March 3, 2024

Odia Express

News For Public

ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ବିଜେତା ପଣ୍ତିତ୍ ଆଜି ଘରର ଜିନିଷ ବିକ୍ରିକରି ଜୀବନ ଅତିବାହିତ କରିବାପାଇଁ ହୋଇଛନ୍ତି ବାଧ୍ୟ , ଜାଣନ୍ତୁ କଣ ଅଛି ଏହାର କାରଣ ..

ଅଭିନେତ୍ରୀ ବିଜେତା ପଣ୍ତିତ୍ ଙ୍କ ନାଁ ୮୦ ଦଶକର ସବୁ ଫିଲ୍ମର ଦ୍ୱିୱାନାଙ୍କ ମୁହଁରେ ଥିଲା,  ବିଜେତା ନିଜ ସମୟରେ ଟପ୍ ଅଭିନେତ୍ରି ହିସାବରେ ଜଣାଯାଉଥିଲେ,  ତାଙ୍କର କ୍ୟାରିୟର କଥା କହିଲେ ସେ ନିଜ ଅଭିନୟର ଯାଦୁରେ ଲକ୍ଷାଧିକ ଲୋକଙ୍କର ହୃଦୟକୁ ଜିଣିଥିଲେ,  ନିଜ ସମୟରେ ଷ୍ଟାର୍ ଅଭିନେତ୍ରୀ ରହିଥିବା ବିଜେତା ଆଜି ଫିଲ୍ମ ଦୁନିଆଁରୁ ଦୂରେଇଯାଇଛନ୍ତି , ଯାହାର ଗୋଟେ କାରଣ ତେବେ ଜୀବନରେ ଆଗକୁ ବଢିବାର ଅଛି ଓ ଦ୍ୱିତୀୟ କାରଣ କେଉଁଠି ନା କେଉଁଠି ତାଙ୍କର ବୟସ ରହିଥିଲା ।ଯଦି କଥା ହେବା ତାଙ୍କର ଆରମ୍ଭର ସମୟରେ ସେ ନିଜ କ୍ୟାରିୟରର ଆରମ୍ଭ ବଲିଉଡ୍ ରେ କୁମାର ଗୌରବଙ୍କ ସହ କରିଥିଲେ , ସେ ସୁପରହିଟ୍ ଫିଲ୍ମ ଲଭ୍ ଷ୍ଟୋରୀର ଜରିଆରେ ଫିଲ୍ମ ଜଗତରେ ଏଣ୍ଟ୍ରି ନେଇଥିଲେ,  ଅଚାନକ ସେ ସୁପରଷ୍ଟାର୍ ହୋଈଯାଈଥିଲେ,  ଏହି ଫିଲ୍ମ ପରେ ଅଭିନେତ୍ରୀ ବିଜେତା କୁମାର ଗୌରବଙ୍କ ସହ ଘନିଷ୍ଠତା ବଢିବାରେ ଲାଗିଲା,  ଓ ଦୁହେଁ ପରସ୍ପର ଭଲ ପାଇବାକୁ ଲାଗିଲେ , ପ୍ରେମ ଏମିତି ହେଲା କି ଦୁହେଁ ବିବାହ କରିବାର ସ୍ୱପ୍ନ ଦେଖିବାକୁ ଲାଗିଲେ ।

କିନ୍ତୁ କୁମାରଙ୍କ ସାଙ୍ଗରେ ତାଙ୍କ ସଂମ୍ପର୍କ ପୁରା ହୋଇନଥିଲା, ଏହାର ବଡ କାରଣ ଜୁବଲି ଷ୍ଟାର୍ ଓ କୁମାର ଗୌରବଙ୍କ ପୁଅ ରାଜେନ୍ଦ୍ର କୁମାର ଥିଲେ , ଯିଏ ଏହି ସଂମ୍ପର୍କକୁ ମଞ୍ଜୁରିଦେଇଥିଲେ,  ଖବର ଏମିତି ହୋଇଥିଲା କି ବାପା ରାଜେନ୍ଦ୍ରଙ୍କ କାରଣରୁ କୁମାର ଗୌରବ ଅଭିନେତ୍ରୀଙ୍କ ସହ ସଂମ୍ପର୍କ ଭାଙ୍ଗିଦେଲେ,  ଓ ଦୁରତା ବନାଇଦେଲେ , ଯାହାର ପରେ ବ୍ରେକ୍ ଅଫ୍ ହେଲା , ଓ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ କାମ କରିପାରିଲେ ନାହିଁ । ଏତିକି ନୁହେଁ ଏହାପରେ ବିଜେତା ଫିଲ୍ମରେ ଆସିଲେ କିନ୍ତୁ ଅଭିନୟରେ ସେମିତି ଆଉ ଯାଦୁ ଚଲାଇପାରିଲେ ନାହିଁ , ଓ ଧୀରେ ଧୀରେ ପର୍ଦା ପଛରେ ବହୁତ ଫ୍ଲପ୍ ଫିଲ୍ମ କରିବାପରେ ପୁରା ନିଖୋଜ ହୋଇଗଲେ

