March 1, 2024

Odia Express

News For Public

ମାତ୍ର ୩ ଥର ବ୍ୟବହାର ଦ୍ୱାରା ଶରୀରରେ ଥିବା ସମସ୍ତ ପ୍ରକାରର ଥକାପଣ ଏକା ଥରକେ ଶେଷ ହୋଇଯିବ..

ନମସ୍କାର,ଆଜି ଆମେ ଜାଣିବା କିପରି ମାତ୍ର ୩ ଦିନ ପର୍ଯ୍ୟନ୍ତ ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଯେକୌଣସି ରୋଗ ହେଉ କିମ୍ବା ଯେକୌଣସି ଦୁର୍ବଳତା ହେଉ ମାତ୍ର ୩ ଥରରେ ଏହା ମୂଳରୁହିଁ ନିପାତ ହୋଇଯିବ।ଯେକୌଣସି ପ୍ରକାରର ଥକାପଣ ହେଉ ଅବା ଶରୀର ରେ ଦୁର୍ବଳତା ମାତ୍ର ଦିନକୁ ୩ଥର ଗ୍ରହଣ କଲେ ୬୫ବର୍ଷ ରେ ୨୫ ବର୍ଷ ର ଫୁର୍ତ୍ତି ଦେଖିବେ।ଆପଣ ମାନେ ପ୍ରାୟ ସମୟ ଦେଖିଥିବେ କୌଣସି କାମ କରିବା ଆଗରୁ ଆମ ଶରୀର ରେ ଅଲଗା ପ୍ରକାର ମାନ୍ଦାଳିଆ ଆଉ ଦୁର୍ବଳତା ଦେଖା ଯାଏ।ଏହି କାରଣରୁ ଚାକିରି କରିଥିବା ବ୍ୟକ୍ତି ଯେତେ ବେଳେ ଘରକୁ ଆସେ ତା ଶରୀର ରେ ଏତେ ଦୁର୍ବଳତା ସେ ଅନୁଭବ କରେ କି ସେ ତାର ସମୟ ନିଜ ପରିବାର କୁ ଦେଇ ପାରେ ନାହିଁ।ପିଲା ବେଳର ମୁର୍ଖତା ଖାଦ୍ୟ ପେୟ ଠିକ ସେ ଗ୍ରହଣ ନ କରିଆ ଓ ଭୁଲ ଜୀବନଶୈଳି ଗୋଟେ ଏମିତି ଜିନିଷ ଅଟେ।ଯିଏ ଶରୀର କୁ ଭିତରୁ ଫମ୍ପା କରିଦିଏ ଆଉ ଏହି କାରଣରୁ ଶରୀର ରେ ଦୁର୍ବଳତା,ଶୀଘ୍ର ହାଲିଆ ହେଇ ଯିବା ଓ ଏହି କାରଣରୁ କୌଣସି କାମରେ ମନ ନ ଲାଗିବା ଓ ଓଜନ ଶୀଘ୍ର କମିଯିବା ଦ୍ୱାରା ଆମେମାନେ ଠିକସେ ବି ଯୌନ ସୁଖ ଭୋଗୀ ପାରିନଥାଉ।

