March 3, 2024

Odia Express

News For Public

ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – ଭାରତୀୟ ଜାତୀୟ ଖାଦ୍ୟ କଣ ? ସଠିକ ଉତ୍ତର ମାତ୍ର ୧୦ ପ୍ରତିଶତ ଲୋକ ଦେଇ ପାରିବେ…

1 min read

ଏହି ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ। ଆପଣ ଏହା ଦ୍ଵାରା ନିଜର ଆସୁଥିବା ଭବିଷ୍ୟତ ସଫଳତା ପାଇପାରିବେ। ଏମିତି ପ୍ରଶ୍ନ ବହୁତ ପରୀକ୍ଷାରେ ଆସେ। ତେବେ ଆସନ୍ତୁ ଜାଣିବା।ଯଦି ଆପଣାକୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ

ପ୍ରଶ୍ନ ନମ୍ବର ୧:- ଷ୍ଟାଚ୍ୟୁ ଅଫ ଇଉନିଟି କାହାର ପ୍ରତିମୂର୍ତ୍ତି?

ଉତ୍ତର:- ସର୍ଦାର ବଲ୍ଲବିଭାଇ ପଟେଲ। ଏହି ଷ୍ଟାଚ୍ୟୁ ଅଫ ଇଉନିଟି ସର୍ଦାର ସରୋବର ଡ୍ୟାମ ,ଗୁଜୁରାଟ ଠାରେ ଅବସ୍ଥିତ। ସର୍ଦାର ବଲ୍ଲବଭାଇ ପଟେଲ ଭାରତୀୟ ରାଜନେତା ଏବଂ ପ୍ରଥମ ଡେପୁଟି ପ୍ରଧାନମନ୍ତ୍ରୀ। ପୁରାନାମ ବଲ୍ଳବଭାଇ ଜାଭେରଭାଇ ପଟେଲ। ଜନ୍ମ ୧୩ ଅକ୍ଟୋବର ୧୮୭୫ ଏବଂ ମୃତ୍ୟୁ ୧୫ ଡିସେମ୍ବର ୧୯୫୦. ତାଙ୍କୁ ଭାରତର ଲୌହ ମାନବ ବୋଲି କୁହାଯାଏ।

ପ୍ରଶ୍ନ ନମ୍ବର ୨:- ପ୍ରଧାନମନ୍ତ୍ରୀ ପଦରେ ଥାଇ ବି କିଏ କିସ୍ତିରେ ଗାଡି ଜିଣିଥିଲେ।

ଉତ୍ତର:- ଲାଲ ବାହାଦୂର ଶାସ୍ତ୍ରୀ।

ପ୍ରଶ୍ନ ନମ୍ବର ୩:- ଭାରତର କେଉଁ ଜାଗାରେ ଭାଷମାନ ପୋଷ୍ଟ ଅଫିସ ଅଛି?

ଉତ୍ତର:- ଶ୍ରୀନଗର,ଜାମ୍ମୁ କାଶ୍ମୀର। ତେବେ ଏହି ପୋଷ୍ଟ ଅଫିସର ନାମ ହେଉଛି ନେହେରୁ ପାର୍କ ଫ୍ଲୋଟ ପୋଷ୍ଟ ଅଫିସ।

ପ୍ରଶ୍ନ ନମ୍ବର ୪:- ପୃଥିବୀର ସବୁଠୁ ଉଚ୍ଚା କ୍ରିକେଟ ଗ୍ରାଉଣ୍ଡର ନାଁ କଣ?

ଉତ୍ତର:- ଚାଏଲ କ୍ରିକେଟ ଗ୍ରାଉଣ୍ଡ। ଏହା ହିମାଚଳ ପ୍ରଦେଶର ଚାଏଲ ଠାରେ ଅବସ୍ଥିତ, ଏହା ୧୮୯୧ ରେ ତିଆରି ହୋଇଥିଲା। ଏହି ଗ୍ରାଉଣ୍ଡ ଏକ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ । ଏହାକୁ ତିଆରି କରିଥିଲେ ପଟିଆଲାର ଭୁବିନ୍ଦର ସିଂ ମହାରାଜ।

ପ୍ରଶ୍ନ ନମ୍ବର ୫:- କୋରିଆର ବିଭାଜନ କେବେ ହୋଇଥିଲା?

