February 24, 2024

Odia Express

News For Public

ଭୋଳାନାଥଙ୍କ ବାହାନ ନନ୍ଦୀକୁ ଚଢାନ୍ତୁ ଏହି ଖାସ୍ ଜିନିଷ , ଏମିତି ଫାଇଦା ହେବ କି ଆସୁଥିବା ବଂଶଜ ଖୁସିରେ ରହିବେ…

ହିନ୍ଦୁ ଧର୍ମରେ ସେମିତି ବହୁତ ଦେବାଦେବୀ ଅଛନ୍ତି ଯାହାଙ୍କୁ ପୁଜା କରାଯାଏ , କିନ୍ତୁ ଏହି ସବୁ ମଧ୍ୟରେ ଲୋକପ୍ରିୟ ଦେବତା ହେଲେ ଶିବଶମ୍ଭୁ,  ଶିବ ସବୁ ଦେବତାଙ୍କ ମଧ୍ୟରେ ଶକ୍ତିଶାଳୀ ବୋଲି ଜଣାଯାଆନ୍ତି , ଏହି କାରଣରୁ ସମସ୍ତେ ତାଙ୍କୁ ପ୍ରସନ୍ନ କରିବକୁ ଲାଗିଥାଏ , ଯଦି ଆପଣ ଦେଖିଥିବେ ତେବେ ଭାରତରେ ଅଧିକା ମନ୍ଦିର ଶିବ ମନ୍ଦିର ହିଁ ଅଛି , ଆପଣ ଭାରତର କେଉଁ ବି ସହର, ଗାଁ କିମ୍ବା ମୋହଲ୍ଲାରେ ଗଲେ ସେଠାରେ ନିଶ୍ଚିତ ଗୋଟେ ଶିବମନ୍ଦିର ମିଳିଯିବ , ଶିବ ମନ୍ଦିର ଥିଲେ ସେଠାରେ ନନ୍ଦୀଙ୍କ ମୁର୍ତ୍ତି ନିଶ୍ଚିତ ରୁପେ ଥାଏ । ନନ୍ଦୀ ଶିବଙ୍କର ବାହାନ ଅଟେ ,ହିନ୍ଦୁ ଧର୍ମର ଅନୁସାରେ ଶିବଙ୍କ ନିବାସ କୈଳାସ ପର୍ବତର ଦ୍ୱାରପାଳ ବି ଅଟନ୍ତି , ଯେଉଁଠି ଶିବଙ୍କର ମନ୍ଦିର ହୋଇଥାଏ , ସେଠାରେ ନନ୍ଦୀ ଏକ ବଳଦ ରୁପରେ ପ୍ରତିଷ୍ଠିତ କରାଯାଆନ୍ତି , ନନ୍ଦୀର ସଂସ୍କୃତ ଶବ୍ଦ ଅଟେ ,ଯାହାର ହିନ୍ଦୀରେ ଅର୍ଥ ପ୍ରସନ୍ନତା କିମ୍ବା ଆନନ୍ଦତା ହୋଇଥାଏ , ନନ୍ଦୀକୁ ଶକ୍ତି, ସମ୍ପନ୍ନତା, ଓ କର୍ମଠତାର ପ୍ରତିକ ବୋଲି ମାନାଯାଏ ।

