March 3, 2024

Odia Express

News For Public

ନିଜ ସ୍ତ୍ରୀଙ୍କୁ ବହୁତ ଅଧିକା ଭଲ ପାଆନ୍ତି , ଏହି ୪ ଟି ରାଶିର ପୁରୁଷ , କେବେ ବି ରହିପାରନ୍ତି ନାହିଁ ଏକେଲା..

ସେମିତି ଆମର ସମାଜରେ ବହୁତ ସାରା ସଂମ୍ପର୍କ ହୋଇଥାଏ , କିନ୍ତୁ ସେହି ସବୁ ସଂମ୍ପର୍କରେ ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ ଜୀବନର ସବୁଠାରୁ ଅନୋଖା ଓ ଦୁର୍ଲ୍ଲଭ ସଂମ୍ପର୍କ ହୋଇଥାଏ , ଓ ଏହାର ନିବ ଭରସା ଓ ପ୍ରେମ ଉପରେ ସ୍ଥାୟୀ ହୋଇଥାଏ , ଯଦି ଏହି ସଂମ୍ପର୍କରେ ଭରସା ଭାଙ୍ଗିଯାଏ ତେବେ ସଂମ୍ପର୍କ ଭାଙ୍ଗିବାର୍ ବେଶୀ ସମୟ ଲାଗେ ନାହିଁ , ବିବାହର ସଂମ୍ପର୍କ ବିଷୟରେ ଖାସ୍ କରି ଝିଅମାନଙ୍କର କଥା କହିଲେ ସେମାନେ ନିଜ ଭବିଷ୍ୟକୁ ନେଇକରି ବହୁତ ଚିନ୍ତିତ ରୁହନ୍ତି , ଏହି ସମୟରେ ସେ ଭାବନ୍ତି କି ଆସୁଥିବା ବିବାହିତ ଜୀବନ କେଉଁ ଭଳି ହେବ , ତାଙ୍କ ସ୍ୱାମୀଙ୍କ ସ୍ୱଭାବ ଓ ଚରିତ୍ର କିଭଳି ରହିବ , ବିବାହର କିଛି ସଂମ୍ପର୍କରେ ଏମିତି ଦେଖାଯାଇଛି କି ବିବାହ ଥରେ ହୋଇସାରିଲାପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସଂମ୍ପର୍କରେ କିଛିଟା ପରିବର୍ତ୍ତନ ଦେଖାଯାଏ , ଆପଣଙ୍କୁ କହିଦେବୁ କି ପୁରୁଷଙ୍କ ଏକ ଖାସ୍ କଥା ଏହା କି ସେ କେବେ ରୁକ୍ଷ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏହାର ମତଲବ ନୁହେଁ କି ସେମାନେ ନିଜ ସ୍ତ୍ରୀଙ୍କ ଉପରେ ପ୍ରେମ କରନ୍ତି ନାହିଁ , କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ସ୍ୱାମୀ ରୋମାଣ୍ଟିକ୍ ହୋଇଥାଆନ୍ତି , ତେବେ ସଂମ୍ପର୍କରେ ସବୁବେଲେ ନୁଆପଣ ହୋଇଥାଏ , ବ୍ୟକ୍ତିର ସ୍ୱଭାବରେ ତାଙ୍କର ରାଶିଗୁଡିକ ବହୁତ ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , କେଉଁ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ଅଧିକା ପ୍ରେମ ପାଗଳ ହୋଇଥାନ୍ତି ।

୧) କର୍କଟ ରାଶି : ଯଦି ଏକ ଭଲ ସ୍ୱାମୀର କଥା କହିବା ତେବେ ପ୍ରଥମ ନମ୍ବରରେ କର୍କଟ ରାଶିର ଜାତକରେ ଦେଖାଯାଏ , ଏହି ଲୋକ ଏକ ଭଲ ସ୍ୱାମୀ ରୁପେ ଜଣାଯାଆନ୍ତି , ଯେଉଁ ଝିଅଙ୍କ ସ୍ୱାମୀ କର୍କଟ ରାଶି ହୋଇଥାଏ , ତାଙ୍କର ଜୀବନ ପ୍ରେମ ଓ କେବଳ ପ୍ରେମରେ ଭରା ହୋଇଥାଏ , ଏହି ଲୋକ ନିଜ ସ୍ତ୍ରୀଙ୍କୁ ବହୁତ ଇମାନଦାର୍ ହୋଇଥାଆନ୍ତି , ଯଦି ଆପଣଙ୍କ ପାର୍ଟନର ଏହି ରାଶିର ଅଟନ୍ତି ତେବେ ତୁରନ୍ତ ବିବାହ କରିନିଅନ୍ତୁ ।

