March 1, 2024

Odia Express

News For Public

ଏହି କାରଣ ପାଇଁ କୁକୁର ଚାଲୁଥିବା ଗାଡିଗୁଡିକ କରିଥାନ୍ତି ପିଛା, ଏହା ହେଲା ଅସଲ କାରଣ – ନିଶ୍ଚୟ ଜାଣିରଖନ୍ତୁ ଯଦି ଆପଣଙ୍କ ଗାଡିକୁ କେବେ କୁକୁର ତଡ଼ିଛନ୍ତି..

1 min read

ବହୁତଥର ଆପଣ କେଉଁ ଗାଡିରେ ଥାନ୍ତି ଯେମିତି କି କାର୍ , ସ୍କୁଟର୍ କିମ୍ବା ବାଇକ୍ ରେ ତେବେ ସେହି ସମୟରେ ସାମ୍ନା ତ ନିଶ୍ଚିତ କରିଥିବେ ଯେବେ ରାସ୍ତାରେ ବସିଥିବା କୁକୁର ଧ୍ୟାନ ଅଚାନକ ଆପଣଙ୍କ ଉପରେ ପଡିଯାଏ , ଓ ଏମିତିରେ ସେ କୁକୁର ଆପଣଙ୍କ ଉପରେ ଭୋକିବାକୁ ଲାଗେ,  କେବେ କେବେ ପଛରେ ଏମିତି ଦୌଡେ ଯେମିତି ଆପଣଙ୍କୁ କ୍ଷଣକରେ କାମୁଡିପକାଇବ , ଏତିକି ନୁହେଁ କେବେ ଏମିତି ବି ଦେଖାଯାଇଛି କି କୁକୁର ଶୋଇବା ସ୍ଥିତିରେ ରୁହନ୍ତି , କିନ୍ତୁ ଅଚାନକ ଉଠିବସନ୍ତି , ଓ ଭୋକିବା ଓ ଦୌଡିବାକୁ ଲାଗନ୍ତି , ତାଙ୍କ ଆକ୍ରୋଶ ଏତେ କି ସେ କୌଣସି ଗାଡିକୁ ଦେଖିଦେଲେ କଣ କଣ କରିପକାଇବେ । ଆଜି ଆମେ ଏହାର କାରଣ ବିସ୍ତୁତ ଭାବେ କହିବୁ, ଏମିତି କଣ ପାଇଁ ହୋଇଥାଏ , କୁକୁର ପଛରେ ଦୌଡିବାର କାରଣ କଣ ହୋଇଥାଏ , ଯଦି ଆପଣ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇଥିବେ ତେବେ ଆପଣ Quora ବିଷୟରେ ଶୁଣିଥିବେ , ଏହା ଏକ ଡିସକସନ୍ ଫୋରମ୍ ଅଟେ

ଯେଉଁଠି ନାନାପ୍ରକାରର କଥାର ପ୍ରଶ୍ନରେ ଲୋକେ ନିଜ ରାୟ ଦେଇଥାନ୍ତି , ଏମିତିରେ ଆପଣ ଫୋରମ୍ କୁ ଗଲେ ଦେଖିବେ କି ଏହାଉପରେ ପ୍ରଶ୍ନ ବି ଆସିଥିଲା,  ଓ କିଛି କଥା ସାମ୍ନାକୁ ଆସିଥିଲା । ଯଦି ଆପଣ ଦେଖିଥିବେ ଆପଣ ନିଜ ଗାଡି କେଉଁ ଅଲଗା ମୋହଲାକୁ ନେଇଯାଇଛନ୍ତି , କିମ୍ବା କେଉଁ ଅଲଗା ମହଲାର ଗାଡି ଆପଣଙ୍କ ଇଲାକାରେ ଆସିଛି ତେବେ କୁକୁର ଭୋକିବାକୁ ଲାଗନ୍ତି , ଏହା ଏଥିପାଇଁ କି ଟାୟରରେ ତାଙ୍କୁ ଟୟଲେଟ୍ ର ଅଲଗା ମହକ ଆସିଥାଏ , କୁକୁର ନିଜ ଇଲାକା ଦେଖାଇବାପାଈଁ ଗାଡିର ଟାୟାର୍ ରେ ଟୟଲେଟ୍ କରିଥାନ୍ତି , କିନ୍ତୁ ଯେବେ ଅଲଗା ଇଲାକାର ଗାଡି ଆସିଥାଏ , ତେବେ ସେ ନିଜ ଟୟଲେଟ୍ ମହକ ନପାଇକରି ଏମିତି କରିଥାନ୍ତି ।

