March 26, 2024

Odia Express

News For Public

ତିନି ଥର ରେ ସବୁପ୍ରକାର ଦରଜ, ଥକିଯିବା , ରକ୍ତ ଅଭାବ ଓ ମୋଟାପଣ ୧୦୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି…

ତିନି ଥର ରେ ହାତ ଦରଜ,ଗୋଡ ଦରଜ ଅଣ୍ଟା ବ୍ୟଥା କୌଣସି ବି ଦରଜ ଥକି ଯିବା କିମ୍ବା ରକ୍ତ ର କମି ପୁଅ ହେଉ କିମ୍ବା ଝିଅ ଇଏ ପୁରା ଭଲ କରିଦେଇଥାଏ।ସାଙ୍ଗ ମାନେ ଏବେ ଇଣ୍ଟରନେଟ ର ଯୁଗ। ଆପଣ ଜାଣିଥିବେ ଛୋଟ ବେଳେ ର ଖରାପ କାମ ଦ୍ବାରା ଆପଣ ଙ୍କ ଶରୀର ବହୁତ କମଜୋର ହୋଇଯାଇଥିବ।ଖରାପ କାମ ଯୋଗୁ ଆପଣଙ୍କ ହର୍ମୋନ ବାଲାନ୍ସ ଖରାପ ହୋଇଯାଇଥାଏ।ଆଜି ଆମେ ଆପଣ କୁ ଏପରି ଏକ ଉପାୟ କହିବୁ ଯାହା ଦ୍ବାରା ଆପଣଙ୍କ ଶରୀର ଶକ୍ତିଶାଳୀ ହୋଇଯିବ।

ପ୍ରଥମ ଆପଣ କିଛି କଳା ଚଣା ଓ କିଛି ବାଦାମ ରାତିରେ ପାଣିରେ ଭିଯାଇ ସକାଳେ ଗୁଡ଼ ସହ ଖାଇଲେ ଏହା ଆପଣଙ୍କୁ ଭରପୁର ଶକ୍ତି ଦେବ।ଏହା ସହିତ ଆପଣ କ୍ଷୀର ବି ପିଇ ପାରିବେ ଓ ଶୀତଦିନେ ଖଜୁରୀ ବି ଖାଇପାରିବେ ଏହା ଆପଣଙ୍କ ସବୁ ସମସ୍ୟା କୁ ଭଲ କରିଥାଏ।ଏହା ପୂର୍ବରୁ ଯଦି ଆପଣଙ୍କ ପେଟ ସଫା ହେବନି ତ କିଛି ଲାଭ ନାହିଁ ଏହା ଆପଣ ଙ୍କ ହଜମ ହିଁ ହେବନି।ପେଟ ସଫା ଓ ହଜମ ପାଇଁ ଆପଣ ପ୍ରତି ଦିନ ଚେଷ୍ଟା କରନ୍ତୁ ସକାଳ ୪ ରୁ ୫ ଭିତରେ ଉଠିବା ଆବଶ୍ୟକ ଓ ଉଠିବା ପରେ ଗରମ ପାଣି ସହ ଆମଲା ପାଉଡର ଖାଇବା ଦରକାର।

କେବେବି ସକାଳୁ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ପେଟ ଭଲ ସେ ସଫା ହେବ।ଏହା ସହିତ ଆପଣ କିଛି ଯୋଗ ବା ବ୍ୟାୟାମ କରନ୍ତୁ ଯିମ ବି କରିପାରିବେ ଯାହା ଦ୍ବାରା ଏହା ଆପଣ ଙ୍କ ଶରୀରରେ ଠିକ ସେ ଲାଗିବ।ଏହା ହୋଇଗଲା ଆପଣଙ୍କ ସକାଳ ର ଖାଇବା।ଦିନରେ ଆପଣ ସାଲାଡ଼ ଆଦି ଖାଆନ୍ତୁ।

ସନ୍ଦ୍ୟବେଳେ ଆପଣ କିଛି ବାୟାମ ପରେ କ୍ଷୀର ସହିତ ଅସ୍ୱାଗନ୍ଧା ପାଉଡର ଏକ ଚାମଚ ଗୋଳାଇ ପିଇବା ଦ୍ବାରା ସବୁ କମଜୋରି ଦୂର ହୋଇଥାଏ।ଏହା ସହିତ ରାତ୍ରି ଭୋଜନ ଆପଣଙ୍କୁ ୭ ଭିତରେ ଖାଇବା ଆବଶ୍ୟକ। ଯଦି ଆମଲେଖା ଭଲ ଲାଗୁଛି ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *