October 1, 2023

Odia Express

News For Public

ଜାଣିରଖନ୍ତୁ A ନାମ ଓ S ଲୋକ ନାମର ଲୋକଙ୍କ ବିଷୟରେ କିଏ ସବୁଠୁ ଅଧିକ ଶକ୍ତିଶାଳୀ – ଜାଣିରଖନ୍ତୁ ଯଦି ଆପଣଙ୍କ ନାମ ଏଥିରେ ସାମିଲ ଅଛି…

1 min read

ଆପଣଙ୍କ ନାମ ର ପ୍ରଥମ ଅକ୍ଷର ଆପଣଙ୍କ ବ୍ୟକ୍ତିତ୍ତ୍ୱ ବାବଦରେ ବହୁତ କିଛି ପ୍ରକାଶ କରି ଥାଏ। ଏହାର ପ୍ରୟୋଗ ଦ୍ୱାରା ଜଣେ ବ୍ୟକ୍ତି ବାବଦରେ ବହୁତ କିଛି ଜାଣି ହୁଏ। ଆଜି ଆମେ ଚାଲନ୍ତୁ ଜାଣିବା କି A ନାମ ଵାଲା ବ୍ୟକ୍ତି ତଥା S ନାମ ଵାଲା ବ୍ୟକ୍ତି କିପରି ହେଇଥାନ୍ତି। ଆଉ ସେମାନଙ୍କ ଭିତରେ ତୁଳନା କରି ଜାଣିବା କି ତାଙ୍କ ମଧ୍ୟରୁ ସବୁଠୁ ଶକ୍ତିଶାଳୀ କିଏ ହେଇ ଥାଏ। ଆମେ S ନାମରୁ ଐଶ୍ୱରୀୟ ରାୟ ବଚନ ତଥା S ଅକ୍ଷର ରୁ ସଲମାନ ଖାନ ଙ୍କର ଉଦାହରଣ ଦେଇକି ଜାଣିବା।

ପ୍ରଥମେ ଚାଲନ୍ତୁ ଜାଣିବା କି A ନାମ ଵାଲା ବ୍ୟକ୍ତି ଙ୍କର ଗୁଣ କଣ ହେଇଥାଏ। ତାଙ୍କର ସବୁଠୁ ବଡ଼ ଗୁଣ ହେଇଥାଏ କି ସେମାନେ ଅତ୍ୟନ୍ତ ପରିଶ୍ରମୀ ହେଇଥାନ୍ତି ଆଉ ସେମାନେ ଏତେ ଜଲଦି ନିଜର ନିଜତ୍ତ୍ୱ ହରାନ୍ତି ନାହିଁ। ସେମାନେ ଅତ୍ୟନ୍ତ ଆକର୍ଷଣୀୟ ବ୍ୟକ୍ତିତ୍ତ୍ୱ ର ମାଲିକ ହେଇଥାନ୍ତି ଆଉ ସେମାନେ ନିଜର ସମ୍ପର୍କ ପାଇଁ ଅତ୍ୟନ୍ତ ସିରିଆସ ଥାଆନ୍ତି। ଐଶ୍ୱରୀୟା ରାୟ ଙ୍କ କ୍ଷେତ୍ର ରେ ହି କିଛି ଏଇଆ କୁହା ଯାଇପାରେ।

ସେମାନେ ନିଜ ଜୀବନ ରେ ରୋମାନ୍ସ ଠାରୁ ସର୍ବଦା ବଂଚିକି ରହିବାକୁ ଚେଷ୍ଟା କରନ୍ତି କାରଣ ତାଙ୍କୁ ତାଙ୍କ ଭାବନା ମାନଙ୍କର ଶୋ ଅଫ କରିବା ଜମା ବି ପସନ୍ଦ ନଥାଏ। ସେମାନେ ରାଗି ହେଇନଥାନ୍ତି ମାତ୍ର ଯଦି କାହାରି ଉପରେ ରାଗିଯାନ୍ତି ତ ସେ ତାକୁ ଛାଡ଼ନ୍ତି ନାହି। ତାଙ୍କୁ ପାର୍ଟି କୁ ଯିବା ବହୁତ ପସନ୍ଦ ଥାଏ। ସେମାନେ ଭଲ ମଣିଷ ହେଇଥାନ୍ତି। ତ ଏହା ଥିଲା A ନାମ ଵାଲା ବ୍ୟକ୍ତି ଙ୍କର ବ୍ୟକ୍ତିତ୍ତ୍ୱ।

ଏବେ ଜାଣିବା S ନାମ ଵାଲା ବ୍ୟକ୍ତିଙ୍କର ବ୍ୟକ୍ତତ୍ତ୍ୱ ବାବଦରେ। ଏହି S ନାମ ଵାଲା ବ୍ୟକ୍ତିଙ୍କ ଭିତରେ ଆମେ ସଲମାନ ଖାନ ଙ୍କର ଉଦାହରଣ ଜାଣିବା। ଏହି ଲୋକମାନେ ଦେଖିବାରେ ବହୁତ ଆକର୍ଷକ ହେଇଥାନ୍ତି ଆଉ ଲୋକ ମାନଙ୍କ ଭିତରେ ଅତ୍ୟନ୍ତ ପପୁଲାର ଥାଆନ୍ତି। ଯେପରି କି ସଲମାନ ଭାଇ ଆମର ବହୁତ ପପୁଲାର। ସେମାନେ ଅତ୍ୟନ୍ତ ପରିଶ୍ରମୀ ବି ହେଇଥାନ୍ତି। ସେମାନେ ଯାହା ବି ହାସିଲ କରନ୍ତି ତାଙ୍କ ନିଜର ପରିଶ୍ରମ ରୁ ହାସିଲ କରନ୍ତି।

ସେମାନଙ୍କର ଭବିଷ୍ୟତ ତାଙ୍କ ହାତରେ ହି ଥାଏ ଯାହା କି ସେମାନଙ୍କ ପରିଶ୍ରମ ଦ୍ୱାରା ଆହୁରି ଆକର୍ଷକ ହେଇଯାଏ। ସେମାନେ ସଭିଙ୍କ ସହ ନିଜ ଜୀବନ କଥା ଶେୟର କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଅତ୍ୟନ୍ତ ଏକ ତରଫା ସ୍ଵଭାଵ ର ହେଇଥାନ୍ତି। ସେମାନେ ଭଲ ଲୋକଙ୍କ ସହ ଭଲ ଆଉ ଖରାପ ଲୋକ ମାନଙ୍କ ଖରାପ କରନ୍ତି। ସେମାନେ ଆବଶ୍ୟକତା ଥିବା ଲୋକ ମାନଙ୍କର ସର୍ବଦା ସାହାଯ୍ୟ କରନ୍ତି। ତାଙ୍କର ସାହାଯ୍ୟ ପାଇଁ ସେମାନେ ସର୍ବଦା ଆଗେଇ ଆସନ୍ତି।

Leave a Reply

Your email address will not be published. Required fields are marked *