March 3, 2024

Odia Express

News For Public

ଓଡ଼ିଆ ସବୁଠୁ ଭଲ ୧୦ ଟି ହସକଥା : ସ୍ୱାମୀ ସକାଳୁ ସକାଳୁ ନିଜ ଶଶୁରଘରେ ପହଞ୍ଚିଲା, ଶଶୁର- ଆସନ୍ତୁ ଜ୍ୱାଇଁପୁଅ, ଆଜି ଅଚାନକ ସକାଳୁ ସକାଳୁ କେମିତି ଆସିଲେ ? ତାପରେ ଜ୍ବାଇଁ କହିଲେ ଯାହା..

1 min read

ଏକ ହେଲଦି ଲାଇଫ୍ ବଞ୍ଚିବାପାଇଁ ଜରୁରୀ ହୋଇଥାଏ କି ବ୍ୟକ୍ତି ନିଜକୁ ଖୁସିରେ ରଖୁ , ସେ ଖୁସି ତେବେ ରହିପାରିବ ଯେତେ ତାହାର ମନ ଖୁସି ରହିବ , ଏବେ ପ୍ରଶ୍ନ ଉଠେ କି କିପରି ଖୁସି ରହିବେ , ସେମିତି ନିଜକୁ ଖୁସିରେ ରଖିବା ପାଇଁ ହଜାର ତରିକା ଅଛି । କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ସବୁଠାରୁ ସହଜ ତରିକା ନେଇକରି ଆସିଛୁ, ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ସାରା ମଜାଦାର୍ ଜୋକ୍ସ ବହୁତ ଟ୍ରେଣ୍ତିଙ୍ଗ୍ ରେ ଚାଲିଛି , ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

ଶିକ୍ଷୟତ୍ରୀ ଏକ ବାଡିନେଇ କ୍ଲାସରେ ଆସିଲେ , ଶିକ୍ଷୟତ୍ରୀ ପିଙ୍କିକୁ- ତୁ କାଲି ସ୍କୁଲକୁ କଣ ପାଇଁ ଆସିନଥିଲୁ ? ପିଙ୍କି-ମ୍ୟାଡାମ୍ ମୁଁ ସ୍ୱପ୍ନରେ ଜାପାନ ପହଞ୍ଚିଯାଇଥିଲି,  ଶିକ୍ଷୟତ୍ରୀ- ବିଲୁ ତୁ କେଉଁଠି ଥିଲୁ ତୁ? ବିଲୁ-ମ୍ୟାଡ୍ୟାମ୍ ମୁଁ ପିଙ୍କିକୁ ଏୟାରପୋର୍ଟ ଛାଡିବାକୁ ଯାଈଥିଲି ।

ଲଭଲି ଦୋକାନୀକୁ- ଭାଇ ଗୋଟେ ସଫୋଲା ତେଲ ଦେବ ତ ! ଏହା ସହ କିଛି ଗିଫ୍ଟ ଦେଇନ ତ ? ଦୋକାନୀ-ଏହା ସହ କିଛି ବି ଗିଫ୍ଟ ନାହିଁ । ଲଭଲି କହିଲା- ମୋତେ ବୋକା ବନାଅନି, ଲେଖାହେଇଛି କୋଲେଷ୍ଟ୍ରୋଲ୍ ଫ୍ରି ।

ପୁଅ- ବାପା ମୁଁ ଏବେ ବଡ ହୋଇଯାଈଛି , ବାପା- ତାହେଲେ ତୋର ବାହାଘର କରାଇଦେବି କି ? ପୁଅ- ନା ମୋତେ ଗୋଟେ ମୋଟରସାଇକେଲ୍ ଦେଇଦିଅ, ବାପା- ଭଗବାନ ତୋତେ ଦୁଇଟି ଗୋଡ କେଉଁଥି ପାଇଁ ଦେଇଛନ୍ତି ? ପୁଅ- ଗୋଟେ ଗୋଡରେ କିକ୍ ମାରିବାପାଇଁ ଆଉ ଗୋଟେ ଗୋଡରେ ଗିୟର୍ ପକାଇବାପାଇଁ ବାପା- ତାପରେ ପୁଅର ଯାହା ଅବସ୍ଥା କରିଥିବେ ଆପଣ ଜାଣିଥିବେ ।

