March 3, 2024

Odia Express

News For Public

IAS ପରୀକ୍ଷାରେ ଏପରି ଚତୁର ପ୍ରଶ୍ନ – ବ୍ୟାଙ୍କ୍ କୁ ହିନ୍ଦୀରେ କଣ କୁହାଯାଏ ? ପେଟ୍ରୋଲ୍ କୁ ହିନ୍ଦୀରେ କଣ କୁହାଯାଏ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

1 min read

ବନ୍ଧୁଗଣ, ୟୁପିଏସ୍ ସି ପରୀକ୍ଷାକୁ ନେଇକରି ଲୋକଙ୍କୁ ନେଇକରି ଅଲଗା ଅଲଗା ଚର୍ଚ୍ଚା ହୋଇଛି , ଏହି ପରୀକ୍ଷାରେ ପଚାରାଯାଇଥିବା ପ୍ରଶ୍ନଗୁଡିକ ସବୁବେଳେ ଚର୍ଚ୍ଚା ହୋଇଥାଏ । ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରତିଷ୍ଠିତ ସିଭିଲ୍ ସେବା ପରୀକ୍ଷାର ଲାଷ୍ଟ ଷ୍ଟେଜ୍ ହୋଇଥାଏ , ଯାହାକୁ ପାର୍ କରିବା ବହୁତ ଜରୁରୀ ହୋଇଥାଏ । ଏହି ଷ୍ଟେଜରୁ ସଫଳ ହେବାପରେ ଆଶାର୍ଥୀ ଆଇଏଏସ୍ ସହିତ ଅନ୍ୟ ସେବାଗୁଡିକ ବିଭିନ୍ନ ପଦ ପାଇଁ ଚୟନ ହୋଇଥାଏ । ସିଭିଲ୍ ସର୍ଭିସେସ୍ ଯେପରି ଆଇଏଏସ୍, ଆଇପିଏସ୍ ଇଣ୍ଟରଭ୍ୟୁରେ କିଛି ବହୁତ ଖାସ୍ ପ୍ରଶ୍ନ ପଚାରାଯାଇଥାଏ , ଯାହାର ଉତ୍ତର କହି ନପାରିଲେ ତେବେ ତୁରନ୍ତ ରିଜେକ୍ଟ ବି ହୋଇପାରିବେ , ୟୁପିଏସ୍ ସି ଇଣ୍ଟରଭ୍ୟୁରେ ଏହି ପ୍ରକାରର ପ୍ରଶ୍ନ, ଆପଣଙ୍କ ତର୍କଶକ୍ତି, କ୍ୟାଣ୍ତିଡେଡ୍ ର ପର୍ସନାଲିଟି ପରଖିବାପାଇଁ ପଚାରାଯାଇଥାଏ , ଏହି ପ୍ରଶ୍ନଗୁଡିକ ସଠିକ୍ ଜବାବ୍ ଦେଇକରି କ୍ୟାଣ୍ତିଡେଟ୍ ଚାକିରି ହାସିଲ୍ କରିପାରନ୍ତି ।

୧) ମରିଯାଇଥିବା ମଣିଷର ଫଟୋରେ ମାଳ କଣପାଇଁ ଚଢାଯାଇଥାଏ ? ଉତ୍ତର : ଯେଉଁ ପ୍ରକାରର ଆମେ ଭଗବାନର ପୁଜା କରିବାପାଇଁ ହାର ମାଳା ଚଢାଇଥାନ୍ତି , ସେହି ପରି ମୃତ ବ୍ୟକ୍ତିକୁ ସମ୍ମାନ ଓ ପ୍ରେମ ଦର୍ଶାଇବା ପାଇଁ ମାଳା ଚଢାଇଥାନ୍ତି , ଏମାନଙ୍କୁ ବଂଶନୁକ୍ରମେ ମିଳିଥିବା ସଂମ୍ପତ୍ତି, ଶିକ୍ଷା ଓ ନାଁ ପାଇଁ ସମ୍ମାନ ଦିଆଯାଏ ।

୨) ସେ କିଏ ଅଟେ ଯିଏ ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ ,ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ , ପୁଜାରୀ ନୁହେଁ ବରଂ ଘଣ୍ଟି ବଜାଇଥାଏ ? ଉତ୍ତର : ବସ୍ କଣ୍ତକ୍ଟର୍

