March 3, 2024

Odia Express

News For Public

କରୋନା ରେ କାମ ନ ମିଳିବାରୁ ଗାଁକୁ ଚାଲିଗଲେ ଏହି ହିରୋଇନ – ଓ ସେଠାରେ କରୁଛନ୍ତି ଏପରି କାମ..

1 min read

କୋରନା ଭାଇରସ୍ କିମ୍ବା କୋଭିଡ୍-୧୯ ପୁରା ଦେଶ ଓ ଦୁନିଆଁରେ ଏକ ବହୁତ ବଡ ସଙ୍କଟ ରୁପରେ ବାହାରିକରି ଆସିଛି , ଆଜି ଦୁନିଆଁର ପ୍ରାୟ ସବୁଦେଶରେ କୋରନା ଭାଈରସ୍ ଯୋଗୁଁ ଚିନ୍ତାରେ ଅଛନ୍ତି , କେଉଁଠି ଲକ୍ ଡାଉନ୍ ଲାଗିଛି ତ କେଉଁଠି ମଣିଷ ନିଜର ସାହାସ ଏକାଠି କରିପାରୁନି କେଉଁଠିକୁ ଯିବାପାଇଁ , ସବୁ ଜାଗାରେ ଅଧିକା ଲୋକ ଏକାଠି ହେଲେ ରୋଗର ବିପଦ ଅଧିକା ବଢିଯାଏ , ଓ ଏହି କାରଣରୁ ମଣିଷ ନିଜର ଘରେ ଅଧିକା ସୁରକ୍ଷିତ ବୋଲି ଠିକ୍ ଭାବୁଛି । ଏମିତିରେ ବହୁତ ଲୋକ ନିଜକୁ ରକ୍ଷା ପାଇବାପାଇଁ ସହରର ଦୂର ଗାଁ ତରଫରୁ ନିଜ ବାଟ କାଢିଛନ୍ତି , ଆଜିର ତାରିଖରେ ବଡ ବଡ ସହରରେ ହାଲତ୍ ବହୁତ ଖରାପ ହୋଇଯାଇଛି , ସାଧାରଣ ଲୋକଙ୍କ ଛଡା ବହୁତ ବଡ ବଡ ଷ୍ଟାରସ୍ ନିଜ ଅସଲି ଘର ଛାଡି ଗାଁକୁ ପଳାୟନ କଲେଣି , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯିଏ କିଛି ସମୟ ପାଇଁ ସହର ଛ୍ଡି ଦୂର ଗାଁରେ ସମୟ ଅତିବାହିତ କରିବାକୁ ପହଞ୍ଚିଯାଇଥିଲେ

ଏହି ଅଭିନେତ୍ରୀ ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦଲାଇକ୍ ଅଟେ, ଯିଏ ଏବେ ସହରର ଭିଡରୁ ଦୁର ନିଜ ଗାଁ ରେ ସମୟ ଅତିବାହିତ କରୁଛନ୍ତି , ଏହି ମଧ୍ୟରେ ସେ ନିଜ ସୋସିଆଲ୍ ମିଡିଆର ଏକାଉଣ୍ଟରେ କିଛି ଫଟୋ ସେୟାର୍ କରିଛନ୍ତି , ଯେଉଁଥିରେ ସେ ବିଲକୁଲ୍ ଏକ ଗାଁର ଗୃହିଣୀ ହିସାବରେ ନଜର ଆସିଛନ୍ତି , ଏହି ଫଟୋରେ ସେ ସବୁ କାମ ଏକ ଗାଁର ମହିଳା ହିସାବରେ କରୁଛନ୍ତି , ଅଭିନେତ୍ରି ରୁବିନା ଦଲାଇକ୍ ବହୁତଥର ନିଜର ସବୁଦିନର କାର୍ଯ୍ୟ ଉପରେ ଫଟୋଗୁଡିକ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟର୍ କରନ୍ତି , କିନ୍ତୁ ସେ କିଛି ଦିନ ହେବ ଯେଉଁ ଫଟୋ ସେୟାର୍ କରିଛନ୍ତି ତାହା ଫ୍ୟାନ୍ସଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ମୁଦ୍ଧା ହୋଇଯାଇଛି ।

ଓ ଯେଉଁପରି ସେ ନିଜ ଗାଁରେ ଏହି ଫଟୋ ସେୟାର୍ କରିଛନ୍ତି ସେଥିରେ ବହୁତ ରିୟାଲିଟି ବାଲା ଫିଲ୍ ବାହାରି ଆସୁଛି , ଯଦି ଏହି ଫଟୋଗୁଡିକ କଥା କହିବା ତେବେ ଆଜିକାଲି ଅଭିନେତ୍ରୀ ରୁବିନା ଦଲାଇକ୍ ପ୍ରକୃତି ମଧ୍ୟରେ ନିଜ ସମୟ ଅତିବାହିତ କରୁଛନ୍ତି , ଏମିତିରେ ସେ ପ୍ରାକୃତିକ ଜିନିଷମଧ୍ୟରେ ଫଟୋ ସେୟାର୍ କରୁଛନ୍ତି , ଯେଉଁଥିରେ ରୁବିନା ଗାଁର ଗଛରୁ ନିଜକୁ ତାଜାଫଳ ଓ ପରିବା ଛିଡାଉଥିବାର ଦେଖାଉଛନ୍ତି , ଓ ସେ ଫଟୋରେ ନିଜ ଅନୁଭବ ଲେଖିକରି ସେୟାର୍ କରିଛନ୍ତି , ଓ ବହୁତ ଖୁସି ଅଛନ୍ତି ବୋଲି ସେୟାର୍ କରିଛନ୍ତି । କହିଦେବୁ କି ଏହା ସହ ଗୋଟିଏ ଫଟୋରେ ରୁବିନା ଦଲାଇକ୍ ନିଜେ କ୍ଷେତରେ କାମ କରୁଥିବାର ନଜର ଆସିଛନ୍ତି

ସେ କ୍ଷେତରୁ ମୁଳା ଫସଲକୁ ବାହାର କରୁଥିବାର ଏକ ଫଟୋ ଅପଲୋଡ୍ କରିଛନ୍ତି , ସେ ଏହି ଅନ୍ଦାଜରେ ଦେଖିକରି ଲାଗୁଛି କି ରୁବିନାଙ୍କ ଛୁଆବେଳ ଆଉଥରେ ଫେରିଆସିଛି , କାରଣ ଏହି ଦିନରେ ଏମିତି ଫଟୋ ଅପଲୋଡ୍ କରି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଦେଉଛନ୍ତି , ଏହି ସବୁ ସାଥିରେ ସମୟ ଅତିବାହିତ କରିବାପାଇଂ ରୁବିନା ଦିଲାଇକ୍ ଗାଁରେ ବହିଗୁଡିକ ପଢିକରି ଏକଦମ୍ ଦେଶୀ ତରିକାରେ ଚୁଲ୍ଲାରେ କାମକରୁଥିବାର ନଜର ଆସିଛି, ତାହା ସହ ରୁବିନା ଦଲାଇକ୍ ଗାଁ ଯାଇକରି ବହୁତ ଖୁସିରେ ଅଛନ୍ତି , ଓ ସେ ସେହି ଅନୁଭବ ଗୁଡିକର ମଜା ନେଉଛନ୍ତି , ଯାହା ତାଙ୍କୁ କେବେ ବି ମିଳିନଥାନ୍ତା ।

Leave a Reply

Your email address will not be published. Required fields are marked *