September 25, 2023

Odia Express

News For Public

କଞ୍ଚା ପିଆଜ ଖାଉଥିଲେ ନିଶ୍ଚୟ ଏହି କଥା ଜାଣିରଖନ୍ତୁ – ଲାଭ ଏତେ ଯେ ଆପଣ କେବେ ଭାବି ନଥିବେ ମଧ୍ୟ..

1 min read

ପିଆଜ କୁ ଆମେ ଏକ ପରିବା ରୂପେ ରୋଷେଇ ରେ ବ୍ୟବହାର କରୁ।ବନ୍ଧୁଗଣ ଆମେ ଅନେକ ସମୟରେ ପିଆଜ କୁ ମସଲା ରୂପେ ଖାଉ କିମ୍ବା ଭଜା ଭାଜି ରେ ବ୍ୟବହାର କରୁ କିନ୍ତୁ ଆପଣ ପ୍ରାୟ ଏହି କଥା ଜାଣିନଥିବେ କି ପିଆଜ କୁ ସିଝାଇବା ଦ୍ୱାରା ଏଥିରେ ଥିବା ଭିଟାମିନ ଗୁଡିକ ନଷ୍ଟ ହୋଇଯାଏ।ତେଣୁ ପିଆଜ କୁ କେବେ ମଧ୍ୟ ଭାଜି କିମ୍ବା ତରକାରୀ ରେ ପକେଇ ନଷ୍ଟ କରିବା ଉଚିତ ନୁହେଁ। ଏହାକୁ ସବୁବେଳେ କଞ୍ଚାରେ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥିବା ଭିଟାମିନ୍ସ ନଷ୍ଟ ହେବ ନାହିଁ। ଏଥିରେ ସଲଫର ଏବଂ ଭିଟାମିନ ଡ଼ି ପ୍ରଚୁର ପରିମାଣ ରେ ରହିଛି। ଅନେକ ରୋଗ ର ସମାଧାନ ଅଟେ ପିଆଜ। ଆଜି ଆମେ ଆପଣଙ୍କ ଦୃଷ୍ଟିଗୋଚର କରିବୁ ପିଆଜ କୁ କଞ୍ଚା ଖାଇବା ଦ୍ୱାରା କେଉଁ ରୋଗର ସମାଧାନ ହୁଏ। ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ଭାବେ ପଢ଼ନ୍ତୁ।

କୋଲେଷ୍ଟ୍ରୋଲ ;- ପିଆଜ କୋଲେଷ୍ଟ୍ରୋଲ କୁ କମେଇବାରେ ସହାୟକ ହୁଏ। ରକ୍ତରୁ ଫ୍ୟାଟ କମେଇବାରେ ସହାୟକ ହୁଏ। ଯାହା ଫଳ ରେ ହୃଦଘାତ ବା ହାର୍ଟଅଟାକ ଭଳି ସମସ୍ୟା ରୁ ମୁକ୍ତି ମିଳେ।

ରକ୍ତହୀନତା ;- ପିଆଜ ଖାଇବା ଦ୍ୱାରା ଶରୀର ରେ ରକ୍ତ ହୀନତା ଦୂର ହୁଏ। ଏବଂ ରକ୍ତ ଅଧିକ ପରିମାଣରେ ଶରୀରରେ ତିଆରି ଆରମ୍ଭ ହୁଏ। ରକ୍ତ କୁ ବିଶୋଧନ କରିଥାଏ ପିଆଜ। ଏଥିରେ ଥିବା ସଲଫର ରକ୍ତରେ ଶ୍ୱେତ କଣିକା ଏବଂ ହିମୋଗ୍ଲୋବିନ୍ ବଢ଼େଇବାରେ ସହାୟକ ହୁଏ।

କିଡିନ୍ ରୋଗ :- ପିଆଜ କିଡିନି ପଥରି ସମସ୍ୟା ପାଇଁ ରାମବାଣ ଅଟେ। ଏହା କିଡିନ୍ ରେ ଥିବା ଷ୍ଟୋନ କୁ ତରାଳେଇବା ରେ କାମ କରେ। ପ୍ରତିଦିନ ସକାଳେ କଞ୍ଚା ପିଆଜ ଖାଉଥିବା ବ୍ୟକ୍ତି କୁ କେବେ ମଧ୍ୟ କିଡିନ୍ ରୋଗ ବା ଷ୍ଟୋନ ଆଦି ହୁଏ ନାହିଁ।

କେଶ ଝଡ଼ିବା ସମସ୍ୟା;-ଯଦି ଆପଣଙ୍କ କେଶ ଅଧିକ ଝାଡୁଛି। ତେବେ ପ୍ରତିଦିନ ଖାଇବାରେ ଦୁଇଟି ପିଆଜ ନିଶ୍ଚୟ ଖାଅନ୍ତୁ ଏହାଦ୍ୱାରା କେଶ ଉପୁଡିବା। ବଢୁଥିବା ଚାନ୍ଦାପନ ଆଦି ଦୂର ହୁଏ। କେଶ ଘନ ଏବଂ କଳା ଗହଳ ହୁଏ।

ଆଖି ସମସ୍ୟା;- ଆଖି ଦୃଷ୍ଟି ଶକ୍ତି କମ ଥିଲେ ଆପଣ ଆଜିଠାରୁ ପ୍ରତିଦିନ ରାତିରେ ଗୋଟିଏ ପିଆଜ ଖାଇବା ଆରମ୍ଭ କରି ଦିଅନ୍ତୁ। ଧୀରେ ଧୀରେ ଦୃଷ୍ଟି ଶକ୍ତି ବଢିବା ଆରମ୍ଭ ହୋଇଯିବ।

ପିଆଜ ଆହୁରି ମଧ୍ୟ ବହୁତ ରୋଗ ର ନିରାକରଣ କରିଥାଏ। ଏଥିରେ ପ୍ରଚୁର ଭିଟାମିନ ଏବଂ ମିନେରଲ ଅଛି ଯାହା କି ଆମ ଶରୀର ପାଇଁ ଅତ୍ୟାବଶ୍ୟକ ଅଟେ।ପିଆଜ କୁ ସିଝାଇବା ବା ଭାଜିବା ଦ୍ୱାରା ଏହି ତତ୍ୱ ଗୁଡିକ ଏଥିରୁ ନଷ୍ଟ ହୋଇଯାଏ। ତେଣୁ ସବୁବେଳେ ପିଆଜ କୁ କଞ୍ଚା ଚୋବାଇ ଖାଇବାକୁ ଚେଷ୍ଟା କରନ୍ତୁ। ଏହାର ଅନେକ ଫାଇଦା ରହିଛି।

Leave a Reply

Your email address will not be published. Required fields are marked *