March 3, 2024

Odia Express

News For Public

ଫିଲ୍ମ ଦୁନିଆଁକୁ ଛାଡିକରି ଦେଶର ସେବାରେ ଲାଗିଯାଇଛନ୍ତି ଦିଶା ପଠାନୀଙ୍କ ଭଉଣୀ, ଦେଖିବାକୁ ଲାଗନ୍ତି ଦିଶା ପଠାନୀଙ୍କ ପରି ସୁନ୍ଦର..

ବିନା କେଉଁ ଗର୍ଡଫାଦର୍ ରେ ବଲିଉଡ୍ ରେ ଆସି ନିଜର ତଗଡା ଫ୍ୟାନ୍ ବେସ୍ ବନାଇଥିବା ଅଭିନେତ୍ରୀ ଦିଶା ପଠାନୀ ବହୁତ କମ୍ ସମୟରେ ସବୁ କିଛି ହାସିଲ୍ କରିଥିଲେ,  ତାଙ୍କର ଲୁକ୍ସରୁ ନେଇକରି ଅଭିନୟ ପର୍ଯ୍ୟନ୍ତ ଓ ଡ୍ୟାନ୍ସରେ ଲୋକଙ୍କୁ ସେ ମତୁଆଲା କରିଥିଲେ, ଦିଶା ପଠାନୀ ଆଜି ବଲିଉଡ୍ ର ଏକ ବହୁ ଚର୍ଚ୍ଚିତ ନାଁ ହୋଇସାରିଛନ୍ତି , ସେ ବଲିଉଡ୍ ରେ କିଛି ସବୁଠାରୁ ନାମିଦାମୀ ଅଭିନେତାଙ୍କ ସହ କାମ କରିଛନ୍ତି ଯେଉଁଥିରୁ ସଲମାନ୍ , ଆଦିତ୍ୟରାୟ କାପୁର, ଓ ଟାଇଗର୍ ଶ୍ରଫ୍ ,ପରି ଫିଲ୍ମରେ ତାଙ୍କ ସହ କାମ କରିଛନ୍ତି , ବଲିଉଡ୍ ରେ ଦିଶା ବାଗି ବାଗି ୨ , ଓ ଏମ୍ ଏସ୍ ଧୋନୀ ପରି ବଡ ଫିଲ୍ମ ଦେଇଛନ୍ତି ।ଆଜି ଦିଶାପଠାନୀଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲକ୍ଷାଧିକ ପରିମାଣର ଫ୍ୟାନ୍ ଫଲୋଇଙ୍ଗ୍ ଅଛି , କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଊଛୁ , ସେ ଦିଶା ପଠାନୀଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଭଉଣୀ ଙ୍କ ସହ ସାକ୍ଷାତ କରିବାକୁ ଯାଊଛୁ , ଆପଣ ଭାବୁଥିବେ କି ସେ କେଉଁ ବଡ ଅଭିନେତ୍ରୀ ହୋଇଥିବେ ନିଶ୍ଚିତ , କିନ୍ତୁ ଏମିତି ନୁହେଁ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଭିନେତ୍ରୀ ଦିଶାପଠାନୀଙ୍କ ଭଉଣୀ ଫିଲ୍ମ ଦୁନିଆଁରୁ ଦୁରରେ ଅଛନ୍ତି , ତାଙ୍କର ଭଉଣୀଙ୍କ ନାଁ ଖୁସବୁ ପଠାନୀ ଅଟେ,  ଓ ଛୁଆ ବେଲରୁ ସେ ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି,  ଖୁସୁବୁଙ୍କ ବିଷ୍ୟଅରେ କହିଲେ ସେ ଏକ ଆର୍ମୀ ଅଫିସର ଅଟନ୍ତି , ଏହି କଥା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହା ସତ ଅଟେ,  ଅଭିନେତ୍ରୀ ଦିଶାଙ୍କ ଭଉଣୀ ଖୁସୁବୁ ଭାରତୀୟ ସେନାରେ ଜଣେ ଲେଫ୍ଟିନେଣ୍ଟ ଦେଶର ସେବାରେ ଲାଗିଛନ୍ତି । ସେନାରେ ରହିବା ଦ୍ୱାରା ଖୁସୁବୁ ବହୁତ ଫିଟ୍ ଅଛନ୍ତି , ତାଙ୍କ ବିଷୟରେ ଏକ୍ ଖାସ୍ କଥା ଏହା କି ଯେଉଁଠି ଗୋଟେ ପଟେ ଖୁସୁବୁ ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରେଇ ଅଚନ୍ତି , ସେମିତି ଅନ୍ୟପଟେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଯେପରି ଇନଷ୍ଟାଗ୍ରାମ ଓ ଟ୍ୱିଟରେ ସେ ବହୁତ ଆକ୍ଟୀଭ୍ ରୁହନ୍ତି , ବହୁତଥର ନିଜ ଫିଟନେସ୍ ମେନଟେଣ୍ଟ୍ କରି ବହୁତ ମୁସକିଲ୍ ଏକ୍ସର ସାଇଜ୍ ଓ ୱାର୍କଆଉଟ୍ କରିବାର ଭିଡିଓ ସେ ସେୟାର୍ କରନ୍ତି ।

