March 3, 2024

Odia Express

News For Public

B ନାମର ବ୍ୟକ୍ତି ଓ R ନାମର ବ୍ୟକ୍ତି କିପରି ହୋଇଥାନ୍ତି? କିଏ ଏମାନଙ୍କ ଭିତରୁ ଅଧିକ ଶକ୍ତିଶାଳୀ ଏବେ ଜାଣିରଖନ୍ତୁ..

1 min read

ଆଜି ଆମେ ଜାଣିବା କିପରି ହୋଇଥାନ୍ତି B ନାମର ବ୍ୟକ୍ତି ଓ କିପରି ହୋଇଥାନ୍ତି R ନାମର ବ୍ୟକ୍ତି।ଆମେ ଏଠାରେ ରବି ତେଜା ଓ ବ୍ରହ୍ମାନନ୍ଦନଙ୍କ ର ଉଦାହରଣ ନେଇ ଜାଣିବା ତାଙ୍କ ବିଷୟରେ,ଏ ଦୁଇଜଣ ସାଉଥର ସୁପ୍ରସିଦ୍ଧ ତାରିକା ଅଟନ୍ତି ତେଣୁ ଏମାନଙ୍କ ଉଦାହରଣ ନେଇ ଆମେ ବହୁତ ଭଲଭାବରେ ଉଦାହରଣ ଜାଣି ପାରିବା।ସର୍ବ ପ୍ରଥମେ ଚାଲନ୍ତୁ ଜାଣିବା R ନାମର ବ୍ୟକ୍ତି ମାନଙ୍କ ବିଷୟରେ ଏହି ବ୍ୟକ୍ତି ମାନଙ୍କ ର ସ୍ଵଭାବ,ବ୍ୟବହାର ଆଦି କିପରି ହୋଇଥାଏ ତାହା ଜାଣିବା।

R ନାମକୁ ନ୍ୟୁରୋ ଲୋଜିରେ ଅଙ୍କ ନଅ ର ସ୍ଥାନ ଦିଆଯାଇଛି,ଆଉ ଏହି ଅଙ୍କ ସହିଷ୍ଣୁତା ଓ ବୁଦ୍ଧି ଆଉ ମାନବତ୍ୱର ପ୍ରତୀକ ଭାବରେ ଜଣାଯାଏ।ଆର୍ ନାମର ବ୍ୟକ୍ତି ମାନଙ୍କ ର ସ୍ଵଭାବ ଅତ୍ୟନ୍ତ ଉତ୍ତମ ହୋଇଥାଏ।ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ବୁଦ୍ଧି, ଉଦ୍ଦାରତା ଆଦି ଭରି ହୋଇ ରହିଥାଏ। ଏହି ବ୍ୟକ୍ତି ମାନେ ନିଜ ସାଙ୍ଗ ସାଥୀ ବା ପରିବାର କୁ ବହୁତ ଭଲ ପାଆନ୍ତି ଓ ସେମାନଙ୍କର ଯତ୍ନ ମଧ୍ୟ ନେଇଥାନ୍ତି। ଆର୍ ନାମର ବ୍ୟକ୍ତି ମାନଙ୍କ ର ରୁଚି କଳା ଓ ସଂସ୍କୃତି କ୍ଷେତ୍ର ରେ ଅଧିକ ରହିଥାଏ ଓ ଏହି ବ୍ୟକ୍ତି ମାନେ ସର୍ବଦା ଅନ୍ୟ କୁ ସାହାଯ୍ୟ କରିଥାନ୍ତି।

