March 3, 2024

Odia Express

News For Public

ଆଜିର ସବୁଠୁ ମଜାଦାର୍ ହସକଥା : କଞ୍ଜୁସ୍ – ଗୋଟେ କଚୁଡି ଆଉ ନିଅନ୍ତୁ , ଅତିଥି – ନା ଥାଉ ଧନ୍ୟବାଦ, ମୁଁ ଆଗରୁ ୪ ଟା ନେଇସାରିଛି,ତାପରେ କଞ୍ଜୁସ୍ କହିଲା ଏପରି କଥା ଯେ ହସି ହସି ବେଦମ ହେଇଗଲେ ସମସ୍ତେ..

1 min read

ଆଜିକାଲିର ଏହି ସମୟରେ ହସିବା ଓ ହସାଇବା ଏକ ମୁସକିଲ୍ କାମ ବୁଝାଯାଏ , କାହାର ହୃଦୟକୁ ଆଘାତ ଦେବା ସହଜ ହୋଇଥାଏ କିନ୍ତୁ ତାହାକୁ ଖୁସି ଦେବା ମୁସକିଲ୍ ଅଟେ । ସୋସିଆଲ୍ ମିଡିଆରେ ବହୁତ ଏମିତି ଜୋକ୍ସ ହୋଇଥାଏ , ଯାହା ଆମକୁ ହସିବାରେ ବାଧ୍ୟ କରିଥାଏ,  ଜୋକ୍ସ ପ୍ରକୃତରେ କେଉଁ ମେଡିସିନ୍ ରୁ କମ୍ ହୋଇନଥାଏ,  ଯେଉଁ ଲୋକ ଚିନ୍ତିତ କିମ୍ବା ରୋଗାଗ୍ରସ୍ତ ଅଛନ୍ତି ତାଙ୍କୁ ଜୋକ୍ସ ଏକ ମେଡିସିନ୍ ରୁପି କାମ କରିଥାଏ , ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣଙ୍କୁ ହସାଇଦେବ , ଏହା ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି , ଆସନ୍ତୁ ଜାଣିବା ସେହି ଜୋକ୍ସଗୁଡୀକ ବିଷୟରେ ।

୧) ଡାକ୍ତର- ତୁମକୁ ହାଲକା ଖାଦ୍ୟ ଖାଇବାକୁ କହିଥିଲି ତୁମେ ଖାଇଲ କି ନାହିଁ ?

ଗୋଲୁ- ମୁଁ ପକୁଡି ଖାଇଲି , ଡାକ୍ତର-ତୁମେ କେମିତି ଜାଣିଲ ପକୁଡି ହାଲକା ବୋଲି ? ଗୋଲୁ- ପକୋଡି କଡେଇରେ ଭାସୁଥିଲେ , ଓ ତେଲ ତଳେ ଥିଲା ।

୨) ମହିଳା ଡାକ୍ତରଙ୍କୁ – ମୋର ସ୍ୱାମୀଙ୍କ ରୋଗ ଠିକ୍ କରାଇଦିଅନ୍ତୁ ସାର୍ , ରାତିରେ ଜୋର୍ ଜୋର୍ ସେ ମୋର ନାଁ ଡାକୁଛନ୍ତି । ଡାକ୍ତର- ତାହେଲେ ଆପଣ ବହୁତ ଲକି ଅଟନ୍ତି । ମହିଳା- ନାହିଁ କାଳି ତାଙ୍କ ସ୍ତ୍ରୀ ବାପଘରୁ ଫେରିବାର ଅଛି ।

୩) ଅଧ୍ୟାପିକା- ଏତେ ଦିନ କେଉଁ ଆଡେ ଯାଇଥିଲ ? ଛାତ୍ର- ବାର୍ଡ ଫ୍ଲୁ ହୋଇଯାଇଥିଲା, ଅଧ୍ୟାପିକା- କିନ୍ତୁ ଏହା ତ୍ କେବଳ ପକ୍ଷୀଙ୍କୁ ହୋଇଥାଏ ନା ମଣିଷଙ୍କୁ ତ ହୁଏନି, ଛାତ୍ର- ମଣିଷ ବୁଝିଲେ କେଉଁଠୁ ଆପଣ, ସବୁଦିନ ମୁର୍ଗା ବନାଈଦେଉଛନ୍ତି ।

୪) ଝିଅ- ତୁମେ ହସୁ ନାହ୍ଁ କେବେ ତ ? ପୁଅ- ତାହା କେମିତି ? ଝିଅ- ଫେସବୁକ୍ ରେ ତୁମର ଏକ ଫଟୋ ହସିବାର ଦେଖିନି  ପୁଅ-ତୁମେ ଗାଧୋଉନ କି ? ଝିଅ-କଣପାଇଁ , ପୁଅ- ଫେସବୁକ୍ ରେ ତୁମର ଗାଧୋଉଥିବା ଗୋଟେ ଫଟୋ ତ ନାହିଁ ।

୫) ପପୁର କ୍ଲାସରେ ଶିକ୍ଷକ ସବୁ ଛୁଆଙ୍କୁ ବୁଝାଇକରି କହୁଥିବାବେଲେ , ଶିକ୍ଷକ- ଛୁଆମାନେ-ଗରିବକୁ ସବୁବେଳେ ଭଲ ପାଇବା ଉଚିତ୍ , ପପୁ କହିଲା- ଭଲ ଏବେ ବୁଝିଲି, ଶିକ୍ଷକ-କଣ? ପପୁ- ତେବେ ବାପା ଚାକରାଣୀକୁ କୁଣ୍ଢାଉଛନ୍ତି ,ମା ବି କ୍ଷୀର ବାଲାକୁ ।

୬) କଳାଧନ ନା ଜନ୍ମ ହୋଇଥାଏ ନା ହିଁ ମରିଥାଏ,  ଯେଉଁ ପ୍ରକାରର ଆତ୍ମା ଏକ ଶରୀରରୁ ଗୋଟେ ଜାଗାରୁ ଅନ୍ୟ ଏକ ଶରୀରକୁ ଯାଏ , ଠିକ୍ ସେହିପ୍ରକାରର ଧନ ଏକ ଏକାଉଣ୍ଟରୁ ଛାଡିକରି ଅନ୍ୟ ଏକ ଏକାଉଣ୍ଟକୁ ଯାଇଥାଏ , ଚାଣକ୍ୟଙ୍କ ମାଉସିର ଛୋଟ ପୁଅ ।

୭) ପ୍ରେମୀ-ପ୍ରେମିକାକୁ- ତୁମେ ବିବାହ ପରେ ନିଜ ପାଇଁ ନୁଆ ଘର ମାଗିବନି ତ ? ପ୍ରେମିକା- ନା, ମୁଁ ସେମିତି ଝିଅ ନୁହେଁ , ତୁମେ ନିଜ ମାକୁ ଅଲଗା ଘର ଦେଇଦେବ ।

୮) ଇଂରାଜୀ ବହି ପଢୁଥିବା ସ୍ତ୍ରୀ ସଲଟୁ କୁ ପଚାରିଲା- କମ୍ପଲିଟ୍ ଓ ଫିନିସ୍ ରେ କଣ ଫରକ ହୋଇଥାଏ ? ସଲଟୁ –ଯଦି ବିବାହ ପରେ ସଠିକ୍ ସ୍ତ୍ରୀ ମିଳିଯିବ , ତେବେ ବୁଝିଯିବ କି ଜୀବନ କମ୍ପଲିଟ୍ ଓ ଭୁଲ୍ ସ୍ତ୍ରୀ ମିଳିଲେ ବୁଝିବ କି ଜୀବନ ଫିନିସ୍ ।

