March 3, 2024

Odia Express

News For Public

ଏହା ହେଲା ଫିଲ୍ମ ଇଣ୍ତଷ୍ଟ୍ରି ମଧ୍ୟରେ ସବୁଠାରୁ ମହଙ୍ଗା ଛାଡପତ୍ର, ଯେଉଁଥିରେ ଅଭିନେତାଙ୍କୁ କରିଦେଲା କାଙ୍ଗାଳ – ଜଣେ ନେଇଥିଲେ ୩୮୦ କୋଟି ଟଙ୍କା..

1 min read

ବଲିଉଡ୍ ଷ୍ଟାର୍ସ ନିଜ ଲକ୍କୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରୁହନ୍ତି , ବଲିଉଡ୍ ରେ ସେମିତି ଯେତେ ଛୋଟ ଫଙ୍କସନ୍ ହେଉ ନା କାହିଁକି କିନ୍ତୁ ଏହି ଉତ୍ସବକୁ ସେମାନେ ବଡ ଧୁମଧାମ୍ ରେ ପାଳିଥାନ୍ତି , ଷ୍ଟାର୍ସ ନିଜ ବିବାହକୁ ଶାନଦାର୍ କରିବାପାଇଁ କେଉଁ ବି ମଉକା ଛାଡନ୍ତି ନାହିଁ , ଯେବେ କି ଏମାନଙ୍କ ବିବାହ ଭାଙ୍ଗିଯାଏ ତେବେ ସୋସିଆଲ୍ ମିଡିଆରେ ବଡ ହ୍ୟାଇଲାଇଟ୍ ଆସିଥାଏ , ଆଜି ଏହି ଲିଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ଛାଡପତ୍ରର ସହ ଜଣାଇବାକୁ ଚାହିଁବୁ ଯିଏ ବଡ ଲୋକପ୍ରିୟ ଅଭିନେତାମାନେ କାଙ୍ଗାଳ ହୋଇଗଲେ ।

୧) କରିସ୍ମା ଓ ସଞ୍ଜୟ କାପୁର୍- ୯୦ ଦଶକର ଅଭିନେତ୍ରୀ କରିସ୍ମା କାପୁର ନିଜ ବିବାହ ୧୦ ବର୍ଷ ପରେ ନିଜ ସ୍ୱାମୀ ସଞ୍ଜୟଙ୍କ ଠାରୁ ଛାଡପତ୍ର ନେଇଯାଇଥିଲେ , ଯଦି ସୁତ୍ରର କଥା ଧରିବା ତେବେ କରିସ୍ମା ଙ୍କୁ ଛାଡପତ୍ର ସଞ୍ଜୟଙ୍କ ଘରୁ ମିଳିଥିଲା,  ଯେବେ କରିସ୍ମାଙ୍କ ନାଁ ବି କରିଦିଆଯାଇଛି , କଥା କେବଳ ଘର ଯାଏଁ ଶେଷ ହୋଇନାହିଁ , ସଞ୍ଜୟ ନିଜ ଛୁଆଙ୍କ ଖର୍ଚ୍ଚ ପାଇଁ ୧୪ କୋଟି ଟଙ୍କାର ବଣ୍ତ ବି କିଣିଥିଲେ , ଓ ଏହା ଛଡା ସଞ୍ଜୟ ନିଜ ଛୁଆଙ୍କ ଯତ୍ନ ପାଇଁ ୧୦ ଲକ୍ଷ ଟଙ୍କା ପଠାଈଥାନ୍ତି ।