କଥା ବୁଝାଇବାପାଇଁ ଆମେ ଏକ ଉଦାହରଣ ଦେଉଛୁ , ମାନନ୍ତୁ ଆପଣଙ୍କ ଘର ବି ଇଲାକାରେ ଅଛି , ଯେଉଁଠି କୁକୁର ଆପଣଙ୍କ ଟାୟାରରେ ଟୟଲେଟ୍ କରି ନିଜ କବଜା ଦେଖାଇବାପାଇଁ ଗାଡିରେ ଚିହ୍ନ କରିଦେଇଥାଏ , କିନ୍ତୁ ଆପଣ ନିଜ ଅଫିସ୍ ଯାଆନ୍ତି , ଯାହାର ଲୋକେସନ୍ ଏ ରେ ଅଛି,  ଏମିତିରେ ଯେବେ ଆପଣ ଘରୁ ଅଫିସ୍ କୁ ଯାଆନ୍ତି , ତେବେ ଅଫିସ୍ ଏରିଆର କୁକୁର ପିଛା କରି ଭୋକିବାକୁ ଲାଗନ୍ତି , ଏହା ଏଥିପାଇଁ କାରଣ ତାଙ୍କୁ ଲାଗିଥାଏ କି କେଉଁଅଲଗା ଏରିଆର ଗାଡି ଆମର ଏରିଆକୁ କଣ ପାଇଁ ଆସିଛି ।

ଏହା ସହ ଏହାର ମୁଖ୍ୟ କାରଣ ଆଉ ଗୋଟେ ଅଛି ସେ କେଉଁ ଚାଳୁଥିବା ଜିନିଷ ଆଡକୁ ବହୁତ ଜଲଦି ଆକର୍ଷିତ ହୋଇଯାଆନ୍ତି , ଯେମିତି କି ବଲ୍ , ଡିକ୍ସ, କିମ୍ବା କାଠକୁ ପକାଇଲେ , କୁକୁର ତାକୁ ଧରିବାପାଇଁ ଆସନ୍ତି , ଏମିତି ସେ ଗାଡିକୁ ଦେଖିକରି ବି କରନ୍ତି , ଓ ତାକୁ ଧରିବାକୁ ଚେଷ୍ଟା ବି କରନ୍ତି , ଓ ଆମେ ତାଙ୍କୁ ଦେଖିକରି ନିଜର ସ୍ପିଡ୍ ବଢାଇଦିଅନ୍ତି , ଓ ସେମାନେ ଆମକୁ ଅଧିକା କ୍ଷିପ୍ର ବେଗରେ ପିଛା କରନ୍ତି , ତାଙ୍କୁ ଏମିତି ଲାଗେ କି ତାଙ୍କ ଆଧିପତ୍ୟ ଅଧିକା ରହୁ , ଆମେ ଡରିକରି ତାଙ୍କ ଠାରୁ ପଳେଇବାର ଚେଷ୍ଟାରେ ରୁହନ୍ତି , ଏହି ସବୁ କାରଣ ହେଲା କୁକୁର ଆମ ଗାଡିକୁ ପିଛାକରନ୍ତି ।

Leave a Reply

Your email address will not be published. Required fields are marked *