୯) ପିଣ୍ଟୂ- ଭାଇ- ନିଜ ସ୍ତ୍ରୀପାଇଁ ମୁଁ ବହୁତ ଚିନ୍ତିତ । ରାମୁ- କଣ ହେଲା କି ? ପିଣ୍ଟୁ- ଆରେ ପୁରୁଣା ପ୍ରେମକୁ ଭୁଲିପାରୁନାହିଁ , ଓ ସେପଟେ ସ୍ତ୍ରୀ ସବୁଦିନ ବାଦାମ ଖୁଆଉଛି ।

୧୦) ପ୍ରେମୀ ନିଜ ପ୍ରେମିକାକୁ ଏମିତି ଟାଣେନି ମୋତେ ତୋ ଆଡକୁ ମୋର ପ୍ରିୟେ, ବ୍ରାଣ୍ତେଡ୍ ଟି ସାର୍ଟ ଅଟେ,  ଫାଟିଗଲେ ବହୁତ ମାଡ ଖାଇବୁ, ମା କସମ୍

୧୧) ପପୁ ହାତରେ ଲାଲ୍ ଦାଗ ପଡିଗଲା,  ପପୁ-ଡାକ୍ତର ସାହେବ ମଶା ମୋର ହାତକୁ କାମୁଡିଦେଇଛି , ଡାକ୍ତର-ତୋତେ କେବେ ଡେଙ୍ଗୁ ହୋଇଥିଲା କି ? ପପୁ-ହଁ ସାର୍ ଗୋଟେ ଥର ହୋଇଥିଲା,  ଡାକ୍ତର –କେବେ , ପପୁ-ଛୁଆ ବେଳେ ଶିକ୍ଷକ ଡେଙ୍ଗୁର ସ୍ପେଲିଙ୍ଗ୍ ପଚାରିଦେଇଥିଲେ ।

୧୨) ସ୍ୱାମୀ-ଥରେ ମିରାବାଇ ହେଇକି ବିଷ ପିଇଦିଅ, ଶ୍ରୀକୃଷ୍ଣ କଣ ସବୁ ଭଗବାନ ଦର୍ଶନ ହୋଇଯିବ ।

୧୩) ଭଡକିଥିବା ସ୍ୱାମି-ସାହାସ ଅଛି ଯଦି ସ୍ତ୍ରୀଲୋକର ଜୁବାନ୍ କାଟିକରି ଦେଖାଅ, ବୁଦ୍ଧିମାନ ଲୋକ-ଆରେ ଜୁବାନ୍ କଣ କହୁଛ ,  ତୁମେ କେବଳ ତାଙ୍କରକଥା କାଟିକରି ଦେଖାଅ ।

୧୪) କଞ୍ଜୁସ୍-ଏକ କଚୋଡି ନିଅନ୍ତୁ , ଅତିଥି- ନା ଧନ୍ୟବାଦ- ମୁଁ ଆଗରୁ ୪ ଟା ନେଇସାରିଛି , କଞ୍ଜୁସ୍-ନେଇଛନ୍ତି ତ୍ ଆପଣ ୬ ଟା କିନ୍ତୁ କଥା ନୁହେଁ , ଏଠାରେ କିଏ ଗଣୁଛି ?

୧୫) ଚିଣ୍ଟୁ-ସାଙ୍ଗ ଏକ ଗଡବଡ ହୋଇଯାଇଛି , ଗୋଲୁ-କଣ ହେଇଗଲା ଭାଇ- ଚିଣ୍ଟୁ- ମୋର ଏକ ସାଙ୍ଗ ସବୁବେଲେ କହୁଥିଲା କିଛି ଅଲଗା କର , ଗୋଲୁ- ହଁ ତୁ କଣ କଲୁ ତାପରେ , ଚିଣ୍ଟୁ- ମୁଁ ତାର ଗାର୍ଲଫ୍ରେଣ୍ତକୁ ଅଲଗା କରିଦେଲି, ଏବେ ସେ ମୋତେ ବନ୍ଧୁକ ନେଇକରି ଖୋଜୁଛି ମାରିବ ବୋଲି ।

Leave a Reply

Your email address will not be published. Required fields are marked *