February 24, 2024

Odia Express

News For Public

ଘରର ଏହି କୋଣରେ ରଖିଦିଅନ୍ତୁ ମୟୁରପୁଚ୍ଛ, ମା ଲକ୍ଷ୍ମୀ ହେବେ ଆକର୍ଷିତ , ଦୁର ହେବ ସବୁ ଦୋଷ..

ଆମର ହିନ୍ଦୁ ଧର୍ମରେ ମୟୁର ପୁଚ୍ଛକୁ ବହୁତ ମହତ୍ତ୍ୱ ଦିଆଯାଏ , ପ୍ରାଚୀନ ଗ୍ରନ୍ଥରେ ଓ ଶାସ୍ତ୍ରରେ ଏହା ବିଷୟରେ ବହୁତ ଫାଇଦା ଦର୍ଶାଯାଇଛି, ଭଗବାନ ଶ୍ରୀକୃଷ୍ଣ ନିଜ ମୁକୁଟ ଉପରେ ମୟୁରପୁଚ୍ଚ ଲଗାଇଥିଲେ , ସେମିତି ମା ସରସ୍ୱତୀ ଓ ଲକ୍ଷ୍ମୀଙ୍କର କିଛି ଫଟୋଗୁଡିକରେ ମୟୁରପୁଚ୍ଛ ଥିବାର ନଜର ପକାଇଥିବେ , ଏହା ସହ ଭଗବାନ ଶିବଙ୍କ ପୁଅ କାର୍ତ୍ତିକଙ୍କର ବାହାନ ବି ମୟୁର ଅଟନ୍ତି, ପୁରୁଣା ଜମାନାରେ ବହୁତ ମୁନି ରୁଷି ମାନେ ନିଜ ଅଗଣାରେ ମୟୁର ପାଳିଥିଲେ , ସେମିତି ରାଜା ମହାରାଜା ନିଜ ରାଜ ସିଂହାସନରେ ମୟୁର ପୁଚ୍ଛ ଲଗାଉଥିଲେ , ଏମିତିରେ ଆମେ କହିପାରିବା ହି ମୟୁରପୁଛର ବିଶେଷତା ଓ ମହତ୍ତ୍ୱତା ବହୁତ ବଡ ଅଟେ, ଯାହାକୁ ନେଇ ଏହାର ବ୍ୟବହାର ଗତ ବହୁ ଯୁଗରୁ ହୋଇ ଆସୁଛି, ଏମିତି କୁହାଯାଉଛି କି ମୟୁର ପୁଚ୍ଛ ଭିତରେ ବହୁତ ସକରାତ୍ମକ ଉର୍ଜା ହୋଇଥାଏ । ଏଥିପାଇଁ ବହୁତ ଲୋକ ଏହାର ଉପଯୋଗ୍ କରି ଏକ ପଜେଟିଭ୍ ମାହୋଲ୍ ବନାଇବାକୁ କରନ୍ତି , ମୟୁର ପୁଚ୍ଛ ମଧ୍ୟରେ ନାନାପ୍ରକାରର ନକରାତ୍ମକ ଶକ୍ତିକୁ ସମାପ୍ତ କରିବାର ଅଦଭୁତ ଶକ୍ତି ହୋଇଥାଏ , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ମୟୁରପୁଚ୍ଚର ଏକ ଭଲ ଉପାୟ କହିବାକୁ ଯାଉଛୁ , ଯଦି ଆପଣ ମୟୁର ପୁଚ୍ଛ ନିଜ ଘରେ ଏକ ଖାସ୍ କୋଣରେ ରଖୁଛନ୍ତି ତେବେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିବ , ଯେଉଁଥିରେ ଧନର ଦେବି ମା ଲକ୍ଷ୍ମୀଙ୍କର ଆଶିର୍ବାଦ ସାମିଲ୍ ଅଛି ।