ଉଦାହରଣ ରେ ନେଇଥିବା ରବି ତେଜା ମଧ୍ୟ ଜଣେ ଉତ୍ତମ ସ୍ଵଭାବ ର ବ୍ୟକ୍ତି ଅଟନ୍ତି। ସେ ସର୍ବଦା ଅନ୍ୟ ମାନଙ୍କୁ ସାହାଯ୍ୟ କରିଥାନ୍ତି,ଏ ଜଣେ ବହୁତ ଉତ୍ତମ କଳାକାର ଅଟନ୍ତି ଆଉ ତାପରେ ସେ ହୃଦୟରୁ ସମସ୍ତଙ୍କୁ ବହୁତ ସାହାଯ୍ୟ କରନ୍ତି। ଆର୍ ନାମର ବ୍ୟକ୍ତି ନିଜ ଦୁନିଆ କୁ ରଚନାତ୍ମକ ରଖିଥାନ୍ତି। ଏହି ବ୍ୟକ୍ତି ମାନଙ୍କ ର କାର୍ଯ୍ୟ କରିବାର ଢଙ୍ଗ କିଛି ଅଲଗା ହୋଇଥାଏ ଯାହା ସେମାନଙ୍କର ସ୍ଵଭାବ କୁ ଦର୍ଶାଇ ଥାଏ।ଏମାନଙ୍କୁ ବହୁତ ଆକର୍ଷକ ଜିନିଷ ଆଉ ସୌନ୍ଦର୍ଯ୍ୟତ୍ମାକ ଜିନିଷ ବହୁତ ପସନ୍ଦ ଆସିଥାଏ।ଏହି ବ୍ୟକ୍ତି ମାନେ ବହୁତ ଶାନ୍ତ ଓ ଉତ୍ତମ ସ୍ଵଭାବ ର ହୋଇଥାନ୍ତି , ନିଜ ସାମ୍ନାରେ କାହାକୁ ଅସୁବିଧାରେ ପଡିଥିବାର ଦେଖି ସେମାନେ ତୁରନ୍ତ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।

ଏମାନେ ପ୍ରାୟ ସମୟରେ ଲୋକଙ୍କୁ ଦେଖି ତାଙ୍କ ଦୁଃଖରେ ଭାଗିଦାର ହୁଅନ୍ତି।ଏହି ବ୍ୟକ୍ତି ମାନଙ୍କ ର ଉଦାରତା ର ଲୋକ ମାନେ ଫାଇଦା ଉଠାଇ ଥାଆନ୍ତି କିନ୍ତୁ ଏହି ବ୍ୟକ୍ତି ମାନେ ଧ୍ୟାନ ଦେଇପାରନ୍ତି ନାହିଁ। ଏହି ବ୍ୟକ୍ତି ମାନଙ୍କ ର ଖରାପ ଗୁଣ ହେଉଛି, ଏହି ବ୍ୟକ୍ତି ମାନେ ବହୁତ ଶୀଘ୍ର ରାଗି ଯାଆନ୍ତି।ଏମାନେ ସବୁ କିଛି ଅସୁବିଧାକୁ ସମାଧାନ କରିବାକୁ ଚାହାନ୍ତି ତେଣୁ ଅନ୍ୟର ଦୁଃଖକୁ ନିଜ ପାଖରେ ରଖନ୍ତି।ଏମାନେ ବହୁତ ଉତ୍ସାହି ପ୍ରକୃତିର ହୋଇଥାନ୍ତି,ଆର୍ ନାମର ବ୍ୟକ୍ତି ମାନେ ସର୍ବଦା ନିଜ ଦୁନିଆ ରେ ରହିବାକୁ ପସନ୍ଦ କରିଥାନ୍ତି, ଏମାନେ ପ୍ରାୟ ସମୟରେ କଞ୍ଜୁସ ଦେଖାଯାନ୍ତି କିନ୍ତୁ ଏମାନେ କଞ୍ଜୁସ ହୋଇନଥାନ୍ତି।ସେମାନଙ୍କ ବିଷୟରେ ଲୋକ କିଏ କଣ କୁହନ୍ତି ତାଙ୍କୁ ଏସବୁ କିଛି ଫରକ୍ ପଡେ ନାହିଁ।