୩) କଣ ହେବ ଯଦି ପୃଥିବୀ ଓଲଟା ବୁଲିବା ଆରମ୍ଭ କରିଦିଏ ? ଉତ୍ତର : ପୃଥିବୀ ଓଲଟା ବୁଲିଲେ ପବନ ନିଜ ଦିଗ ବଦଳାଇଦେବ , ପୃଥିବୀର ପଶ୍ଚିମ ଭାଗରେ ଥଣ୍ତା ଓ ପୁର୍ବ ଭାଗରେ ଗରମ ହେବ , ସବୁଠାରୁ ବଡ ପରିବର୍ତ୍ତନ ଜଳବାୟୁର ହେବ , ଆଜି ଦୁନିଆଁର ସବୁ ଇଶାଇକରି ୪୨୦ ଲକ୍ଷ କିମି ୨ ଟି ଭାଗ ମରୁଭୁମି ଅଛି , ଯଦି ପୃଥିବୀ ଓଲଟା ବୁଲିବାକୁ ଲାଗିଲା ତେବେ ଏହା କମିକରି ୩୨୦ ଲକ୍ଷ କିମି ୨ ହୋଇଯିବ , ସବୁ ଜାଗାରେ ସବୁଜବର୍ଣ୍ଣାନୀ ଦେଖାଦେବ ।

ସାହାରା ମରୁଭୁମି ପୁରା ଶେଷ ହୋଇଯିବ , ବ୍ରାଜିଲ୍ ଆର୍ଜେଣ୍ଟିନା ଏହା ଦୁନିଆଁର ସବୁଠାରୁ ବଡ ମରୁଭୁମି ହୋଇଯିବ , ବଦଳୁଥିବା ଜଳବାୟୁ କାରଣରୁ ଅଲଗା ଅଲଗା ଜୀବ ଜନ୍ତୁ ସମୁଦ୍ରରେ ଅଲଗା ଅଲଗା ହୋଇପାରେ , ପୃଥିବୀ ଓଲଟା ବୁଲିବା ଆରମ୍ଭ କରିଦିଏ , ସେମିତି କିଛି ହୋଇନଥାଏ, ଯେପରି ଆଜି ଅଛି ,ବୋଧେ ଜୀବନର ବିକାଶ ଏକ ରୁପ ନେଇପାରନ୍ତା, ହୋଇପାରେ ମନୁଷ୍ୟ ରହିପାରିବେ ନାହିଁ ।

୪) ବ୍ୟାଙ୍କ୍ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର : ଅଧିକୋଷ

୫) ପୋଲିସ୍ ର ଫୁଲଫର୍ମ କଣ ଅଟେ ? ଉତ୍ତର : Publice Officer for Legel Investigation and criminal Emergency

୬)ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଦେଖିଥାଉ କିନ୍ତୁ ପଢନ୍ତି ନାହିଁ ? ଉତ୍ତର : ନାହିଁ ।

୭) ପବନରେ ଆମକୁ କଣ ଦେଖାଯାଏ ? ଉତ୍ତର : ଆମକୁ ସେଥିରେ ନାଇଟ୍ରୋଜେନ୍ ଓ ଅକ୍ସିଜେନ୍ ମହଜୁଦ୍ ହୋଇଥାଏ , ଏହା ପାରଦର୍ଶୀ ଗ୍ୟାସ ଅଟେ ,ଯେବେ ଏହା ଉପରେ ଆଲୋକର୍ କିରଣ ପଡେ ତେବେ ସେ ପ୍ରତିବିମ୍ବ ହୁଏ ନାହିଁ ଯାହାର କାରଣରୁ ଆମକୁ କିଛି ଦେଖାଯାଏ ନାହିଁ ।

୮) ଗୋଟେ ଝିଅକୁ ପଚାରାଗଲା ଅଫିସରେ ଆସିକରି କେଉଁ ଗୋଟେ ପୁଅ ଆପଣଙ୍କ ସହ ସେଲଫି ନେବାକୁ ଚାହେଁ କଣ କରିବ ? ଉତ୍ତର : ସେ ଝିଅଟି କହିଲା କି ଟ୍ରେନିଙ୍ଗ୍ ସମୟରେ ଆମକୁ ଶିଖାଯାଇଛି କି ଏହି ପରି ସିଚୁଏସନ୍ କୁ କିପରି ନିପଟାଇବାର ଅଛି , ଝିଅଟି ଉତ୍ତରରେ କହିଲା କି ଯେବେ ସମାଜ ସେବକ ହୋଇକରି ଲୋକଙ୍କର ସେବା କରିଥାଉ ତେବେ ଲୋକେ ଫ୍ୟାନ୍ ହୋଇଯାଆନ୍ତି , ଓ ଫଟୋ ଉଠାଇବାକୁ ଚାହଁନ୍ତି , ଏମିତିରେ କେଉଁ ସେଲିବ୍ରେଟିରୁ କମ୍ ହୋଇନଥାନ୍ତି , ଏମିତିରେ ସେଲଫି ନେବା କିମ୍ବା ନୁହେଁ ଏହା ସିଚୁଏସନ୍ ଉପରେ ଡିପେଣ୍ତ କରିଥାଏ ।

