September 27, 2023

Odia Express

News For Public

କିପରି ହୋଇଥାଏ M ନାମ ଝିଅଙ୍କ ସ୍ଵଭାଵ ? ସମୟ ଥାଇ ଜାଣି ନିଅନ୍ତୁ…

1 min read

ଏହି ଦୁନିଆରେ ଅନେକ ପ୍ରକାର ଝିଅ ଅଛନ୍ତି। କାହାରି ସହିତ କାହାରି ପ୍ରକୃତି ମିସେ ନାହିଁ। ପୁଣି କେତେକ ସ୍ଥାନ ରେ ଅନେକ ଲୋକ ଙ୍କ ପ୍ରକୃତି,ଇଚ୍ଛା,ବିଚାର,ଇଣ୍ଟରେଷ୍ଟ ମିଶିଯାଇଥାଏ। ଆମେ ଜାଣିଚୁ ନାମର ପ୍ରଥମ ଅକ୍ଷର ଦେଖି ଆମେ ରାଶି ର ସଂଜ୍ଞା ନିରୂପଣ କରୁ। ଏହି ଦୁନିଆରେ ଅନେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ କିଛି କିଛି ମିଶିଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିପରି ଅଟନ୍ତି। M ନାମର ଝିଅ। ତେବେ ଓଡ଼ିଆ ଏକ୍ସପ୍ରେସ ର ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

M ନାମ ର ଝିଅ ଅଧିକାଂଶ ସିଂହ ରାଶି ର ହୋଇଥାନ୍ତି। ତେଣୁ ଏମାନଙ୍କ ପ୍ରକୃତି ମଧ୍ୟ ଟିକେ ଟିକେ ଜଙ୍ଗଲ ର ରାଜା ସିଂହ ସହ ମିଶିଯାଇ ଥାଏ। ଜଙ୍ଗଲ ର ରାଜା ଯେପରି ଜଙ୍ଗଲରେ ଗୋଟିଏ ସିଂହ ରୁହେ ସେହି ପରି M ନାମ ର ଝିଅ ଘରେ ଏକୁଟିଆ ରାଜ୍ କରିବାକୁ ଚାହାନ୍ତି। ଏମାନେ କେବେ ହେଲେ ମଧ୍ୟ ଆଉ କାହାକୁ ସହ୍ୟ କରି ପାରନ୍ତି ନାହିଁ। ଏମାନେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି। ଏମାନେ ଖୁବ ପରିଶ୍ରମୀ ଅଟନ୍ତି। ସମସ୍ତ କାର୍ଯ୍ୟ କୁ ନିଖୁଣ ଭାବରେ ପରିଚାଳନା କରନ୍ତି। ଏମିତି ହୋଇଥାଏ ଏମାନଙ୍କ ସ୍ଵଭାଵ
ଝିଅ ଯଦି ଭାଗ୍ୟବାନ ମିଳେ ତେବେ ଭାଗ୍ୟ ବଦଳିଯାଏ।

କିଛି ଝିଅ ଙ୍କ ସ୍ଵଭାଵ ଏତେ ଭଲ ଯେ ସେମାନେ ଆପଣଙ୍କ ଜୀବନରେ ଆସିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ।ଏହି ନାମର ଝିଅ ମାନେ ବହୁତ ଭଲ ହୋଇ ଥାନ୍ତି ନିଜ ପ୍ରେମିକ ମାନଙ୍କୁ ବହୁତ ଭଲ ପାଆନ୍ତି। ପ୍ରେମରେ ପରସ୍ପରକୁ ସମ୍ମାନ ଦେବା ପାଇଁ ଅଧିକ ସମ୍ମାନ ଦିଅନ୍ତି। ପିଲା ବହୁତ ଶୀଘ୍ର ପ୍ରେମରେ ପଡିଯାଅନ୍ତି। କେବେ ମଧ୍ୟ ନିଜ ପ୍ରେମିକ ଙ୍କୁ ଛାଡି ଚାଲିଯାଅନ୍ତି ନାହିଁ।ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ବିଷୟରେ।

ପ୍ରେମ ରେ କିପରି ହୋଇଥାନ୍ତି ଏହି ଝିଅ? ଏହି ନାମର ଝିଅମାନେ ବହୁତ ସୁନ୍ଦର ଏବଂ ଧର୍ଯ୍ୟବାନ। ସେମାନେ ଆକର୍ଷଣୀୟ ବ୍ୟକ୍ତିତ୍ୱରେ ସମୃଦ୍ଧ ଏବଂ ସେମାନଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହି ଝିଅ ମାନେ ନିଜ ପ୍ରେମିକ ଙ୍କୁ ସବୁଠାରୁ ଅଧିକ ଭଲ ପାଆନ୍ତି।ଯେ କୌଣସି ପରିସ୍ଥିତିରେ ନିଜକୁ ଗଢ଼ିବା ପାଇଁ ସେମାନଙ୍କର ଏକ ଅଦ୍ଭୁତ ସାମର୍ଥ୍ୟ ଅଛି । ତେଣୁ ଏମାନେ ଗମ୍ଭୀର ଏବଂ ବୁଦ୍ଧିମାନ ଅଟନ୍ତି। ଏମାନେ ପ୍ରେମରେ ଥିବା ଭାବନାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି।ସେ ଭିନ୍ନ ଜିନିଷ ପସନ୍ଦ କରନ୍ତି।

ସେମାନେ ନିଜେ ଭିଡ଼ରୁ ଅଲଗା ହେବାକୁ ଚାହାଁନ୍ତି | ସେମାନେ ସେମାନଙ୍କର କ୍ୟାରିୟର ଏବଂ କାର୍ଯ୍ୟ ହାସଲ କରିବାକୁ ଏବଂ ସେମାନଙ୍କର ଲକ୍ଷ୍ୟ ପୂରଣ କରିବାକୁ ସମସ୍ତ ପ୍ରୟାସ କରନ୍ତି। ସେମାନେ ରୋମାନ୍ସ ଠାରୁ ଅଳ୍ପ ଦୂରରେ ରହିଥା’ନ୍ତି। ଏହି ଝିଅ ମାନେ ପ୍ରେମ ଏବଂ ଘନିଷ୍ଠ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି।ତେବେ ଏହା ଥିଲା ଝିଅ ଙ୍କ M ନାମ ର ପ୍ରଥମ ଅକ୍ଷର ରୁ ସେମାନଙ୍କ ସ୍ଵଭାଵ କିପରି ହୋଇଥାଏ।

Leave a Reply

Your email address will not be published. Required fields are marked *