ଯଦି ଆମେ ଏ ସବୁ ପ୍ରଥମରୁ ଅବହେଳା କରିଥାଉ ତାହେଲେ ଏହା ଆଗକୁ ଯାଇ ଗୋଟେ ବଡ ବେମାର କାରଣ ହୋଇଥାଏ।ସେଥିପାଈଁ ଏ ଯେଉଁ ଉପାୟ ଦୁର୍ବଳତା ଦୁରୀ କରିବା ସହିତ ଆମକୁ ୬୫ବର୍ଷରେ ୨୫ବର୍ଷର ଫୁର୍ତ୍ତି ଦେଖା ଡେ଼ଇଥାଏ।ଏହି ଉପାୟକୁ ତିଆରୀ କରିବା ପାଇଁ ପ୍ରଥମେ ଆମକୁ ଆବଶ୍ୟକ ଆଖ୍ରୋଟ୍|ଏହି ଆଖ୍ରୋଟ୍ ଶରିରର ହୃଦୟ ଠୁ ନେଇ ମୁଣ୍ଡ ଯାଏଁ ବହୁତ କାର୍ଯ୍ୟ କାରୀ।ଏହି ଆଖ୍ରୋଟ୍ ଆମ ହୃଦୟକୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ କୁ ଅଟକେଇ ଥାଏ।ବଜାରରୁ ଆଖ୍ରୋଟ୍ ଆଣିବା କିନ୍ତୁ ଭଙ୍ଗା ନୁହଁ ଗୋଟା ଆଖ୍ରୋଟ୍ ଆଣିବା ଯାହା ଫଳରେ ତା ଭିତରେ ଥିବା ସେ ଫଳ ଭଲ ରହିବ ବଜାର ରେ ମିଳୁଥିବା ସେ ଫଳ ରେ ତା ତେଲ ଅଂଶ ଶୁଖିଯାଇଥିବା ଯାହା ଫଳରେ କୌଣସି ଲାଭ ଦାଇ ହେବ ନାହିଁ।

ଘରେ ତିନି ଚାରୋଟୀ ଆଖ୍ରୋଟ୍ ଆଣି ତା ମଧ୍ୟରୁ ଫଳ ବାହାର କରି ଗୋଟେ ପାତ୍ର ରେ ରଖିବେ।ତାପରେ ଦ୍ଵିତୀୟ ଜିନିଷ ନେବେ ଖିସମିଶ ତିନି ଚାମଚ।କାହିଁକି ନା କିସମିଶ ରେ ଆଇରନ,କ୍ୟାଲସିୟମ,ପୋଟାସିୟମ,ମ୍ୟାଗ୍ନିସିୟମ ଓ ଫାଇବର ଥାଏ ଯୋଉଗୁଡିକ ଶରୀରରେ ଉପସ୍ଥିତ ହାଲିଆ ପଣ କୁ ଦୁର କରିଥାଏ।

ତାଶହିତ ଆମ ଆଖି ପାଇଁ ଏ ବହୁତ ଭଲ ଅଟେ।ଏହାପରେ ତୃତୀୟ ଜିନିଷ ଯାହା ନବାର ଅଛି ତା ହେଲା ଗୋଟା ମିଶ୍ରି । ମିଶ୍ରି ଗୋଟେ ପ୍ରକାର ଚିନି ହିଁ ଅଟେ କିନ୍ତୁ ଆପଣ ଚିନି ନେବେ ନାହିଁ । ଶେଷ ଜିନିଷ ଯାହା ଆପଣଙ୍କୁ ଏଠି ନବାର ଅଛି ତା ହେଲା କଞ୍ଚା କ୍ଷୀର ଗୋଟେ ଗିଲାସ। ଏତିକି ସାମଗ୍ରୀ କୁ ନେଇ ପ୍ରସ୍ତୁତ କରିବା ସେ ପୃଷ୍ଟି କର ବଳ ବର୍ଦ୍ଧକ ପାନୀୟ।ପ୍ରଥମେ ତ ତିନି ଚାରୋଟୀ ଭଳିଆ ଆଖ୍ରୋଟ୍ ନବା। ତାପରେ ଏହା ସହିତ ଦୁଇ ରୁ ତିନି ଚାମଚ ଖିସମିଶ ମିଶାଇବା ଓ ତାପରେ ତାକୁ ରାତି ସାରା ପାଣିରେ ଭିଜେଇ ରଖିଦେବା।

