June 21, 2024

Odia Express

Here, There and Everywhere

ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ନାମ K ରୁ ଆରମ୍ଭ ତେବେ ଏହି କଥା ନିଶ୍ଚୟ ପଢନ୍ତୁ…

ହେଲେ ଭାଇ ଆମେ ତ ଚାଇନା ଯାଇକି ଜିନିଷ ଅଣୂନେନମସ୍କାର ବନ୍ଧୁଗଣ ଏଠି ଆମେ ଆଜି କେ ନାମ ଧାରୀ ବ୍ୟକ୍ତିଙ୍କବିଷୟରେ ଓ ଭଲ ପାଇବା ବିଷୟରେ ଜଣେଇବୁ ଦୁନିଆରେ ଏମିତି ବହୁତ ଲୋକ ଦୁନିଆରେ ଅଛନ୍ତି କେ ଅକ୍ଷର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି ଓ ସେମାଙ୍କ ମଧରୁ କରିନା କପୁର,କଟ୍ରିନା କେଫ,କପିଲ ଶର୍ମା,କରଣ ଜୋହାର ଏହି ଭଳି ବିଶିଷ୍ଠ ବ୍ୟକ୍ତି ମାନେ ଅଟନ୍ତି।ଏମିତି ବହୁତ ଲୋକ ଅଛନ୍ତି ଯାହାର ପାଦ ସଫଳତାର ଶିଖରରେ ପହଁଚିଛନ୍ତି।ଆମେ ଜାଣିଛନ୍ତି କି ସମସ୍ତଙ୍କ ଜୀବନରେ ତାଙ୍କ ନାର କିଛି ମହତ୍ତ୍ୱ ରହୁଛି ଓ ସମସ୍ତଙ୍କ ଜୀବନର ପ୍ରଥମ ଅକ୍ଷର ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥାଏ ଓ ବ୍ୟକ୍ତିର ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ।

କହିବାକୁ ଗଲେ ସବୁ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ନିଜର ଭାଗ୍ୟ ଜାଣିବାକୁ ଛାହୁଁଛି।ଯଦି କେ ନାମକ ବ୍ୟକ୍ତି ନିଜ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଛାହୁଁଛତ ଆମେ ଆଜି ଏଠାରେ ସେ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛି।ଯଦି ଆପଣ ଇଛୁକ ତ ଆସନ୍ତୁ ନିଶ୍ଚିନ୍ତ ଜାଣିବା।ଆସନ୍ତୁ ଜାଣିବା ପ୍ରଥମେ କେ ନାଁ ଧାରୀ ବ୍ୟକ୍ତି ମାନନଙ୍କର ଶରୀର ଗଠନ କିପରି ହୋଇଥାଏ।ଏମାନେ ବହୁତ ସୁନ୍ଦର ଅଟନ୍ତି ଏମାନଙ୍କ ସୁନ୍ଦରତା କାରଣରୁ ଲୋକ ଏମାନଙ୍କ ଆଡ଼କୁ ଆକର୍ଷିତ ହାଇଥାନ୍ତି।ଏବେ ଜାଣିବା କେ ନାଁ ଧାରଣ କରିଥିବା ଭକ୍ତିର ସ୍ଵଭାଵ ।ଏମାନେ ବହୁତ ନିର୍ଭୀକ ଅଟନ୍ତି ଏମାନଙ୍କୁ ଭିଡରୁ ଅଲଗା ଚାଲିବାକୁ ଭଲ ଲାଗେ ଓ ପାର୍ଟିରେ ଯିବାକୁ ଏମାନଙ୍କ ବହୁତ ସୌକ ରହିଥାଏ।ଏମାନେ ବହୁତ ରାଗି ଅଟନ୍ତି।

