October 2, 2023

Odia Express

News For Public

ମହିଳାଙ୍କ ଘରକୁ ଚେକିଙ୍ଗ ପାଇଁ ଗଲେ କଲେକ୍ଟର,ଏହା ପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ….

ନମସ୍କାର ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ବିଜୁଳିର ପଇସା ଭରଣ କରିବାକୁ ଏହି ମହିଳାଙ୍କ ପାଖରେ ନଥିଲା ପଇସା।ଯେବେ କଲେକ୍ଟର ତାର ଘର କୁ ଯାଇକି ଦେଖିଲେ ଓ ଏପରି କଲେ ଜାଣି ଆପଣ ବା ବା କହିବେ।ଏବେ ସବୁ ସ୍ଥାନରେ ତାଙ୍କର ପ୍ରସଂସା କରାଯାଉଛି ଓ କୁହାଯାଉଛି ଏପରି କଲେକ୍ଟର ସବୁ ଜାଗାରେ ରହିବା ଆବଶ୍ୟକ।ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ।ଛତିଶଗଡ଼ର ରାଜନନ୍ଦ ଗାଁରୁ ଏହି ମାମଲା ଆସୁଛି ଯେଉଁଠି ଭୀମ ସିଂହ ନାମରେ ଏକ କଲେକ୍ଟର ସବୁ ସ୍ଥାନ କୁ ଯାଇ ନିରକ୍ଷଣ କରୁଥିଲେ।ଆପଣ ଜାଣିଥିବେ ଲୋକ ମାନଙ୍କର ଅଶୁବିଧା ଥାଏ ଓ କଲେକ୍ଟର ଗାଁ ଗାଁ ବୁଲି ଲୋକଙ୍କ ଦୁଃଖ ଭୁଝିଥାନ୍ତି।ସେମାନଙ୍କ ମଧ୍ୟରେ ଅନେକ କଲେକ୍ଟର ଭଲ ହୋଇଥାନ୍ତି ତାଙ୍କ ମଧ୍ୟରେ ଭୀମ ସିଂହ ଜଣେ।

ସେ ଏକ ବୟସ୍କ ମହିଳାଙ୍କୁ ଘର ବାହାରେ ବସି ଥିବାର ଦେଖିଲେ ସେ ତାର ପାଖକୁ ଯାଇ ପଚାରିବାରୁ ସେ ମହିଳା କେବଳ ସେହି ସମୟରେ କହିଥିଲା ବର୍ଷା ରେ ତାର ଘରେ ପାଣି ପଶି ଯାଉଛି ଯେବେ କଲେକ୍ଟର ତାର ଘରକୁ ଯାଇକି ଦେଖିଲେ ତ ସେଠାରେ ଅନ୍ଧାର ଥିଲା କୌଣସି ଜିନିଷ ଦେଖାଯାଉନି।ତ କଲେକ୍ଟର ବାହାରକୁ ଆସି ମହିଳାଙ୍କୁ ପଚାରିଲେ ତୁମର ଘରେ ଲାଇନି କଣ ପାଇଁ ନାହିଁ ତ ମହିଳା ଜଣଙ୍କ କହିଥିଲେ ଲାଇନ ତ ଅଛି ହେଲେ ମୋ ପାଖରେ ଲାଇନର ବିଲ ଦେବାକୁ ପଇସା ନଥିବାରୁ ମୁଁ ବଲ ବନ୍ଦ କରି ରଖିଛି।
ଏହା ପରେ ଭୀମ ସିଂହ ସେହି ମହିଳାଙ୍କ ଘରକୁ ଲାଇନ ଆଣିଲେ।ଏହା ପରେ ତାଙ୍କର ଅନେକ ଚର୍ଚ୍ଚା ହେଉଛି।ଏହା ପରେ ମହିଳାଙ୍କ ପାଇଁ ପେନସନ ବ୍ୟବସ୍ଥା କରିଥିଲେ।ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଚାଲି ଯାଇଥିଲା ଯାହା ମହିଳାଙ୍କୁ ଜଣା ନଥିଲା ଭୀମ ସିଂହ ତାଙ୍କୁ ଖୋଜି ମହିଳାଙ୍କ ପେନସନ ବ୍ୟବସ୍ଥା କରିଦେଲେ।

ଏହା ପରେ ସେହି ମହିଳା ବହୁତ ଖୁସି ହୋଇଗଲେ।ଏହା ପରେ ସେ ମହିଳା ଏକା ରହିପାରିବେ ଓ ଖାଇବା ଖାଇ ପାରିବେ ଓ ବିଜୁଳି ପଇସା ଦେଇପାରିବେ।ସରକାର ତରଫରୁ ଯୋଜନା କରାଯାଇଛି ବିଧାବା ମହିଳାଙ୍କ ପାଇଁ ପେନସନ ର ସୁବିଧା ଓ ସିଙ୍ଗିଲ ବିଜୁଳି ବତୀ ଯୋଜନା ବିଷୟରେ ବି ଆପଣ ଜାଣିଥିବେ।ଏହି ଘଟଣା ଜାଣିବା ପରେ ସବୁ ଲୋକ ସେହି କଲେକ୍ଟର ଙ୍କର ପ୍ରସଂସା କରିଥିଲେ ଓ କହିଥିଲେ ଏହିପରି କଲେକ୍ଟର ସବୁଠି ଆବଶ୍ୟକ।ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗୁଛି ଏହାକୁ ଲାଇକ କରନ୍ତୁ ଏବଂ ନିଜ ସାଙ୍ଗ ମାନଙ୍କ ସହ ଅଧିକ ରୁ ଅଧିକ ଭାବରେ ସେୟାର କରି ଆମକୁ ନିଜର ପ୍ରତିକ୍ରିୟା ଜଣାନ୍ତୁ।

Leave a Reply

Your email address will not be published. Required fields are marked *