୨) ତୁଳା ରାଶି : ଯଦି କାହାକୁ ରୋମାଣ୍ଟିକ୍ ହେବା ଓ ପ୍ରେମ ଜତାଇବାର ସିଖିବାର ଅଛି ତେବେ ତୁଳା ରାଶିବାଲାଙ୍କ ଠାରୁ ଶିଖନ୍ତୁ , ହଁ ଆଜ୍ଞା, ତୁଳା ରାଶିର ଲୋକେ ବହୁତ ଭଲ ଭାବେ ଜାଣିଛନ୍ତି ପାର୍ଟନରଙ୍କ ପାଇଁ କଣ କରିବାର ଅଛି କେମିତି ଖୁସିରେ ରଖିବେ , କେଉଁ କଥାକୁ ନେଇ ହସିବାର ଅଛି ଝିଅଙ୍କୁ ବୁଝାଇବାର କ୍ୱାଲିଟୀ ତାଙ୍କୁ ଏକ ଭଲ ସ୍ୱାମୀ ବନାଈଥାଏ , ତାଙ୍କର ସେନ୍ସ ଅଫ୍ ହ୍ୟୁମର୍ ଭଲ ହୋଇଥାଏ , ଓ ସେମାନେ ଜଲଦି ହିଁ ବୁଝିପାରନ୍ତି କି ତାଙ୍କ ସ୍ତ୍ରୀ କଣ ଚାହୁଁଛି , କିନ୍ତୁ ଏହା ସବୁ ଛଡା ପାର୍ଟନର ଓ ରିଲେସନସିପ୍ ପାଇଁ ଏମାନଙ୍କ ଡେଡିକେସନ୍ ଏକ ଭଲ ସ୍ୱାମୀ ବନାଈଥାଏ ।

୩) ମେଷ ରାଶି : ଏହି ରାଶିର ପୁରୁଷ ବିବାହିତ ଜୀବନରେ ପ୍ରେମର ରସ ମିଶାଇବା ଭଲ ଭାବରେ ଜଣା, ଏହି ଲୋକ ନିଜ ସଂମ୍ପର୍କରେ ବହୁତ ଅଧିକା ଇମାନଦାର୍ ହୋଇଥାନ୍ତି , ଏହି ରାଶିର ପୁରୁଷଙ୍କ ବିଷୟରେ କୁହାଯାଏ କି ଏମାନେ ବହୁତ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି , ଏମାନେ ଅଲଗା ଅନ୍ୟମାନଙ୍କୁ ଦୟା ଦୃଷ୍ଟିରେ ଦେଖିଥାନ୍ତି , ଓ ସବୁବେଳେ ଅଲଗା ଲୋକଙ୍କୁ ସାହାଯ୍ୟ କରିବାରେ ତତ୍ପର ରହିଥାନ୍ତି , ଏମାନଙ୍କ ମଧ୍ୟରେ ସବୁଠାରୁ ମୁଖ୍ୟ କଥା ହେଲା ସେମାନେ ନିଜ ସ୍ତ୍ରୀକୁ ଯତ୍ନ ନେବାରେ ମାହିର୍ ହୋଇଥାନ୍ତି ।

୪) ସିଂହ ରାଶି : ଏହି ରାଶିର ପୁରୁଷ ପ୍ରକୃତରେ ଭଲ ହୋଇଥାନ୍ତି , ଏମାନେ ଯେଉଁ ଝିଅଙ୍କ ସହ ସଂମ୍ପର୍କ ସ୍ଥାପନା କରନ୍ତି , ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ରାଶିର ପୁରୁଷ ଆକର୍ଷକ ହୋଇଥାନ୍ତି , ଓ ବୁଢାପାରେ ବି ନିଜ ପ୍ରେମକୁ ଯୁବାବସ୍ଥାରେ ରଖନ୍ତି , ଏହି ରାଶିର ପୁରୁଷଙ୍କ ସବୁଠାରୁ ଭଲ ଖାସିୟତ୍ ହେଲା ଏମାନେ ନିଜ ରିଲେସନସିପ୍ କୁ ନେଇକରି ଅଧିକା ଇମାନଦାର୍ ରହିଥାନ୍ତି , ଯାହାର କାରଣରୁ ଏମାନଙ୍କ ସଂମ୍ପର୍କରେ କିଛି ବି ଅସୁବିଧା ଦେଖାଯାଇନଥାଏ ।

Leave a Reply

Your email address will not be published. Required fields are marked *