ପ୍ରସିଦ୍ଧ ସଙ୍ଗୀତକାର ପ୍ରତାପ ନରେନ୍ ପଣ୍ତିତଙ୍କ ଝିଅ ବିଜେତାଙ୍କୁ ଅନ୍ତରେ ଡାଇରେକ୍ଟର ସମୀର ମାଲକନ୍ ଙ୍କୁ ୧୯୮୬ ରେ ବିବାହ କରାଇଲେ , କିନ୍ତୁ ତାହା ଦୁଇ ବର୍ଷ ଚାଲିଲା , ଏହାପରେ ଦୁହେଁ ଛାଡପତ୍ର ନେଇଗଲେ , ଏମିତିରେ ବିଜେତା ନିଜ ଭିତରେ କିଛି କମି ହେବାର  ପ୍ରଶ୍ନ ଉଠିଲା,  କିଛି ସମୟ ପରେ ସେ ନିଜେ ଜୀବନ ଆରମ୍ଭ କରିବାର ନିଷ୍ପତି ନେଲେ , ଏହାପରେ ସେ ମ୍ୟୁଜିକ୍ କମ୍ପୋଜର୍ ଆଦେଶ ଶ୍ରୀବାସ୍ତବଙ୍କୁ ନିଜ ଜୀବନସାଥୀ ବାଛିନେଲେ , ସେ ଆଦେଶ ଶ୍ରୀବାସ୍ତବଙ୍କୁ ୧୯୯୦ ରେ ବିବାହ କରିଥିଲେ,  ଓ ତାଙ୍କ ବିବାହ ପରେ ଦୁଇଟି ପୁଅ ହେଲେ , କିନ୍ତୁ ଏହାପରେ ୨୦୧୫ ମସିହାରେ ୫ ସେପ୍ଟେମ୍ବରକୁ ଆଦେଶ ଶ୍ରୀବାସ୍ତବ କ୍ୟାନସର୍ ଯୋଗୁଁ ମୃତ୍ୟୁବରଣ କଲେ ।

ଏହାପରେ ଆସିଥିବା ଖବର ଦୁଃଖଦ ଅଟେ କାରଣ ଯେବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା ତେବେ ଆର୍ଥିକ ଅସୁବିଧା କାରଣରୁ ସେ ବହୁତ ହଇରାଣ ହେଲେ , ଆଜିର ତାରିଖରେ ଖବରରୁ ଜାଣିଲେ ବିଜେତା ନିଜ ଘର ଜିନିଷ ସଉଦା କରିବାପରେ ଏବେ ପଇସା ପାଇଁ ଦାରିଦ୍ରତାର ସୀମାରେଖାରେ ଆସିଯାଇଛନ୍ତି , ଓ ଏମିତି ହଇରାଣ ହୋଇଛନ୍ତି କି ସେ ନିଜ ଛୁଆଙ୍କ ଦେଖାଶୁଣା ବି କରିପାରିନାହାନ୍ତି , ତାହା ସହ ନିଜ ସ୍ୱାମୀଙ୍କ ବକାୟା ରାଶି ପାଇଁ ସବୁଆଡେ ବୁଲୁଛନ୍ତି , ଏବେ କହିଲେ ବହୁତ ଆରାମରେ ଚାଲିଆସୁଥିବା ବିଜେତା ଆଜି ଯେଉଁ ବିକଟ ପରିସ୍ଥିତିରେ ଚଳୁଛନ୍ତି ତାହା ଦେଖିଲେ ଆଖିରୁ ଲୁହ ଚାଲିଆସିବ ।

Leave a Reply

Your email address will not be published. Required fields are marked *