ଉତ୍ତର:- ୧୭ ଅଗଷ୍ଟ ୧୯୫୪୫। କୋରିଆର ବିଭାଜନ ଫଳରେ କୋରିଆ ଦୁଇଟି ରାଷ୍ଟ୍ରରେ ବିଭାଜନ ହୋଇଥିଲା। ଗୋଟିଏ ହେଉଛି ଦକ୍ଷିଣ କୋରିଆ ଏବଂ ଅନ୍ୟଟି ଉତ୍ତର କୋରିଆ।

ପ୍ରଶ୍ନ ନମ୍ବର ୬:- ଭାରତର କେଉଁ ଖେଳାଳିଙ୍କୁ ହିଟଲର ଜର୍ମାନୀର ନାଗରିକ ହେବାକୁ ପ୍ରସ୍ତାବ ଦେଇଥିଲେ?

ଉତ୍ତର:- ମେଜର ଧ୍ୟାନଚାନ୍ଦ। ସେ ଜଣେ ଭାରତୀୟ ହକି ଖେଳାଳୀ,ଯିଏକି ୩ ଥର ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୯୨୮,୧୯୩୨ ଏବଂ ୧୯୩୬ ରେ ସେ ଏହି ତିନୋଟି ସ୍ଵର୍ଣ ପଦକ ହାସଲ କରିଥିଲେ। ଜନ୍ମ ୨୯ ଅଗଷ୍ଟ ୧୯୦୫ ପ୍ରୟାଗରାଜ ,ଉତ୍ତରପ୍ରଦେଶ ଏବଂ ମୃତ୍ୟୁ ୩ ଡିସେମ୍ବର ୧୯୮୯,ଏମ୍ସ ଦିଲ୍ଲୀ।

ପ୍ରଶ୍ନ ନମ୍ବର୭ :- ଚାରମୀନାର କେଉଁଠାରେ ଅବସ୍ଥିତ?

ଉତ୍ତର:- ହାଇଦ୍ରାବାଦ। ଏହା ଏକ ଗ୍ଲୋବାଲ ଆଇକନ ଅଟେ, ଏହାକୁ ମହମ୍ମଦ ଅଲ୍ଲୀ କୁତମ ଶାହା ୧୫୯୧ରେ ନିର୍ମାଣ କରିଥିଲେ।ଏହାର ଉଚ୍ଚତା ହେଉଛି ୫୬ ମିଟର।

ପ୍ରଶ୍ନ ନମ୍ବର ୮:- ଭାରତୀୟ ରାଷ୍ଟ୍ରୀୟ ଖାଦ୍ୟ (ରନ୍ଧାଖାଦ୍ୟ) କଣ?

ଉତ୍ତର:-ଖେଚୁଡ଼ି। ଏହା ଏମିତି ଏକ ରନ୍ଧା ଖାଦ୍ୟ ଯେଉଁଥିରେ ଚାଉଳ ,ଡାଲି ଏବଂ ବିଭିନ୍ନ ପ୍ରକାରର ପନି ପରିବା ପକେଇ ପ୍ରସ୍ତୁତ କରାଯାଇଥାଏ।

ପ୍ରଶ୍ନ ନମ୍ବର ୯:- ସୁଜୁକୀ କେଉଁ ଦେଶର କମ୍ପାନୀ?

ଉତ୍ତର:- ଜାପାନ। ଯାହାର ନିର୍ମାତା ହେଲେ ବିକିଓ ସୁଜୁକୀ ଏବଂ ଏହାର ପ୍ରେଜେଣ୍ଟ ଟାଇମ ସି.ଇ.ଓ ହେଉଛନ୍ତି ଓସାସୋ ସୁଜୁକୀ।

ପ୍ରଶ୍ନ ନମ୍ବର ୧୦:- ପୃଥିବୀର ସବୁଠୁ ମହଙ୍ଗା ବା ଦାମୀ ଫଳର ନାଁ କଣ?

ଉତ୍ତର:- ୟୁବାରୀ କିଙ୍ଗ ମେଲେନ। ଏହା ଏକ ବିରଳ ଜାପାନୀ ସୁସ୍ୱାଦୁ ଫଳ। ଏହି ଫଳ ଦେଖିବାକୁ କଖାରୁ ପରି ଅଟେ। ଏହାର ମୁଲ୍ୟ ବହୁତ ଅଧିକ ଅଟେ।ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ କିଛି ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଏବଂ ତାହାର ଉତ୍ତର।

Leave a Reply

Your email address will not be published. Required fields are marked *