୧) ବାସ୍ତୁଦୋଷ ଦୁର କରିବାପାଇଁ – ଯଦି ଆପଣଙ୍କ ଘରେ କେଉଁ ପ୍ରକାରର ବାସ୍ତୁ ଦୋଷ ଅଛି କିମ୍ବା ଘରେ ଲଢେଇ ଝଗଡା ହେଉଛି ,ତେବେ ଆପଣ ଏହି ଉପାୟ କରନ୍ତୁ , ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଗଣେଷଙ୍କ ପ୍ରତିମା ରଖନ୍ତୁ, ଏହି ଗଣେଷଙ୍କ ପ୍ରତିମା ଡାହାଣ ପଟେ ଓ ବାମ ପଟେ ମୟୁର୍ ପୁଚ୍ଚ ରଖନ୍ତୁ , ଗଣେଷଜୀ ବୁଦ୍ଧିର ଦେବତା ହୋଇଥାନ୍ତି , ଏହାର କବାଟ ଦେଇ ଯାଉଥିବା ବ୍ୟକ୍ତିକୁ ସେ ସଦଭୁତି ଦେଇଥାନ୍ତି ,ଓ ଆପଣଙ୍କ ଘରେ ଲଢେଇ ଝଗଡା ଦୁର ହୋଇଯିବ , ତାହା ସହ ଗଣେଷଙ୍କ ପାଖରେ ମୟୁର ପୁଚ୍ଚ ଲଗାଇଲେ ବାସ୍ତୁଦୋଷ ଦୂର ହୋଈଯାଏ ।

୨) ରାହୁ ଦୋଷ ଦୂର କରିବାପାଇଁ – ଜ୍ୟୋତିଷ୍ୟ ଶାସ୍ତ୍ରରେ ରାହୁକୁ ଏକ କ୍ରୋଧିତ ଗ୍ରହ ବୋଲି ଜଣାଯାଏ , ଏମିତିରେ ଯେଉଁ ବ୍ୟକ୍ତି କୁଣ୍ତଳୀରେ ରାହୁ ଦୋଷ ରହିଥାଏ , ତାହାର ଲାଇଫ୍ ରେ ଅଶାନ୍ତି ରହିଥାଏ ,ଓ ଆର୍ଥିକ ସ୍ଥିତିରେ ଦୁର୍ବଳତା ରହିଥାଏ , ଏମିତିରେ ଏହି ରାହୁ ଦୋଷକୁ ଦୁର କରିବାପାଇଁ ମୟୁର ପୁଚ୍ଚ ଏକ ତାବିଜ୍ ବାନ୍ଧିଦିଅନ୍ତୁ, ଓ ଏହି ତାବିଜ୍ କୁ ନିଜ ଡାହାଣ ହାତରେ ପିନ୍ଧିଦିଅନ୍ତୁ , ଏଥିରେ ସେହି ବ୍ୟକ୍ତିର ରାହୁ ଦୋଷ ଦୁର ହୋଇଯିବ ।

୩) ଖରାପ ସ୍ୱପ୍ନ ଆସିଲେ ଏହା କରନ୍ତୁ –ଯଦି ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଥାଏ ତେବେ ମୟୁର ପୁଚ୍ଚ ର ଏହି ଉପାୟ ବନ୍ଦ କରିପାରେ । ଏଥିପାଇଁ ଆପଣଙ୍କୁ ସୋଇବା ପୁର୍ବରୁ ମୟୁର ପୁଛ ନିଜ ତକିଆର ତଳେ ରଖିବାର ଅଛି । ଓ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ , ଜଳେ ରକ୍ଷତୁ ବାରାହ୍ ସ୍ଥଳେ ରକ୍ଷତୁ ବାମନଃ , ଅଟବ୍ୟା ନରସିଂହାଶ୍ୱ ପାତୁ କେଶବଃ , ଏମିତି କରିଲେ ଆପଣଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ ।

୪) ଲକ୍ଷ୍ମୀ ଓ ଧନ ପାଇଁ – ଯଦି ଆପଣଙ୍କ ଘରର ସ୍ଥିତି ସୁଧାରିବାକୁ ଚାହୁଁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ନିଜ ଘରେ ଆମନ୍ତ୍ରିତ କରନ୍ତୁ , ଓ ଧନୀ ହେବାକୁ ଚାହିଁଲେ ଏହି ଉପାୟ କରନ୍ତୁ , ନିଜ ଘରର ଦକ୍ଷିଣ –ପୁର୍ବ ଦିଗରେ ମୟୁର ପୁଛର ଏକ ଗଦା ରଖିଦିଅନ୍ତୁ , ମନେ ରଖନ୍ତୁ କି ଆପଣଙ୍କୁ ଗୋଟେ କିମ୍ବା ଦୁଇଟି ମୟୁର ପୁଚ୍ଚ ରଖିବାର ନୁହେଁ , ବରଂ ପୁରା ମୟୁର ପୁଚ୍ଛର ଗଦା ରଖିବାର ଅଛି , ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଚାଳି ଆସିବେ , ଓ ଧନ ସଂବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *