February 25, 2024

Odia Express

News For Public

IAS ଇଣ୍ଟରଭ୍ୟୁରେ ୧୦ ଟି ଚତୁର ପ୍ରଶ୍ନ – ଆପଣଙ୍କ ହାତରେ ଗୋଟେ କିଲୋ ଲୁହା ଓ ଦ୍ୱିତୀୟ ହାତରେ ୧ କିଲୋ ତୁଳା ଅଛି କାହାର ଓଜନ ଅଧିକା ହେବ ? ବୁଦ୍ଧିମାନ ଲୋକ ସଠିକ ଉତ୍ତର ଦେବେ…

1 min read

ସଂଘ ଲୋକସେବା ଆୟୋଗ(UPSE exam 2020) ଲକ୍ ଡାଉନ୍ କାରଣରୁ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା, ରେଜଲ୍ଟ ଓ ଇଣ୍ଟରଭ୍ୟୁ ଏବେ ସ୍ଥଗିତ ହୋଇଯାଇଛି , କୋରନା ଭାଇରସ୍ ରୋଗର କାରଣରୁ ଅଗଷ୍ଟ ମାସ ପରେ ୟୁପିଏସ୍ ପରୀକ୍ଷା ହେବାର ସଂମ୍ଭାବନା ଅଛି , ଏହି ମଧ୍ୟରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ ଙ୍କ ପାଇଁ ୟୁପିଏସ୍ ସିର ପର୍ସନାଲିଟି ଟେଷ୍ଟର ନୋଟିଫିକେସନ୍ ଜାରି କରିଦେଇଛନ୍ତି , ଏମିତିରେ କ୍ୟାଣ୍ତିଡେଟ୍ ଆଇଏଏସ୍ ଇଣ୍ଟରଭ୍ୟୁ ପାଇଁ ଲକ୍ ଡାଉନ୍ ରେ ପ୍ରସ୍ତୁତି କରୁଛନ୍ତି , ସାଧାରଣତଃ ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ ଙ୍କ ବୁଦ୍ଧିର କ୍ଷମତା ଓ ତାହାର ସ୍ମରଣଶକ୍ତିର କ୍ଷମତା ଓ ଟ୍ରିକ୍ ଲଗାଇବାର କ୍ଷମତାକୁ ଅଙ୍କାଯାଏ , ଏଥିପାଇଁ ଆଯି ଆମେ ଆପଣଙ୍କୁ କିଛି ଟ୍ରିକି ପ୍ରଶ୍ନଗୁଡିକ ନେଇକରି ଆସିଛୁ ଯାହା ଆପଣ ଶୁଣିଲେ ମୁଣ୍ତ ବୁଲାଇଦେବ ।

୧) ଆପଣଙ୍କ ହାତରେ ଗୋଟେକିଲୋ ଲୁହା ଓ ଦ୍ୱିତୀୟ ହାତରେ ୧ କିଲୋ ରୁଇ ଅଛି କାହାର ଓଜନ ଅଧିକା ହେବ ?

ଉତ୍ତର :ଦୁହେଁର ଓଜନ ବରାବର୍ ହେବ , କାରଣ ଦୁହେଁର କ୍ୱାଣ୍ଟିଟି ସମାନ ଅଛି ।

୨) ଯେବେ କେଉଁ ଗାଈ ପାଇଁ ବାଛୁରି ଅଛି ,ସେମିତି କେଉଁ ଛେଳି ପାଇଁ କଣ ଅଛି ? ଉତ୍ତର : ମେମନା ।

୩) A ର ମା B ର ଭଉଣୀ ଅଟେ , ଓ C ର ଝିଅ ଅଟେ , D ଝିଅ ଅଟେ , B ର ଆଉଗୋଟେ ଭଉଣୀ ଅଛି E ତେବେ C ଓ E ମଧ୍ୟରେ ସଂମ୍ପର୍କ କଣ ? ଉତ୍ତର : ଅଜା କିମ୍ବା ଆଇ ।

୪) ଯଦି ବିଗତ ପରଦିନରୁ ଗୋଟେ ଦିନ ପୁର୍ବର ଦିନ ଶନିବାରରୁ ତିନି ଦିନ ଆଗକୁ ଆସୁଥିବା ଦିନ ହୋଇଥିବ , ତେବେ ଆଯି କେଉଁ ଦିନ ଅଟେ ? ଉତ୍ତର : ଶୁକ୍ରବାର

୫) ଏବେ ଚୀନର ସୈନିକ ଭାରତର କେଉଁ ଜାଗାରେ ଆକ୍ରମଣ କରିଥିଲେ ? ଉତ୍ତର : ଗଲବାନ ଘାଟି ।

୬) ବ୍ୟାଙ୍କକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର : ଅଧିକୋଷ

୭) ବବିତାର ବାପାଙ୍କ ପାଞ୍ଚଟି ଝିଅ ଅଛନ୍ତି , ସୀତା,ଗିତା, ପ୍ରୀତି, ଓ ରିତି ତେବେ ପଞ୍ଚମ ଝିଅର ନାଁ କଣ ହେବ ? ଉତ୍ତର : ବବିତା

୮) ସୋନୁ ପ୍ରତି ଅଧଘଣ୍ଟାରେ ଗୋଟେ ସେଓ ଖାଏ , ତେବେ ଦେଢଘଣ୍ଟାରେ କେତୋଟି ସେଓ ଖାଇବ ? ଉତ୍ତର : ୨ ଟି

୯) ENGLISH ରେ କେତୋଟି ଲେଟର ହୋଇଥାଏ ? ଉତ୍ତର : ୭ ଟି

୧୦) ଆପଣଙ୍କ ପକେଟ୍ ରେ ପାଞ୍ଚଟି ଚକଲେଟ୍ ଅଛି , ଦୁଇଟି ଆପଣ ବାହାର କରିଦେଲେ ତେବେ ଆପଣଙ୍କ ପାଖରେ କେତୋଟି ଚକଲେଟ୍ ରହିଲା ? ଉତ୍ତର : ପାଞ୍ଚଟୀ, କାରଣ ଯାହା ମୁଁ ପକେଟ୍ ରୁ ବାହାର କରିଛି ତାହା ମୋର ହାତରେ ଅଛି ।

Leave a Reply

Your email address will not be published. Required fields are marked *