ଏବେ ଚାଲନ୍ତୁ ଜାଣିବା B ନାମର ବ୍ୟକ୍ତି ମାନଙ୍କ ବିଷୟରେ। ବି ନାମର ବ୍ୟକ୍ତି ବହୁତ ସମ୍ବଧ୍ୟନଶିଳ ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ଉପରେ ଛୋଟ ଛୋଟ କଥାର ମଧ୍ୟ ପ୍ରଭାବ ପଡ଼ିଥାଏ। ଏହି ବ୍ୟକ୍ତି ମାନେ କେବେ କେବେ ଛୋଟ ଛୋଟ କଥାରେ ଖୁସି ହୋଇଥାନ୍ତି ତ କେବେ କେବେ ଛୋଟ ଛୋଟ କଥାରେ ଦୁଃଖୀ ମଧ୍ୟ ହୋଇ ଯାଆନ୍ତି। ବି ନାମର ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାନ୍ତି ଓ ଏହି ବ୍ୟକ୍ତି ମାନଙ୍କୁ ସେକ୍ସ ଲାଇଫ ଉପରେ ବହୁତ ଭରସା ରହିଥାଏ।

ଏହି ବ୍ୟକ୍ତି ମାନେ ବହୁତ ହାସ୍ୟ କାର ପ୍ରକୃତି ର ହୋଇଥାନ୍ତି, ଯେପରି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦନ ଙ୍କ ର ସ୍ଵଭାବ ଅତ୍ୟନ୍ତ ଉତ୍ତମ ଅଟେ। B ନାମର ବ୍ୟକ୍ତି ମାନଙ୍କ ପାଇଁ ବାହାର ର ସୌନ୍ଦର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତାସହିତ ଏମାନଙ୍କ ପାଇଁ ପଇସା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏମାନଙ୍କୁ ସୁନ୍ଦରତା ବହୁତ ଲୋଭେଇ ଥାଏ ତେଣୁ ଏମାନେ ପ୍ରକ୍ରୃତ ପ୍ରେମୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ପ୍ରକୃତି ପ୍ରେମୀ ହୋଇଥାନ୍ତି ଓ ସର୍ବଦା ସାମାଜିକ କାର୍ଯ୍ୟ ରେ ସାମିଲ୍ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ନିଜେ କଷ୍ଟ କରି ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିଥାନ୍ତି,ତେଣୁ ସେନା ଭଳି ସ୍ଥାନରେ ଦେଖାଯାଆନ୍ତି। ଯେପରି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ୍ , ସେ ଜଣେ ବହୁତ ଭଲ ହାସ୍ୟ ଅଭିନେତା ଅଟନ୍ତି ଯେତେବେଳେ ସେ ଆମ ସାମ୍ନା କୁ ଆସନ୍ତି ସେତେବେଳେ କେହି ମଧ୍ୟ ନହସି ରହିପାରେ ନାହିଁ।ସେଥିପାଇଁ ଏମାନଙ୍କ ନାମ ଗ୍ରୀନିଜ ବିଶ୍ଵରେକର୍ଡ଼ ରେ ଅଛି,ଆଉ ଅଧିକରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି।

ଏବେ ଆପଣ ଜାଣିଲେ B ନାମର ବ୍ୟକ୍ତି ଓ R ନାମର ବ୍ୟକ୍ତି ମାନଙ୍କ ବିଷୟରେ।B ନାମର ବ୍ୟକ୍ତି କିପରି ହୋଇଥାନ୍ତି ତାଙ୍କର ସ୍ଵଭାବ , ବ୍ୟବହାର କିପରି ହୋଇଥାଏ ଓ ଆର୍ ନାମର ବ୍ୟକ୍ତି ମାନଙ୍କ ର ସ୍ଵଭାବ, ବ୍ୟବହାର କିପରି ହୋଇଥାଏ।

Leave a Reply

Your email address will not be published. Required fields are marked *