୯) ଝିଅଙ୍କର ଚେହେରାରେ ଦାଢି କଣ ପାଇଁ ହୁଏ ନାହିଁ ? ଉତ୍ତର : ପୁରୁଷଙ୍କ ଦାଢି ବାହାରିବା ସେକ୍ସୁଆଲ୍ ରୁପରେ ମ୍ୟାଚୁର୍ ହେବାର ଚିହ୍ନଟ ହୋଇଥାଏ , ସେମିତି ଡାଇ ହାଇଡ୍ରୋଟେଷ୍ଟୋଷ୍ଟେରିନ୍ କାରଣରୁ ପୁରୁଷଙ୍କ ହେୟାର୍ ଫଲିକଲ୍ ଉତ୍ତେଜିତ ହୋଇଯାଏ ।

୧୦) ସେ କେଉଁ ଜୀବ ଅଟେ ଯିଏ ଖଣ୍ତିଆ ହେଲେ ମଣିଷଙ୍କ ପରି କାନ୍ଦିଥାଏ ? ଉତ୍ତର୍ : ଭାଲୁ

୧୧) ସେ କେଉଁ ଦେଶ ଅଛି ଯେଉଁଠି ନୀଳ ଜିନ୍ସ୍ ପିନ୍ଧିବାକୁ ପ୍ରତିବନ୍ଧକ ଅଛି ? ଉତ୍ତର : ସାଉଥ୍ କୋରିଆ

୧୨) ପେଟ୍ରୋଲ୍ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର : ଶିଳାତୈଳ କିମ୍ବା ଧ୍ରୁବ ସ୍ୱର୍ଣ୍ଣ

୧୩) କେଉଁ ଏକ ଖାଇବା ଜିନିଷ ଅଟେ ଯାହା ହଜାର୍ ବର୍ଷ ପର୍ଯ୍ୟନ୍ତ ଖରାପ ହୋଇନଥାଏ ? ଉତ୍ତର : ମହୁ ଯାହାକି ମହୁମାଛିଙ୍କ ଦ୍ୱାର ନିର୍ମିତ ହୋଇଥାଏ , ଏହା ବହୁତ ବର୍ଷ ଯାଏଁ ଖରାପ ହୋଇନଥାଏ , ଏଥିରେ କୌଣସି ବାସ୍ନା ଆସେ ନାହିଁ , ମହୁ ଯେତେ ପୁରୁଣା ହେବ ସେତେ ଶୁଦ୍ଧ ଓ ଗୁଣକାରୀ ବୋଲି ଜଣାଯାଏ ।

୧୪)  କିଛି ଲୋକ ନିଦରେ କଣ ପାଇଁ ଚାଳନ୍ତି ? ଉତ୍ତର : ଏକ ସୋଧରୁ ଜଣାଯାଏ କି ଶରୀରରେ ଥିବା କ୍ରୋମୋଜମ୍ ୨୦ ଖରାପ ହେଲେ ଏମିତି ହୋଇଥାଏ , ଦ୍ୱିତୀୟ କାରଣ ଜେନେଟିକ୍ ହୋଇଥାଏ , ଏହା ଛଡା ନିଦ ପୁରା ନହେବ , ଆଲକୋହଲ୍, ଡିପ୍ରେସନ୍ , କିମ୍ବା କେଉଁ କଥାକୁ ଅଧିକା ଚିନ୍ତା କରିବା ଦ୍ୱାରା ଲୋକେ ନିଦରେ ଚାଲିବାକୁ ଲାଗନ୍ତି ।

୧୫) ସିଙ୍ଗଡାକୁ ଇଂରାଜୀରେ କଣ କହନ୍ତି ? ଉତ୍ତର : curry puff rissole

Leave a Reply

Your email address will not be published. Required fields are marked *