October 2, 2023

Odia Express

News For Public

ସ୍ୱପ୍ନ ରେ ଶିଶୁ ଦେଖିବାର ଅର୍ଥ କଣ ହୋଇଥାଏ ? ଜଲଦି ଜାଣିନିଅନ୍ତୁ…

ଆମେ ଦିନରେ ଯାହା କିଛି ମଧ୍ୟ ଭାବୁ ଆମ ମସ୍ତିଷ୍କ ତାହାକୁ ମନେ ପକାଇ ସ୍ୱପ୍ନ ର କଳ୍ପନା କରିଥାଏ। ବହୁତ ଲୋକ ବିଭିନ୍ନ ପ୍ରକାର ର ସ୍ୱପ୍ନ ଦେଖିଥାନ୍ତି। କୁହାଯାଏ ଯେ ପାହାନ୍ତା ସ୍ୱପ୍ନ ସତ ହୁଏ। ଆମ ମସ୍ତିଷ୍କ ସ୍ୱପ୍ନ କୁ ମନେ ରଖି ପାରେନି ଅଧିକାଂଶ ସ୍ୱପ୍ନ ଆମକୁ ମନେ ରୁହେ ନାହିଁ। କେବଳ ସ୍ୱପ୍ନ ର ଶେଷ ଭାଗ ହିଁ ଅଧିକାଂଶ ଆମକୁ ମନେ ରୁହେ। ତେବେ ଆପଣ କେବେ ସ୍ୱପ୍ନ ରେ ଛୋଟ ଛୁଆ ଦେଖିଛନ୍ତି କି? ତେବେ ଜାଣି ନିଅନ୍ତୁ ଛୋଟ ଛୁଆ ଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ହୋଇଥାଏ।ଓଡ଼ିଆ ଏକ୍ସପ୍ରେସ ର ଏହି ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

ଛୋଟ ଛୁଆ କୁ ସ୍ୱପ୍ନ ରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ କଣ କରୁଥିବାର ଦେଖିଲେ ଏହାର ଅଲଗା କିଛି ମହତ୍ୱ ରହିଥାଏ। ଛୋଟ ଛୁଆ ଯଦି ସୋଇଥିବାର ଆପଣ ଦେଖନ୍ତି ତେବେ ଜାଣି ନିଅନ୍ତୁ ଖୁବ ଶୀଘ୍ର ଆପଣଙ୍କ ଭାଗ୍ୟ ର ଉଦୟ ହେବାକୁ ଯାଉଛି। ଯଦି ଆପଣ ଛୋଟ ଛୁଆ ଖେଳିବାର ଦେଖୁଛନ୍ତି ତେବେ ଖୁବ ଶୀଘ୍ର ଆପଣଙ୍କ ବ୍ୟବସାୟ ରେ ଅଗ୍ରତା ସଫଳତା ଆସିବାକୁ ଯାଉଛି କିମ୍ବା ଧନ ପ୍ରାପ୍ତି ହେବାକୁ ଯାଉଛି। ଯଦି ଛୋଟ ଛୁଆ କ୍ଷୀର ପିଉଛି କି ମା କ୍ଷୀର ପିଉଛି ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କୁ ଖୁବ ଶୀଘ୍ର ଖୁସି ଖବର ମିକିବାକୁ ଯାଉଛି।

ଛୋଟ ଛୁଆ ଯଦି ଚାଲିବାର ଦୃଶ୍ୟ ସ୍ୱପ୍ନରେ ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ଜୀବନ ସାଥି ଶୀଘ୍ର ଆପଣଙ୍କ ପାଖକୁ ଆସୁଛନ୍ତି। ବିବାହ ହେବାକୁ ଯାଉଛି କିମ୍ବା ଘର କୁ ନୂଆ ଅତିଥି ଅଡିବାକୁ ଯାଉଛି। ଛୋଟ ଛୁଆ ଯଦି କାନ୍ଦିଲା ଦୃଶ୍ୟ ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଘରକୁ ବିପତ୍ତି ଆସିବାକୁ ଯାଉଛି। ଅର୍ଥ ହାନି କିମ୍ବା ରୋଗଗ୍ରସ୍ତ ହେବା କୁ ଯାଉଛନ୍ତି। ଏହା ଥିଲା ଆମ ଶାସ୍ତ୍ର ବିଚାର। ସକୁନ ବିଚାର ପୁସ୍ତକ ରେ ମଧ୍ୟ ଏହି କଥା ବିସ୍ତୃତ ଭାବେ ଲିପିବଧ ଅଛି।

Leave a Reply

Your email address will not be published. Required fields are marked *