ଅଧ୍ୟାପକ- କୁହ କୁତୁବମିନାର୍ କେଉଁଠି ଅଛି ? ଛାତ୍ର –ସାର୍ ଜଣାନାହିଁ , ଅଧ୍ୟାପକ- ବେଞ୍ଚରେ ଠିଆ ହୋଇଯାଅ, ଛାତ୍ର-ଠିଆ ହେଇ ସାର୍ ଏବେ ବି ଦେଖାଯାଉନି ।

ପ୍ରେମିକା- ମୁଁ ମାନୁଛି କି ବାହାଘର ଗୋଟେ ଲଟେରି ବୋଲି, ପ୍ରେମୀ- କିନ୍ତୁ ଏହା ମୁଁ ମାନେ ନାହିଁ , ପ୍ରେମିକା-କଣ ପାଇଁ , ପ୍ରେମୀ- କାରଣ୍ ଲଟେରି ଦୁଇଥର ଭାଗ୍ୟ ପରଖିବାପାଇଁ ମଉକା ଦେଇଥାଏ ।

ସ୍ୱାମୀ-ତୁମର ବିବାହ ପୁର୍ବରୁ କେତୋଟି ବୟଫ୍ରେଣ୍ତ ଥିଲେ ? ସ୍ତ୍ରୀ ଚୁପ୍ ରହିଲା- ସ୍ୱାମୀ ଚିଲ୍ଲାଇକରି- ମୋତେ ତୁମର ନିରବତାକୁ କଣ ଭାବିବି? ସ୍ତ୍ରୀ –ହେ ଭଗବାନ, ଗଣିକି କହୁଛି ତ , ଚିଲ୍ଲାଉଛ କଣ ପାଇଁ ??

ମହିଳା- କିଏ ଅଧିକା ସନ୍ତୁଷ୍ଟ ଅଛି ଯାହା ପାଖରେ ଦଶଟି ଛୁଆ ଅଛନ୍ତି ? କିମ୍ବା ଯାହାପାଖରେ ଦଶ ଲକ୍ଷ ଟଙ୍କା ଅଛି , ପୁରୁଷ- ଯାହାପାଖରେ ଦଶଟି ଛୁଆ ଅଛନ୍ତି , ମହିଳା କେମିତି? ପୁରୁଷ-ଯାହାପାଖରେ ଦଶଟି ଛୁଆ ଅଛନ୍ତି ସେ ଅଧିକା ଆଉ ଚାହେଁନାହିଁ , ଯେବେ କି ଯାହାପାଖରେ ଦଶ ଲକ୍ଷ ଟଙ୍କା ଅଛି , ସେ ଆହୁରି ଇଚ୍ଛା କରିଥାଏ ।

ପ୍ରେମିକା – ଯେବେ ଆମର ବାହାଘର ହୋଇଯିବ ତେବେ ତୁମର ସବୁ କଷ୍ଟ ଓ ଦୁଃଖ ବାଣ୍ଟିନେବି ପ୍ରେମୀ- ମୁଁ ତୁମଠୁ ଏହା ହିଁ ଆଶା କରୁଥିଲି, କିନ୍ତୁ ମୋର ଜୀବନରେ କିଛି ଚିନ୍ତା ଆଉ କଷ୍ଟ ନାହିଁ , ପ୍ରେମିକା- ମୁଁ ବିବାହ ପରେ କଥା କହୁଛି ,

ଯେଉଁଭଳି ପାପର ହାଣ୍ତି ଭରିଗଲେ ମନୁଷ୍ୟର୍ ମୃତ୍ୟୁ ହୋଇଯାଏ , ଠିକ୍ ସେହିପ୍ରକାରର ଖୁପିଆ ହାଣ୍ତି ଭରିଗଲେ ବିବାହ ହୋଇଯାଏ ।

ସ୍ୱାମୀ ସ୍ତ୍ରୀ ସିନେମା ହଲରେ ବସିଥିଲେ , ଗୋଟେ ସିନ୍ ଦେଖିକରି ସ୍ତ୍ରୀ ସ୍ୱାମୀକୁ କହିଲା, ବୋଧେ ତୁମେ ମୋତେ ସେତିକି ଭଲ ପାଉଥାନ୍ତ, ସ୍ୱାମୀ- ତୁମେ ବି ପାଗଳ ହୋଇଯାଇଛ , ଜାଣିଛ , ଏହି ପ୍ରେମକୁ କରିବାପାଇଁ କେତେ ପଇସା ମିଳେ ?