ନନ୍ଦୀଙ୍କ ଶକ୍ତିକୁ କେବେ କମ୍ ଭାବିବାକଥା ନୁହେଁ , ସେ ବହୁତଶକ୍ତିଶାଳୀ , ତାଙ୍କୁ ନେଇ ଏକ କାହାଣୀ ପ୍ରଚଳିତ ଅଛି,  କୁହାଯାଏ କି ଥରେ ରାବଣ କୈଳାସ ପର୍ବତରେ ନିଜ ହାତ ଉଠାଇନେଇଥିଲା , ଏମିତିରେ ଏହାର ପତ୍ତା ନନ୍ଦୀଙ୍କୁ ଲାଗିଲା ତ ସେ କ୍ରୋଧିତ ହେଲେ , ସେ ପର୍ବତରେ ନିଜ ପାଦ ଏତେ ଜୋରରେ ପକାଇଲେ କି ପର୍ବତ ତଳେ ଗଳିପଡିଲା,  ଓ ରାବଣ ହାତ ତାହାର ତଳେ ଦବି ରହିଲା,  ଏହାପରେ ଯେବେ ରାବଣ ଶିବଙ୍କୁ ଆରାଧନା କଲା ନାହିଁ , ସେ ନନ୍ଦୀଙ୍କୁ ଭୁଲ୍ ମାଗିଲେ ନାହିଁ , ତେବେ ସେ ପର୍ଯ୍ୟନ୍ତ ଛାଡିଲେ ନାହିଁ । ନନ୍ଦିଙ୍କ ଏହି ଅପାର ଶକ୍ତି ଯୋଗୁଁ ଯେବେ ଆମେ ଶିବମନ୍ଦିର ଯାଇଥାଉ ତେବେ ଆମେ ପୁଜାକରିବାକୁ ଭୁଲିନଥାଉ

ବହୁତ ଭକ୍ତ ଯେବେ ଶିବମନ୍ଦିର ଯାଇଥାନ୍ତି , ତେବେ ଶିବଙ୍କ ଉପରେ ପୁରା ଧ୍ୟାନ ଦିଅନ୍ତି , କିନ୍ତୁ ନନ୍ଦୀଙ୍କୁ ଅଣଦେଖା କରିଦିଅନ୍ତି, ଅଧିକାରୁ ଅଧିକା ହେଲେ ହାତ ଯୋଡିଦିଅନ୍ତି , କିନ୍ତୁ ତାଙ୍କୁ ଭଲରେ ପୁଜାପାଠ କରାଯାଏ ନାହିଁ , ଯଦି ଆମେ ଶିବଙ୍କର ସହ ନନ୍ଦୀଙ୍କ ଭଲ ସେ ପୁଜା ଆରାଧନା କରିବା ତେବେ ବହୁତ ସାରା ଲାଭ ମିଳିପାରିବ , ଯେପରି ଆମେ କହିଲୁ କି ନନ୍ଦୀ ଶକ୍ତି ଓ ସମ୍ପନ୍ନତାର ପ୍ରତୀକ ହୋଇଥାନ୍ତି , ଏମିତି ରେ ତାଙ୍କ ପୁଜା ଆରାଧନା କରିଲେ ଘର ସମୃଦ୍ଧି ହୁଏ , ଓ ତାହା ସହ ଶତ୍ରୁ କିଛି ଅନିଷ୍ଠ ଘଟାଇପାରେ ନାହିଁ , ସବୁ ମିଶାଇଲେ ନନ୍ଦୀଙ୍କ ଆଶିର୍ବାଦ ନେଲେ କୁଶଳ ହୋଇଥାଏ ,

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବାକୁ ଯାଉଛୁ , ଯାହା ନନ୍ଦୀ ବହୁତ ଜଲଦି ପ୍ରସନ୍ନ ହୋଇଯିବେ , ଆପଣ ଯେବେ ବି ଶିବମନ୍ଦିର ଯିଏବ୍ ତେବେ ଶିବଙ୍କ ଆରାଧନା ପରେ ନନ୍ଦୀଙ୍କୁ ଦୁଇଟି ଅଗରବତୀ, ଏକ ନଡିଆ, ଓ ଗେଣ୍ତୁର ଫୁଲ ମାଳା ପିନ୍ଧାନ୍ତୁ , ଯଦି ଆପଣ ୭ ସୋମବାର ପର୍ଯନ୍ତ କରିବେ ତେବେ ବହୁତ ସାରା ଲାଭ ମିଳିବ ।

Leave a Reply

Your email address will not be published. Required fields are marked *