୨) ଫରହାନ୍ ଅଖତର୍ ଓ ଅଧୁନା – ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଦୁହେଁଙ୍କ ବିବାହ ୧୬ ବର୍ଷ ପରେ ଜଣେ ଅନ୍ୟ ଜଣଙ୍କ ଠାରୁ ଛାଡପତ୍ର ନେଇଥିଲେ,  ଓ ବିବାହ ଭାଙ୍ଗିବାପରେ ଅଧୁନା ନିଜ ସ୍ୱାମୀଙ୍କ ମୁମ୍ବାଇ ସ୍ଥିତ ୧୦୦୦ ସ୍କେୟାର୍ ଫୁଟ୍ ବଙ୍ଗଳା ନିଜ ନାଁରେ କରିବାକୁ ଦାବି କରିଥିଲେ,  କଥା ଏତିକିରେ ସରିନି , ସୁତ୍ରର ମୁତାବିକ ଫରହାନ୍ ନିଜ ଛୁଆଙ୍କ ଉଜ୍ଜଳ ଭବିଷ୍ୟପାଇଁ ସବୁ ମାସ ବଡ ଧନରାଶି ଅଧୁନାଙ୍କୁ ଦିଅନ୍ତି ।

୩) ହ୍ରିତିକ୍ ରୋଶନ୍ ଓ ସୁଜାନେ : ହ୍ରିତିକ୍ ଓ ସୁଜେନ୍ ଙ୍କ ଛାଡପତ୍ର ବହୁତ ଲମ୍ବା ସମୟ ପରେ ହେଲା,  ବିବାହର ୧୨ ବର୍ଷ୍ ପରେ ଛାଡପତ୍ର ନେବାପରେ ଆଜି ଦୁହେଁ ଭଲ ବନ୍ଧୁ ଅଛନ୍ତି , ସେହି ସମୟରେ ଖବରରୁ ମାନିଲେ ସୁଜେନ୍ ଛାଡପତ୍ର ପରେ ହ୍ରିତିକ୍ ଙ୍କ ଠାରୁ ୪୦୦ କୋଟି ଦାବି କରିଥିଲେ,  ଓ ଏହି ଦାବିପରେ ସୁଜେନ୍ ହ୍ରିତିକ୍ ଙ୍କ ଠାରୁ ୩୮୦ କୋଟି ଟଙ୍କା ପାଇଥିଲେ ।

୪) ସୈଫ୍ ଅଲ୍ଳି ଖାନ୍ ଓ ଅମୃତା ସିଂ : ଏବେ ଆପଣ ଏହି ଦୁହେଁଙ୍କ ଛାଡପତ୍ର ବିଷୟରେ ଭଲ ଭାବେ ଜାଣିଥିବେ , କିନ୍ତୁ ଆପଣ ଏହା ଜାଣିନାହାନ୍ତି କି ଛାଡପତ୍ର ପରେ ଅମୃତା ସିଙ୍କୁ ସୈଫ୍ ଅଲ୍ଲୀ ଖାନ୍ ୫୦୦ କୋଟି ଟଙ୍କା ଆଲମନି ନେବାପାଇଁ ତୟ ହୋଇଥିଲା,  ଅମୃତାଙ୍କୁ ଏହି ପଇସାର ଅଧା ପଇସା ମିଳିଲା , ସୈଫଙ୍କ ଛୁଆଙ୍କ ଯତ୍ନ ନେବାପାଇଁ ସବୁ ମାସରେ ଏକ ଲକ୍ଷ ଟଙ୍କା ମିଳେ ।

୫) ସଞ୍ଜୟ ଦତ୍ତ ଓ ରିୟା ପିଲ୍ଲାଇ – ରିୟା ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ଥିଲେ,  ଓ ସଞ୍ଜୟ ନିଜ ପ୍ରଥମ ସ୍ତ୍ରୀ ଙ୍କୁବହୁତ ଭଲ ପାଉଥିଲେ , ସେହି ସମୟରେ ଆସିଥିବା ଏକ ଖବର ମୁତାବିକ ଯେବେ ଦୁହେଁ ଛାଡପତ୍ର ନେଲେ ସଞ୍ଜୟ ନିଜ ସ୍ତ୍ରୀଙ୍କୁ ଭରଣାପୋଷଣ ପାଇଁ ଚାରିକୋଟି ଟଙ୍କାର୍ ଏକ ଲକ୍ଜୁରୀ ଗାଡିଦେଇଥିଲେ ।

Leave a Reply

Your email address will not be published. Required fields are marked *