ବୟଫ୍ରେଣ୍ତ- ଯଦି ମୋତେ କୋଟିଏ ଟଙ୍କାର ଘାଟା ହୋଇଯାଏ ତେବେ ତୁମେ ମୋତେ ବିବାହ କରିବ ? ଗାର୍ଲଫ୍ରେଣ୍ତ- କଣ ତୁମେ ସତରେ କୋଟିଏ ଟଙ୍କାର ଘାଟା କରିଛ ? ପ୍ରେମୀ , ନାଁ ଖାଲିରେ ସେମିତି ପଚାରୁଥିଲି, ପ୍ରେମିକା-ଏବେ ଠିକ୍ ଅଛି, ତୁମକୁ ହିଁ ବାହାହେବି ।

ଝିଅ- ମୋର ଜନ୍ମଦିନର ଗିଫ୍ଟ କେଉଁଠି ଅଛି ? ପୁଅ- ସେହି ସଡକର ଲାଲ ରଙ୍ଗର କାର୍ ଦେଖୁଛ ? ଝିଅ-ଖୁସି ହୋଇକରି କହିଲା ବାହ୍, ପୁଅ- ସେହି ରଙ୍ଗର ନେଲପୋଲିସ୍ ତୋର ପାଇଁ ଆଣିଛି ।

ସ୍ତ୍ରି ସ୍ୱାମିକୁ –ତୁମକୁ ମୋର ସୁନ୍ଦରତା ବେଶୀ ପସନ୍ଦ ନା ମୋର ସଂସ୍କାର? ସ୍ୱାମୀ-ହେ ହେ, ମୋତେ ତୁମର ମଜାକ୍ କରିବାର ଅଭ୍ୟାସ ଅଧିକା ଭଲ ଲାଗେ ।

ସ୍ୱାମୀଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଗଲା, ଛାଡପତ୍ର ଯାଏଁ କଥାଆସିପହଞ୍ଚିଲା,  ଜର୍ଜ- ତୁମେ ନିଜ ସ୍ୱାମୀଙ୍କୁ କଣପାଇଁ ଛାଡପତ୍ର ନେବାକୁ ଭାବିଲ? ସ୍ତ୍ରୀ- ମୋତେ ତାଙ୍କ ସହ ରହିବାକୁ ଆଉ ଭଲ ଲାଗୁନି, ଜର୍ଜ- କିନ୍ତୁ ତୁମ ସ୍ୱମୀ କବାଡି ଚ୍ୟାମ୍ପିୟନ୍ ଅଟେ,  ସ୍ତ୍ରୀ –ସେଇଟା ତ ଅସୁବିଧା-କିଛି କରନ୍ତି ନାହିଁ ଖାଲି ଛୁଇଁକରି ଦୌଡିପଳାଉଚନ୍ତି

ସ୍ୱାମୀ ସକାଳୁ ସକାଳୁ ଶଶୁରଘରେ ପହଞ୍ଚିଲା , ଶଶୁର- ଆସନ୍ତୁ ଜ୍ୱାଈଁପୁଅ, ଆଜି ଅଚାନକ ସକାଳୁ ସକାଲୁ କେମିତି ଆସିଲ ? ଜ୍ୱାଈଁପୁଅ- କାଲିରାତିରେ ଆପଣଙ୍କ ଝିଅ ସହ ମୋର ଝଗଡା ହୋଇଯାଇଛି , ସେ କହିଲା ତୁମେ ନର୍କକୁ ଯାଅ, ତ ମୁଁ ଆସିଗଲି ।

Leave a Reply

Your email address will not be published. Required fields are marked *