March 3, 2024

Odia Express

News For Public

ଏହି ହିରୋଙ୍କ ଆଜି ଏମିତି ଅବସ୍ଥା ଦେଖିକରି ଆପଣ ବି ଚକିତ ହୋଇଯିବେ – ଫିଲ୍ମ ରେ କାମ ନ ମିଳିବାରୁ ଏବେ ଏପରି ଜୀବନ କାଟୁଛନ୍ତି..

ଯେମିତି ଆମେ ସମସ୍ତେ ଜାଣିଛେ କି ସମୟ ବଦଳିବାକୁ ସମୟ ଲାଗେ ନାହିଁ , ଓ ବ୍ୟକ୍ତିର ଜୀବନରେ ଭଲ ସମୟ ଓ ଖରାପ ସମୟ ନିଶ୍ଚିତ୍ ଆସିଥାଏ , ଯେଉଁ ବ୍ୟକ୍ତିର ଜୀବନରେ ଖରାପ ସମୟ ଆସିଥାଏ , ସେହି ବ୍ୟକ୍ତିର ଭାଗ୍ୟରୁ ନେଇକରି ତାର ଜୀବନ ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ସାହାସ ରଖିଥାଏ , ଏହାର ଉଦାହରଣ ପାଇଁ ନିଜ ସମୟରେ ପ୍ରସିଦ୍ଧ କଳାକାର ମୋହନିଶ୍ ବହେଲ୍ ଙ୍କ ର କଥା ନେବା,  ହଁ ଆଜ୍ଞା, ଗୋଟେ ସମୟ ଥିଲା ଯେବେ ଏହି ହିରୋ ନିଜ ଅଭିନୟ ଦ୍ୱାରା କୋଟିଏ ଲୋକଙ୍କର ହୃଦୟକୁ ଜିଣିଥିଲେ,  କିନ୍ତୁ ତାଙ୍କର ଏବେକାର ପରିସ୍ଥିତିକୁ ଦେଖିକରି ଆପଣଙ୍କ ଆଖିରେ ଲୁହ ଚାଲି ଆସିବ ।ଯଦି ଏହି ଅଭିନେତାଙ୍କ ଜୀବନ ଉପରେ ନଜର୍ ପକାଯାଏ , ତେବେ ମୋହନିଶ୍ ବେହଲ୍ ଏକ ଅଭିନେତା ଅଟନ୍ତି , ସେ ୧୪ ଅଗଷ୍ଟ ୧୯୬୧କୁ ମୁମ୍ବାଇରେ ଜନ୍ମ ନେଇଥିଲେ

ମୋହନିଶଙ୍କ ମା ହିନ୍ଦୀ ସିନେମା ଜଗତରେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ,  ଯାହାଙ୍କ ନାଁ ନୁତନ ଥିଲା,  ସେ ହିନ୍ଦୀ ସିନେମାରେ ପ୍ରସିଦ୍ଧ ଅଭିନେତ୍ରୀ କାଜୋଲଙ୍କ ମଉସାଙ୍କ ଭାଇ ଅଟନ୍ତି , ମୋହନିଶ୍ ବେହେଲ୍ ନିଜ ପ୍ରାରମ୍ଭିକ ପାଠପଢା ମୁମ୍ବାଇରୁ ପୁରା କରିଥିଲେ,  ମୋହନିଶ୍ ବେହେଲେ ବିବାହ ଏକତା ବେହେଲ୍ ଙ୍କ ସହ ହୋଇଥିଲା,  ତାଙ୍କର ଦୁଇଟି ଝିଅ ଅଛନ୍ତି । ସେ ନିଜ କ୍ୟାରିୟରର ଆରମ୍ଭ ଫିଲ୍ମ ବେକରାର୍ ରୁ ୧୯୮୩ ମସିହାରେ କରିଥିଲେ,  ତାହାପରେ ସେ ବହୁତ ଫିଲ୍ମରେ କାମ କଲେ,  ଯଦି ଆପଣଙ୍କୁ ମନେ ଥିବ ତେବେ ଏହି ଅଭିନେତା ନିଜ ଜୀବନରେ ଅଧିକାଂଶ ନେଗେଟିଭ୍ ରୋଲ୍ କରିଛନ୍ତି , ଏହାପରେ ବି ଲୋକେ ତାଙ୍କ କଳାକାରୀକୁ ଦେଖି ବହୁତ ପ୍ରଶଂସା କରିଛନ୍ତି , ସେ ଫିଲ୍ମ ଜଗତରେ ଅସଲ ପରିଚୟ ଫିଲ୍ମ ହମ୍ ସାଥ୍ ସାଥ୍ ହେଁ ଓ ହମ୍ ଆପକେ ହୈ କୋନ୍ ରୁ ପାଇଥିଲେ , ଏହି ଦୁହେଁ ଫିଲ୍ମ ସୁପରହିଟ୍ ହୋଇଥିଲା,  ଯେଉଁଠି ତାଙ୍କ ନେଗେଟିଭ୍ ରୋଲକୁ ଲୋକେ ବହୁତ୍ ପସନ୍ଦ କରିଥିଲେ ।

