ଶୁକ୍ର ହେଇଥାନ୍ତି ଆଉ ଏମାନଙ୍କ ପାଇଁ ଶନି ଦେବଙ୍କର କୃପା ଅତ୍ୟନ୍ତ ମହତ୍ତ୍ୱପୁର୍ଣ ହେଇ ଥାଏ। ଆପଣଙ୍କ ଜୀବନ ରେ ଯଦି ସଂଘର୍ଷ ଅଛି ତ ଆପଣଙ୍କୁ ସଫଳତା ପାଇବା ପାଇଁ ଟିକେ ସମୟ ଲାଗି ପାରେ। ଆପଣ ନିଜର ସଂଘର୍ଷ କମେଇବା ପାଇଁ କଣ କରିବେ ତାହା ଆଜି ଆମେ କହିବୁ। ଅନ୍ୟ ପଟରେ ତୁଳା ରାଶି କୁ ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ମାନା ଯାଇଥାଏ ଆଉ ଏହା ପାଇଁ ସଫଳତା ଅତ୍ୟନ୍ତ ମହତ୍ତ୍ୱପୂର୍ଣ ହେଇ ପାରେ। ସଭିଙ୍କ ଜୀବନ ରେ ସୁଖ ଆଉ ଦୁଃଖ ଥାଏ। ଫରକ ବାସ ଏଇଆ କି କାହାକୁ ସୁଖ ଅଧିକ ଦୁଃଖ କମ ମିଳେ ଆଉ କାହାକୁ ଦୁଃଖ ଅଧିକ ଏବଂ ସୁଖ କମ ମିଳେ। ଏହା ଗୋଟେ ମୁଦ୍ରା ର ଦୁଇ ପାର୍ଶ୍ଵ ଭଳି।ଆପଣ ନିଜ ଜୀବନ ରେ ଦୁଃଖ କମେଇବା ପାଇଁ ସକାଳୁ ଉଠିକି ଭଗବାନ ବିଷ୍ଣୁ ଙ୍କୁ ଦୁଇଟି ତୁଳସୀ ପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣ ଦେଖିବେ କି ଆପଣଙ୍କ ଜୀବନ ରୁ ଦୁଃଖ କମି କମି ଯିବ।

ଆମେ ଜାଣିଛୁ କି ଆପଣଙ୍କ ଜୀବନ ରେ ଦୁଃଖ ର ମାତ୍ରା ଅଧିକ ଅଛି ଆଉ ଆପଣ ନିଜର ଅତୀତ ରେ ନିଜକୁ ଫସେଇ ରଖିଛନ୍ତି। ଆପଣଙ୍କ ପାଇଁ ବର୍ତ୍ତମାନ ରେ ବଂଚିବା କଷ୍ଟକର ହେଉଛି ମାତ୍ର ଆପଣ ଏହା କେବେ ବି ଭାବନ୍ତୁ ନାହିଁ କି ଆପଣ ହାରି ଯାଇଛନ୍ତି।
ଜଣେ ମଣିଷ ସେତେବେଳେ ଭାଙ୍ଗେ ଯେତେବେଳେ ସେ ନିଜର ବଞ୍ଚିବାର ସମସ୍ତ ଆଶା ଗୋଟେ ମଣିଷ ଉପରେ କେନ୍ଦ୍ରିତ କରେ। ଆପଣ ଯାହାକୁ ବି ନିଜର ଜୀବନ ର ସବୁକିଛି ଦେବାକୁ ଚେଷ୍ଟା କରିଥିଲେ ସେହି ମଣିଷ ଆପଣଙ୍କୁ ଅନ୍ୟ କିଛି କାରଣ ପାଇଁ ଛାଡି ଚାଲି ଯାଇଥାଏ। ଏହା ହୁଏ ହି କିଛି କାରଣ ପାଇଁ।

ଏବେ ଆମେ କହିବା କି ତୁଳା ରାଶି ବାଲାଙ୍କୁ କେଉଁ ବୟସ ରେ ସଫଳତା ମିଳିବ। ତ ଆପଣ ନିଜର ବୟସ ଜାଣିବା ପରେ ଆଉ ପରିଶ୍ରମ କରିବା ଛାଡିବେ ନାହିଁ। କାରଣ ବୟସ ଭରସା ରେ ବସି ରହି ଆପଣ ଯଦି ପରିଶ୍ରମ କରିବା ଛାଡି ଦେବେ ତ ଆପଣ ବହୁତ ପଶ୍ଚାତଅପ କରିବେ। ତେଣୁ ତୁଳା ରାଶି ବାଲାଙ୍କୁ ୨୬, ୩୨ ତଥା ୫୭ ବର୍ଷ ବୟସ ରେ ସଫଳତା ମିଳିବାକୁ ଯାଉଛି ଆଉ ସେମାନେ ବିବାହ ପରେ ବି ଖୁଉବ ପଇସା କମେଇବା କୁ ଯାଉଛନ୍ତି।

ଏହି ରାଶି ବାଲାଙ୍କୁ ବୟସ ୧୯, ୨୨, ୨୮ ତଥା ୩୮ ବର୍ଷ ରେ ଧନ ପ୍ରାପ୍ତି ହେଇଥାଏ। ଏହି ଧନ ଆପଣଙ୍କୁ କିଛି ମହିଳା ଙ୍କ ତରଫ ରୁ ପ୍ରାପ୍ତ ହେଇପାରେ।

Leave a Reply

Your email address will not be published. Required fields are marked *