ଖୁସୁବୁ ଆଜି ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ବହୁତ ସାରା ଫଲୋଅର୍ସ ପାଇଛନ୍ତି , ନିଜ ଭଉଣୀଙ୍କ ପରି ଖୁସୁବୁ ବହୁତ ସୁନ୍ଦର ଦେଖାଯାଆନ୍ତି , ଆପଣ ଭଉଣୀ ଦିଶାଙ୍କ ସହ ବହୁତଥର ତାଙ୍କୁ ଫଟୋରେ ଦେଖିଥିବେ , କିଛି ମାସ ପୁର୍ବରୁ ପ୍ରଥମ ଫଟୋ ସାମ୍ନାରେ ଆସିଥିଲା,  ଯେବେ ଖୁସୁବୁ ଭଉଣୀ ଦିଶାଙ୍କ ସହ ବର୍ଦୀ ପିନ୍ଧିବାର ଫଟୋ ସେୟାର୍ କରିଥିଲେ,  ଫ୍ୟାନ୍ ବହୁତ ପସନ୍ଦ କରିଥିଲେ,  ଓ ଲକ୍ଷାଧିକ ଲୋକେ ନିଜ ପ୍ରତିକ୍ରିୟା ଜାହିର୍ କରିଥିଲେ ।

ତାଙ୍କର ପରିବାର ଲୋକେ ବାକି ସଦସ୍ୟଙ୍କ କଥା କହିଲେ ତାଙ୍କ ପରିବାରରେ ମା ବାପା ଓ ତାଙ୍କର ଏକ ଭାଇ ସାମିଲ୍ ଅଛି,  ଯେଉଁଠି ତାଙ୍କ ବାପାଙ୍କ ନାଁ ଜଗଦିଶ ସିଂ ପଠାନୀ ଅଟେ ଓ ଭାଇଙ୍କ ନାଁ ସୁର୍ଯ୍ୟାଶଂ ପଠାନୀ ଅଟେ, ଦିଶା ଯେଉଁଠି ମୁମ୍ବାଈରେ ରହୁଛନ୍ତି  ସେମିତି ଅନ୍ୟପଟେ ତାଙ୍କ ବାପା ଓ ତାଙ୍କ ଭାଇ ସାଥିରେ ରହୁଛନ୍ତି , ସେମିତି ଭଉଣୀ ଖୁସୁବୁ ନିଜ ଡ୍ୟୁଟିକୁ ନେଇ ପରିବାରରୁ ଦୁରରେ ଦେଶର ସେବା କରୁଛନ୍ତି , ଅଭିନେତ୍ରୀ ଦିଶାଙ୍କ ଭଉଣୀ ଖୁସୁବୁଙ୍କ କହିବା କଥା କି ଆର୍ମିରେ ଜଏନ୍ ହେବାର ପ୍ରେରଣା ତାଙ୍କୁ ନିଜ ବାପାଙ୍କ ଠାରୁ ମିଳିଛି  ତାଙ୍କ ବାପା ଜଣେ ଡିଏସ୍ ପି ରେଞ୍ଜ ଅଫିସର ଅଛନ୍ତି ।

Leave a Reply

Your email address will not be published. Required fields are marked *