ଏମାନଙ୍କ ସାମ୍ନାରେ ଆପଣ କୌଣସି ବି କଥା ରଖିବା ପାଇଁ ଡରିଥାନ୍ତି ଏମାନେ ରାଗରେ ନଭାବି ନଚିନ୍ତି କାହାକୁବି କିଛିବି କହିଦିଅନ୍ତି ଓ ତାପରେ ଜାହାପାଇଁ ତାଙ୍କୁ ପରେ ଏଥିପାଇଁ ତାଙ୍କୁ ଖରାପ ଲାଗିଥାଏ।ଏହି ନାମର ବ୍ୟକ୍ତି ହୃଦୟରେ କିଛିବି ରଖନ୍ତି ନାହିଁ ଓ ଯାହା ହୃଦୟରେ ଥାଏ ତାହା କହିଦିଅନ୍ତି ସେଥିପାଇଁ ଲୋକତାଙ୍କୁ ଖରାପ ଭାଵନ୍ତି।ଏ ପ୍ରାୟ ନିଜକଥା ବିଷୟରେ ଭାବିଥାନ୍ତି ଓ ଜାହାଫଳରେ ନିଜ ର ଉନ୍ନତି ମଧ୍ୟ ହୋଇଥାଏ।

ଏ ବହୁତ ରହସ୍ୟମୟୀ ଅଟନ୍ତି ଏମାନେ ଅନ୍ୟମାନଙ୍କ ଗୋପନ କଥା ଲୁଚେଇବାରେ ସକ୍ଷମ ଅଟନ୍ତି ଯାହାଫଳରେ ଗୋଟେ ଭଲ ସାଙ୍ଗଭାବେ ପରିଚିତ ହୋଇଥାନ୍ତି।ଏ ସବୁ ଜିନିଷକୁ ଏତେ ଗୁରୁତ୍ୱ ଦେଇ ଥାଆନ୍ତି ଓ ଯେଉଁ ଜିନିଷ ଉପରେ ଗୁରୁତ୍ୱ ଦେଇଥାଆନ୍ତି ତାକୁ କରିଦେଖାନ୍ତି।ଏମାନଙ୍କ ଭିତରେ ବାହୁତ ଈଗୋ ଭରି ରହିଥାଏ।ସେ ନିଜକଥା ସମସ୍ତଙ୍କ ଆଗରେ ରଖିଥାନ୍ତି ଜାହାଫଳରେ ସଫଳତା ତାଙ୍କର ପାଦ ଛୁଇଁ ଥାଏ।ଏମାଙ୍କ କ୍ୟାରିୟର କିପରି ଅଟେ।ଏମାନେ ପ୍ରାୟତଃ ବ୍ୟବସାୟୀ ବା ବଣିକ ବ୍ୟକ୍ତି ଅଟନ୍ତି ଏମାନେ ନିଜ ଜୀବନରେ ରିସ୍କ ନେଇଥାନ୍ତି।ଏମାନଙ୍କୁ ସବୁ ଜିନିଷରେ ସବୁଠିକ ଦରକାର।

ଏମାନଙ୍କ ମୁଠା ଭିତରେ ସଫଳତା ପ୍ରାପ୍ତ ହୋଇଥାଏ।ଏମାନେ ବହୁତ ପଇସା ରୋଜଗାର କରନ୍ତି ଏମାନେ ଭଲରେ ଜଣାଇଛନ୍ତି କି ଅସୁବିଧା କୁ ପାର କରିବା ପାଇଁ ପ୍ରସ୍ତୁତ ଥାଆନ୍ତି।ଏମାନେ ଗୋଟେ ଚତୁର ସାଥୀର ଖୋଜିବାରେ ଲାଗିଥାଏ ଓ କେଉଁ ଜଣଙ୍କ ସହ ଏମାନେ ରୁହନ୍ତି ନାହିଁ ଓ ଏମାନେ ରୋମାଣ୍ଟିକ ଅଟନ୍ତି ଯଦି କାହାକୁ ଭଲ ପାନ୍ତି ସେ ତାଙ୍କ ସହ ଲୟାଲ ରହିଥାନ୍ତି।ଏମାଙ୍କ ଭିତରେ ବହୁତ ବୁଝାବଣା ଶକ୍ତି ବେସି ଥାଏ।ନିଜ ପରିବାର କୁ ନିଜ ଭଲ ପାଇବାକୁ ବହୁତ ଆଗ୍ରହ ଦେଇଥାନ୍ତି।ସେଥିପାଇଁ ଏ ନାମର ଲୋକ ବେସିରୁ ବେଶି ଆରେଞ୍ଜ ମ୍ୟାରେଜ କରିଥାନ୍ତି।

Leave a Reply

Your email address will not be published. Required fields are marked *