ତାପରେ ସକାଳୁ ଆମେ ସେ କଞ୍ଚା କ୍ଷୀର ନବା।ଗୋଟେ କଢେ଼ଇ ରେ ସେ କ୍ଷୀର ଢ଼ାଳିବା ଓ ଗରମ କରିବା ଗରମ କରିବା ସହ ତା ଭିତରେ ସେ ଆଖ୍ରୋଟ୍ ଏବଂ ଖିସମିଶ କୁ ପକେଇ ଭଲ ସେ ତାକୁ ପ୍ରାୟ ୩ ଥର ଫୁଟାଇ ବାର ଅଛି,ଆଉ ଧ୍ୟାନ ରଖିବେ ଅଖରୋଟ ପକେଇବ ସମୟରେ ଆପଣ ତାକୁ ଭଲ ଭବାରେ ଛେଚି ନେବେ।ତାପରେ ଆପଣ ସେଠିରର ମିଶ୍ରି ମିଶେଇ ନେବେ।ତାପରେ ତାକୁ ଗ୍ୟାସ ରୁ ଓହ୍ଲାଇ ତାକୁ ଗୋଟେ ଗ୍ଲାସ କୁ ଢାଳିବା,ଆଉ ଧ୍ୟାନ ରଖିବେ ଆପଣ ଏହି ପାନୀୟକୁ ଛାଣିବେ ନାହିଁ।ଏହି ଯୋଉ ଉପାୟକୁ ପାନ କରିବା ଦ୍ୱାରା ଶରୀର ର ବଳ ବଢିବ ଓ ହାଲିଆ ଲାଗିବନି କି ଅଳସୁଆ ଲାଗିବନି ଓ ରୋଗପ୍ରତିରୋଧ ଶକ୍ତି ବଢେ଼ଇବ ଓ ଯୌନ ସୁଖ ମଧ୍ୟ ଲାଭ କରି ପାରିବେ।

ଆସନ୍ତୁ ଜାଣିବା ଏହି ପାନୀୟକୁ କେମିତି ସେବନ କରିବା।ପ୍ରଥମତଃ ଆମେ ଆକୁ କେବଳ ଦିନ ବେଳ ଯେତେବେଳେ ଖାଲି ପେଟରେଥିବେ ବା ସୋଇକି ଉଠିବେ ନିଜ ନିତ୍ୟକର୍ମ ସାରିବା ପରେ ଆପଣ ଖାଲି ପେଟରେ ଏହାର ସେବନ କରି ପାରିବ କିନ୍ତୁ ରାତିରେ କରି ପାରିବା ନାହିଁ।ଆକୁ ନବା ସମୟ ରେ ଧ୍ୟାନ ଦେବେ କି ଏହା ଯେପରି ହାଲ୍କା ଉଷୁମ ଥିବା ଆଉ ଏ ପାନୀୟ ନେଲା ବେଳେ କ୍ଷୀର ସହ ତାକୁ ସବୁ ଚୋବେଇ ଚୋବେଇ ନବାର ଅଛି।ଏହି ପାନୀୟର ତିନି ଦିନ ଲଗାତାର ସେବନ ଦ୍ୱାରା ଆପଣ ଦେଖିବେ ଆପଣ ଙ୍କ ଶରୀର ର ଗୋଟେ ଅଲଗା ପ୍ରକାରର ବଳ ଓ ଐଶ୍ୱର୍ଯ୍ୟ ବୃଦ୍ଧି ପାଇବ।

ଏହାକୁ ସବୁ ଦିନ ସେବନ ଦ୍ୱାରା ହୃଦୟ ଆଉ ମସ୍ତିସ୍କ ସୁସ୍ତ ରହିବ ଓ ଶରୀର କୁ ବିଭିନ୍ନ ରୋଗରୁ ବଞ୍ଚାଇ ପାରିବେ।ଆଣ୍ଠୁଗଣ୍ଠି ଦରଜ,ଅଣ୍ଟା ଦରଜ ଆଉ ଦୁର୍ବଳତା ଏଭଳି କୌଣସି ମସ୍ୟାର ସାମ୍ନା ଆପଣଙ୍କୁ କରିବାକୁ ପଡିବ ନାହିଁ ଆଉ ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତି କାହିଁକେତେ ଗୁଣରେ ବୃଦ୍ଧି ପାଇବାରେ ଲାଗିବ।ଏହି ପାନୀୟ ଆପଣଙ୍କ ବୃଦ୍ଧ ବୟସରେ ସମ୍ପୂର୍ଣ୍ଣ ନୂତନ ଉର୍ଜାର ଭରିଦେଵ କେବଳ ମାତ୍ର ୩ ଦିନର ବ୍ୟବହାରରେ।

Leave a Reply

Your email address will not be published. Required fields are marked *