କିନ୍ତୁ ବଦଳୁଥିବା ସମୟ କାରଣରୁ ତାଙ୍କ ଜୀବନରେ ସବୁ ସଫଳତା ଛଡେଇନିଆଗଲା,  ଓ ଏହି କଥା ମୋହନିସ୍ ଏକ ବଡ ସମାଚାର ଏଜେନ୍ସି ଆଇଏନ୍ ଏସ୍ ସହ କଥାବାର୍ତ୍ତାରେ କହିଥିଲେ,  ମିଡିଆ ସହ କଥାବାର୍ତ୍ତାରେ ସେ କହିଥିଲେ କି ନା ମୁଁ ପର୍ଦାରୁ ଦୂରେଇ ଯିବାକୁ ଯୋଜନା ବନାଉଛି , ବରଂ ଉଦ୍ୟୋଗ ମୋତେ ଦୁରକୁ କରୁଛି,  ମୋତ୍ କିଛି ଭଲ କାମ ମିଲୁନାହିଁ, ଯେଉଁଥିରେ ମୁଁ କାମ କରିପାରିବି । କହିଦେବୁ କି ମୋହନିସ୍ ବେହେଲ୍ ନିଜ ସମୟର ଲୋକପ୍ରିୟ ଅଭିନେତା ଥିଲେ , କିନ୍ତୁ ଆଜି ବଲିଉଡ୍ ରେ ତାଙ୍କୁ କେହି କାମ ଦେବାପାଇଁ ପ୍ରସ୍ତୁତ ନାହିଁ

ଆଜିର ସମୟରେ ମୋହନିଶ୍ ସାମ୍ନାରେ ଏମିତି ପରିସ୍ଥିତି ଆସି ପହଞ୍ଚିଛି , ତାଙ୍କୁ କେବଳ ନାଁ କମାଇବାକୁ ବାର ଦୁଆର ବୁଲିବାକୁ ପଡୁଛି , ଏହା ସହ ତାଙ୍କୁ ସିରିଆଲ୍ ରେ ଏକ ଛୋଟ୍ ରୋଲ୍ ଦେବାକୁ ବି ରାଜି ନାହାନ୍ତି , ଏଇ ହାଲତ୍ ହୋଇସାରିଛି ତାଙ୍କର , ନିଜ ସମୟରେ ବ୍ଲକ୍ ବଷ୍ଟର ଫିଲ୍ମରେ କାମ କରିଥିବା ଏହି ଅଭିନେତାଙ୍କର ଏହି କଥାପ୍ରମାଣିତ କରିଦେଇଛି କି ସମୟ କାହାକୁ ବି ଉଠାଇପାରେ ଓ ତଳେ ପକାଇପାରେ , ଏହା ପାଇଁ କୁହାଯାଏ କି ସମୟ ବହୁତବଳବାନ୍ ଅଟେ ।

Leave a Reply

Your email address will not be published. Required fields are marked *